Part 1 | Part 2 | Part 3 (READING NOW) | Part 4
ପରଦିନ ଦିନବେଳେ ମୋ ମନରେ ଖାଳି ସେଇ ସ୍ବାପିଂ କଥା ହିଁ ବୁଲୁଥିଲା ଦିନବେଳେ ଲଞ୍ଚ ସମୟରେ ଅନିଲ ଘରେ ଏକା ଥିଲା ବେଳେ ଏମ୍ନିତି କଥା ହେଉ ହେଉ କହିଲି, କାଲି ସ୍ବାପିଂ ବିଷୟରେ ନ୍ୟୁଜ୍ ବହୁତ ସାଉଣ୍ଡ୍ ଦେଇ ଦେଖୁଥିଲ? କଣ ସ୍ବାପିଂ କରିବାକୁ ମନ କରୁଛ କି? ଅନିଲ ଖାଈବାରେ ଧ୍ୟାନ ଦେଇ କହିଲେ, ଜାଣିଛ ସେ ଜିନିଷ କଣ ? ମୁଁ କହିଲି, ହୁଁ ଅନିଲ୍ ମୋତେ ଚାହିଁଲେ ଆଊ କହିଲେ, ହେଇକି ବି କହୁଛ ସ୍ବାପିଂ କରିବା ବିଷୟରେ? ମୁଁ କହିଲି, କେଜାଣି ତମେ ହିଁ ଏତେ ଇଣ୍ଟରେଷ୍ଟ୍ ନେଇ ଦେଖୁଥିଲ ତ... ଆଜିକାଲି ତ ମୁଁ ଆଉ ତମକୁ ଏତେ ଭଲ ଲାଗୁନି କେଜାଣି ତମକୁ କାଳେ... ଏ ସବୁ କହୁଥିବା ବେଳେ ଅନିଲ ନିଜ ଖାଇବାରେ ବ୍ୟସ୍ତ ଥିଲେ କହିଲି, ଶୁଣିଲି କାଳେ ସମସ୍ତେ ଆଜିକାଲି ସ୍ବାପିଂ କଲେଣି ବିନି କହୁଥିଲା, କାଳେ ବହୁତ ଡାକ୍ତର ବି ସେଥିରେ ସାମିଲ୍ ଅଛନ୍ତି ଅନିଲ୍ ଖାଇବାରେ ଧ୍ୟାନ ଦେଇ କହିଲେ, ହଁ ଥିବେ ନିଶ୍ଚୟ ଷ୍ଟ୍ରେସ୍ ରିଲାକ୍ସେସନ୍ ପାଇଁ କିଏ କଣ କରୁଛନ୍ତି, ଏଇ ବି ଗୋଟିଏ ଉପାୟ ପଚାରିଲି, ତମ ସାଙ୍ଗମାନେ ବି ଏ ସବୁ କରନ୍ତି? ଅନିଲ କହିଲେ, ମୁଁ କେମିତି ଜାଣିବି? କଣ ପଚାରିବି କି?
ଅନିଲଙ୍କ ଉତ୍ତର କିଛି ମିଳିଲାନି କିନ୍ତୁ ସେ ଏହାକୁ ନେଇ କୌଣସି ନେଗେଟିଭ୍ ମନ୍ତବ୍ୟ ବି ଦେଇନାହାନ୍ତି ତେଣୁ ଲାଗୁଥିଲା ଯଦି ମନେଇ ହେବ ତା ହେଲେ ଅନିଲ୍ ବି ରାଜି ହୋଇ ପାରନ୍ତି ମୋତେ ସେତେବେଳକୁ ଖାଲି କେହି ଜଣେ ମୋ ସହ ପୁରା ସେକ୍ସରେ ମାତି ରହିଥିବାର ଦୃଶ୍ୟ ଦିଶୁଥିଲା ଦିନସାରା ଦେହ ଶିତେଇ ଯାଉଥିଲା ଅପରାହ୍ନରେ ଟିକେ ରେଷ୍ଟ୍ କରିବା ବେଳକୁ ବିନିର ଫୋନ ଆସିଥିଲା ଏଣୁତେଣୁ ଗପ ହେଉଥିଲା ସିନା ମୋତେ ଇଚ୍ଛା ହେଉଥିଲା ସେ ଆଉ ଟିକେ ସ୍ବାପିଂ ବିଷୟରେ ଗପନ୍ତା କି? ଏଇ ସମୟରେ ସେ କଥା କହୁ କହୁ ପଚାରିଲା, ଆଉ ଅନିଲଙ୍କୁ ଏଇ ବିଷୟରେ ପଚାରିଲ? ମୁଁ କହିଲି, ସେ ସବୁ ଜାଣିଛନ୍ତି ବୋଲି କହୁଛନ୍ତି ବିନି କହିଲା, ଦେଖିଲ ନା? ମୁଁ କଣ କହୁଥିଲି, ସେ ସବୁ ଜାଣିଥିବେ ଆଉ କଣ କହିଲେ? ଦୁଃଖରେ କହିଲି ଆଉ କିଛି କହିଲେନି ଇଚ୍ଛା ଅଛି ନା ନାହିଁ? ପଚାରିଲନି? ମୁଁ କହିଲି, ମୁଁ କେମିତି ପଚାରିବି? ସେ ଖରାପ ଭାବିବେ ନାହିଁ? ବିନି କହିଲା, ଆହା ଏଥିରେ ଖରାପ ଭାବିବାର କଣ ଅଛି ଟିକେ ବୁଲେଇ ବଙ୍କେଇ ପଚାରି ଦିଅନ୍ତ ନା?
ମୁଁ କହିଲି, ତମ ଭଳି ଭାଗ୍ୟ କଣ ସମସ୍ତଙ୍କ ଅଛି? ସେ କହିଲା, ହଁ ରାଜୀବଙ୍କ ଯୋଗୁଁ ମୁଁ ବହୁତ ଖୁସି ସେ ସବୁବେଳେ ବ୍ୟସ୍ତ ତେଣୁ ଅନ୍ତତଃ ଏଇ ସବୁ ଏକ୍ସ୍ଟ୍ରା ଆକ୍ଟିଭିଟି ହେଉଛି ବୋଲି ଆମେ ଖୁସିରେ ଅଛୁ ତମେ ବି ଚେଷ୍ଟା କର ଦେଖିବ ବହୁତ ମଜା ଆସିବ ମୁଁ ମନେ ମନେ ଭାଉଥିଲି, ହଁ ଆସିବ ତ ନିଶ୍ଚୟ କିନ୍ତୁ ଅନିଲ କେମିତି ରାଜି ହେବେ?? ଆଉ ଅନିଲ ରାଜି ହେଇଗଲେ ବି, ଆମ ସହ ସ୍ବାପିଂ କରିବ କିଏ?
କହିଲି, ତମର ସେଇଠି ଭଲ ସୋସାଇଟି, ପାର୍ଟି, ମିଟିଂ ସବୁ ହେଉଛି ବୋଲି ଲୋକ ମିଳି ଯାଉଛନ୍ତି ଆମର ଏଠି ଏ ସବୁ ହେଉଥିବ କି ନା ମୁଁ ଜାଣିନି ବିନି କହିଲା, ସବୁଠି ହେଉଛି ସେପ୍ଟେମ୍ବର୍ ମାସରେ ତ ମୁଁ ଯାଇଥିଲି ନା, ତମ ସହ ଦେଖା ହେଇଥିଲା? ସେଇ ସମୟରେ ସେଇଠି ସ୍ବାପିଂ ହେଇଥିଲା ସେଇଠି ବି ବହୁତ ବଡ଼ ଗ୍ରୁପ୍ ଅଛନ୍ତି ଅବଶ୍ୟ ସେ ଗ୍ରୁପରେ ବେଶୀ ବିଜିନେସମ୍ୟାନ୍ ଅଛନ୍ତି ଆମର ଏଠି ବେଶୀ ଡାକ୍ତର ଆଉ ସରକାରୀ ଅଫିସର ଅଛନ୍ତି ଯା ବି ହେଉ, ଭଲ କାମ କରି ପାରିଲେ ଯିଏ ବି ହେଉ ଚଳିବ ତମ ଏରିଆର ଯୋଉ ଲୋକ ସହ ଆମେ ସ୍ବାପିଂ କରିଥିଲୁ, ସେମାନେ ତ ବହୁତ ଭଲ ମଜା ଦେଇଥିଲେ ରାଜୀବ ଭାରି ଖୁସି ହେଇଯାଇଥିଲେ ମୋତେ ଟିକେ ଏଜୁକେଟେଡ୍ ଲୋକ ପସନ୍ଦ ସାଧାରଣତଃ ଜେନେରାଲ୍ ଲୋକଙ୍କ ସହ ମିଶିବାକୁ ମୋତେ ବେଶୀ ଇଚ୍ଛା ନାହିଁ ଯା ବି ହେଉ ଲୋକର ଗୋଟେ ପର୍ସନାଲିଟି ଥିବା ଜରୂରୀ ରାଜୀବଙ୍କୁ କିନ୍ତୁ ଯେକୌଣସି ସ୍ତ୍ରୀ ହେଉ ଚଳିବ ଖାଲି ଟିକେ ମେଣ୍ଟେନ୍ କରିଥିବା ଦରକାର
ତମେ ତ ଅନେକ ବର୍ଷ ହେଲାଣି ସ୍ବାପିଂ କରୁଛ? ମୁଁ ପଚାରିଲି ହଁ, ଏଇ ପାଖାପାଖି ସାତ ଆଠ ବର୍ଷ ହେଇଗଲାଣି ଆମେ ତ ସବୁ ବୟସର ଲୋକଙ୍କ ସହ ସ୍ବାପିଂ କରି ସାରିଲୁଣି ଭୁବନେଶ୍ବରର ଗୋଟେ ଅନମ୍ୟାରିଡ୍ କପଲ୍ ସହ ବି କରିଥିଲୁ ଆଉ ଜଣେ ଅତି ବୟସ୍କ ଡାକ୍ତର କପଲ୍ ସହ ବି ହେଇଥିଲା ଇୟେ ଗୋଟେ ମଜା ଜିନିଷ ତମେ ଥରେ କର ଦେଖିବ, ତା ପରେ ଖାଲି ସବୁବେଳେ କରିବି କରିବି ବୋଲି ଖୋଜିବ
ଆଚ୍ଛା ମୁଁ ଟିଭିରେ ଦେଖିଲି ଯେ ସ୍ବାପିଂ ପାର୍ଟି ହେଉଛି, ଯେଉଁଠି ଅସଂଖ୍ୟ ଲୋକ ଆସୁଛନ୍ତି ଏ ସବୁ କଣ ତମର ସେଠି ହୁଏ? ପଚାରିଲି ସେ କହିଲା, ହଁ ହୁଏ ସେଇଟା ଆହୁରି ମଜା ଅବଶ୍ୟ ସବୁବେଳେ ନୁହେଁ ବର୍ଷେ ତଳେ ସେମିତି ଗୋଟେ ପାର୍ଟି ହେଇଥିଲା ପୁରୀରେ ପୁରୀ କୋଣାର୍କ ମଝିରେ ଗୋଟେ ରିସର୍ଟରେ ସେଇ ପାର୍ଟି ଆୟୋଜନ ହେଇଥିଲା ପାଖାପାଖି ତିରିଶି କପଲ୍ ଆସିଥିଲେ ସେଠି ଡେରି ଯାଏଁ ଡିନର୍ ପାର୍ଟି ହୁଏ ଆଉ ମ୍ୟୁଜିକ ବାଜେ, ଆଉ ସେଠି ତମେ ନିଜ ଇଚ୍ଛାରେ ନୁହେଁ, ବରଂ ଲଟେରୀ ବାହାରେ ଯାହା ସହ ଯାହାର ବାହାରିଲା ସେ ଯିବାକୁ ହୁଏ ସେଇଠି ହିଁ ଆମକୁ ସେ ଭୁବନେଶ୍ବରର ଏଜେଡ୍ ଡାକ୍ତର କପଲ ସହ ଯିବାକୁ ପଡ଼ିଥିଲା
ସବୁ କପଲ୍ ମାନଙ୍କ ରୁମର୍ ଚାବି ଗୋଟେ ବଡ଼ ବାଉଲରେ ରଖା ହେବ ଆଉ କୁହାହେବ ତମେ ଚାବି ନେଇ ରୁମକୁ ଯାଅ ମୁଁ ଯୋଉ ଚାବି ପାଇଲି ସେ ରୁମକୁ ଗଲି, ସେଇଠି ସେଇ ବୟସ୍କ ଡାକ୍ତରଙ୍କ ସହ ସେକ୍ସ୍ ହେଲା ଆଉ ରାଜୀବଙ୍କ ସହ ସେଇ ଅନମ୍ୟାରିଡ୍ କପଲର ଲେଡି ଥିଲା ପ୍ରାୟ ଘଣ୍ଟାଏ ପରେ ଯେତେବେଳେ ଆମର ସେକ୍ସ୍ ସରିଗଲା, ସେତେବେଳେ ମୁଁ ବାହାରକୁ ଆସିବା ବେଳକୁ ରାଜୀବ ମଧ୍ୟ ବାହାରେ ଥିଲେ ସେଇଠି ସେଇ ଡାକ୍ତର କପଲ୍ ଆଉ ଅନମ୍ୟାରିଡ୍ କପଲ୍ ସବୁ ଏକାଠି ହେଲୁ, ଆଉ ସେଦିନ ରାତିରେ ଗୋଟିଏ ରୁମରେ ଆମେ ସମସ୍ତେ ଏକାଠି ସେକ୍ସ୍ କରିଥିଲୁ ସେଇଟା ମୋତେ ସବୁଠୁ ବେଶୀ ଏକ୍ସାଇଟ୍ ମେଣ୍ଟ୍ ଦେଇଥିଲା
ଏବେ ଲାଷ୍ଟ୍ ଟାଇମ୍ ଆମେ ଗତମାସରେ ଯାଇଥିଲୁ, ଅନୁଗୁଳ ସେଠାରେ ଗୋଟିଏ କପଲ୍ ସହ ସ୍ବାପିଂ କରିଥିଲୁ ଏଇ ମାସରେ ଭୁବନେଶ୍ବରରେ ଅଛି ତମେ ଅନିଲଙ୍କୁ ବୁଝାଅ, ସେ ରାଜି ହୋଇଗଲେ ମୁଁ ତମପାଇଁ ବ୍ୟବସ୍ଥା କରିଦେବି
Comments
Post a Comment