Sirf swapping - 2

Part 1 | Part 2 (READING NOW)  | Part 3 | Part 4

 ବିନି କହିଲା, 

ତମେ ତ ଜାଣିଛ ବାହାଘର ପୂର୍ବରୁ ମୋର ଗୋତେ ପିଲା ସହ ସମ୍ପର୍କ ଥିଲା୤ ମୋବାପା ବଡ଼ଘର ଦେଖି ମୋର ବାହାଘର ଠିକ୍ କରିଦେଲେ୤ ସେତେବେଳେ ମୁଁ କିଛି କହିପାରିଲି ନାହିଁ୤ ବିବାହ ପରେ ଏଠି ରହଣୀସହଣୀ ମୋତେ ଭଲ ଲାଗୁଥିଲା୤ ବଡ଼ ଘର ଚାକରବାକର, କିଛି ବି କାମ କରିବାକୁ ହେଉନଥିଲା୤ ବାହା ହେବାର ଠିକ୍ ବର୍ଷେ ପରେ ମୋର ଝିଅ ଜନ୍ମ ହେଲା ଆଉ ଦୁଇବର୍ଷ ପରେ ପୁଅ ଜନ୍ମ ହେଲା୤ ସେତେବେଳେ ରାଜୀବ୍ ଭାରି ବ୍ୟସ୍ତ ରହୁଥିଲେ୤ କମ୍ପାନୀ କାମ ବି ବଢ଼ିବାଉ ଲାଗିଥିଲା୤ ମୁଁ ଘରେ ପିଲାଙ୍କୁ ନେଇ ବ୍ୟସ୍ତ ହୋଇଗଲି ଆଉ ସେ ଚାକିରୀରେ୤ ଏଇ ସମୟରେ ଆମ ଦୁଇଜଣଙ୍କ ମଧ୍ୟରେ ଟିକେ ଦୂରତା ଆସିଯାଇଥିଲା୤ ପିଲାଙ୍କ ଯୋଗୁଁ ଆମର ମିଳାମିଶା ମାନେ ସେକ୍ସ୍ ଏତେ ସହଜରେ ହେଉନଥିଲା୤ ମୋତେ ଏଇ ସମୟ ଭାରି ବିରକ୍ତ ଲାଗିଲା୤ ମୁଁ ଭାରି ଚିଡ଼ିଚିଡ଼ା ହେଇଗଲି୤ 

ମୋତେ ବ୍ରେକ୍ ଦେବାପାଇଁ ରାଜୀବ (ମୋ ସ୍ବାମୀ) ମୋତେ ସାଙ୍ଗରେ ନେଇ ଅନେକ ପାର୍ଟିକୁ ଯାଆନ୍ତି୤ ସେଇଠି ଅନେକ ଲୋକଙ୍କ ସହ ଦେଖାହୁଏ୤ ସେଇ ସମୟରେ ଦିନେ ମୋ ସ୍ବାମୀ ମୋତେ ଏଇ ସ୍ବାପିଂ ବିଷୟରେ କହିଲେ୤ ଶୁଣିବା ପରେ ମୋତେ ବି ଆଶ୍ଚର୍ଯ୍ୟ ଲାଗିଥିଲା୤ କିନ୍ତୁ ସେ ପରେ ମୋତେ ଅନେକ ପାର୍ଟିରେ ଲୋକଙ୍କ ସହ ପରିଚିତ କରାଇଥିଲେ ଏବଂ ପରେ ଜଣାନ୍ତି ସେମାନେ ସବୁ ସ୍ବାପିଂ କରୁଛନ୍ତି ବୋଲି୤ ପ୍ରାୟ ଛଅ ମାସ ମୁଁ କେବଳ ସେମାନଙ୍କୁ ଦେଖେ୤ ସେମାନେ ସବୁ ବଡ଼ ଘର ଲୋକ୤ ବହୁତ ଭଲ ବ୍ୟବହାର କରନ୍ତି୤ ପାର୍ଟିରେ ବହୁତ ସମ୍ମାନ ଦିଅନ୍ତି୤ କେହି ବି ମଦୁଆ ଟାଇପ୍ ନଥିଲେ୤ ସେମାନଙ୍କୁ ଦେଖିଲେ ମନେ ହେବନି ଯେ ସେମାନେ ସ୍ବାପିଂ କରୁଥିବେ୤

ତାଙ୍କ ସ୍ତ୍ରୀମାନେ ବି ଦେଖିବାକୁ ବହୁତ ସୁନ୍ଦରୀ ଆଉ କି ଚେହେରା୤ ସେମାନେ ବହୁତ ଫ୍ରେଣ୍ଡଲି୤ ସେମାନଙ୍କ ସହ ମିଳାମିଶା କରିବାପରେ ପ୍ରାୟ ଛଅ ମାସ ପରେ ଦିନେ ରାଜୀବ ମୋତେ କହିଲେ, ତମେ ସ୍ବାପିଂ କରିବ କି? ସେତେବେଳକୁ ମୁଁ ସ୍ବାପିଂ ବିଷୟରେ ଜାଣି ସାରିଥିଲି୤ ମନରେ କୌଣସି ଆଶଙ୍କା ନଥିଲା କି ଭୟ ନଥିଲା କାରଣ ସବୁ ଲୋକଙ୍କୁ ମୁଁ ସବୁବେଳେ ଦେଖି ଆସୁଥିଲି୤ ତାଙ୍କୁ କହିଲି, ତମ ଇଚ୍ଛା୤ ପରେ ଦିନେ ସନ୍ଧ୍ୟାରେ ଆମେ ଗୋଟିଏ ପାର୍କକୁ ବୁଲି ଯାଇଥିଲୁ, ଯୋଉଠି ଆମ ସହ ସ୍ବାପିଂ କରିବାପାଇଁ ଇଚ୍ଛୁକ ଦମ୍ପତି ବି ଆସିଥିଲେ୤ ଆମେ ବସି ଅନେକ ସମୟ ଗପିଲୁ ଏବଂ ଶେଷରେ ନିଷ୍ପତ୍ତି ହେଲା ଯେ ସ୍ବାପିଂ କରିବା୤

ସେଇ ସପ୍ତାହର ଶେଷରେ ଶନିବାର ସନ୍ଧ୍ୟାରେ ରାଜୀବ ଆଉ ମୁଁ ପୁରୀରେ ପହଞ୍ଚିଲୁ୤ ଆମ ପାଇଁ ଆଗରୁ ହୋତେଲ୍ ବୁକ୍ ହୋଇଥିଲା୤ ସେମାନେ ବି ଆସିଥିଲେ୤ ଆମେ ରୁମରେ ଫ୍ରେସ୍ ହେବାପରେ ଡିନର୍ ପାଇଁ ଏକାଠି ହେଲୁ୤ ଡିନର୍ ପରେ ଆମେ ବିଚରେ ଅନେକ ସମୟ ବସିଲୁ୤ ବିଳମ୍ବିତ ରାତିରେ ଆମେ ରୁମକୁ ଫେରିବା ପରେ ରାଜୀବଙ୍କ ସହ ସେ ଲେଡ଼ି ଚାଲିଗଲା ଆଉ ମୁଁ ଅନ୍ୟରୁମକୁ ଆସିଗଲି୤ ସେଇଟା ମୋର ପ୍ରଥମ ଏକ୍ସପେରିଏନ୍ସ୍ ଥିଲା୤ ସେଦିନ ରାତିରେ ବିଶ୍ବାସ୍ କରିବନି ତିନିଥର ସେକ୍ସ୍ ହେଲା୤ ପିଲାଦୁଇଟା ଜନ୍ମ ହେବାପରେ ଦେହରେ ଶିଥିଳତା ଆସିଯାଇଥିଲା, ଅବଶ୍ୟ ରାଜୀବ ବି ଭଲ ସେକ୍ସ୍ କରନ୍ତି କିନ୍ତୁ ଗୋଟିଏ ରାତିରେ ତିନିଥର ସେ ବି କେବେ କରିନଥିଲେ୤ ମୋତେ ବହୁତ ଭଲ ଲାଗିଲା୤ ପରଦିନ ସକାଳୁ ଆମେ ଘରକୁ ଫେରି ଆସିଲୁ୤ ତାପରେ ଏଇଟା ରେଗୁଆର୍ ହୋଇଗଲା୤ ପ୍ରାୟତଃ ମାସେ ଦୁଇମାସ ଅନ୍ତରରେ ଏମିତି ପୁରୀ କିମ୍ବା କୋଣାର୍କ ଟୁର୍ ପଡ଼ିଲା୤

ହେଲେ ତମେ କେମିତି ଜାଣୁଛ ଯେ କିଏ ସ୍ବାପିଂ କରିବ ? ମୋ ପ୍ରଶ୍ନର ଉତ୍ତରରେ ବିନି କହିଲା ସେ ବିଷୟରେ ରାଜୀବ ବେଶୀ ଯାଣନ୍ତି, କିନ୍ତୁ ଏମିତି ଚିହ୍ନା ଜଣାରେ ସବୁ ମିଳିଯାଆନ୍ତି୤ ଆମେ ଯୋଉ ପାର୍ଟି ସବୁ ଯାଉ ସେଠାରେ ଅନେକ କପଲ୍ ମିଶନ୍ତି ଜେଉଁମାନେ ଇନ୍‌ଡାଇରେକ୍ଟଲି କହି ଦିଅନ୍ତି ସେମାନେ ସ୍ବାପିଂ ପାଇଁ ଇଣ୍ଟେରେଷ୍ଟେଡ୍ ବୋଲି, ଆଉ ଆମେ ସେତେବେଳେ ଚିନ୍ତା କରୁ ଯିବୁ କି ନା୤ ଆମର ବଡ଼ ଗ୍ରୁପ୍ ବି ଅଛି୤ ଯେଉଁଟି ପ୍ରାୟ ସବୁ କପଲ୍ ସ୍ବାପିଂ କରନ୍ତି୤ ସେଥିରେ ସବୁଠୁ ଅଧିକ ଡାକ୍ତରଙ୍କ ଗ୍ରୁପ୍ ଅଛି୤ ପାର୍ଟିରେ ସବୁଠୁ ବେଶୀ ସେମାନେ ହିଁ ଏଞ୍ଜୟ୍ କରନ୍ତି୤ ଆଉ ମଉକା ପାଇଲେ ସ୍ବାପିଂ୤ ଡାକ୍ତରମାନେ ସବୁବେଳେ ବ୍ୟସ୍ତ ତେଣୁ ସମୟ ପାଇଲେ ସ୍ବାପିଂ ପାଇଁ ଶୀଘ୍ର ରାଜି ହୋଈଯାଆନ୍ତି ଆଉ ସେମାନଙ୍କ ସହ ଯିବାକୁ ବହୁତ ଭଲ ଲାଗେ କାରଣ ସେମାନେ ସବୁ କ୍ଲିନ୍ ଆଉ କୌଣସି ପ୍ରବ୍ଲେମ୍ ନଥାଏ୤ ସେଇଥିପାଇଁ ମୁଁ ଭାବୁଥିଲି ତମେ ବି ଏ ବିଷୟରେ ଜାଣିଥିବ ବୋଲି୤ ତମ ସ୍ବାମୀ ଏ ବିଷୟରେ କେବେ କହିନାହାନ୍ତି? ମୁଁ କହିଲି ନା ସେ ଏ ବିଷୟରେ କିଛି କହିନାହାନ୍ତି୤

ବିନି କହିଲା, ଏଇଟା ଗୋଟେ ନିଆରା ମଜା୤ ରାଜୀବଙ୍କୁ ମଧ୍ୟ ଭଲ ଲାଗେ୤ ନୁଆ ନୁଆ ମହିଳାଙ୍କ ସହ ସେକ୍ସ୍ କରିବାକୁ ସବୁ ପୁରୁଷ ବିକଳ୤ ତମେ ତାଙ୍କୁ ଥରେ ଚାନ୍ସ୍ ଦିଅ ଦେଖିବ ସେ କେମିତି ହେବେ୤ ମୋତେ ମନେ ମନେ ଲାଗୁଥିଲା ମୋ ସ୍ବାମୀ କଣ ସତରେ ଏମିତି ହେବେ? ରାତି ଢେର୍ ହୋଇ ଯାଇଥିଲା ତେଣୁ ଶୋଇବାକୁ ଯିବାକୁ ହେବ କହି ଫୋନ୍ ବନ୍ଦ କରିଦେଲି୤

ସେଦିନ ରାତିରେ ମୁଁ ଭାବୁଥିଲି, ସତରେ ତ ମୋର ଦୁଇଟା ପିଲା ଜନ୍ମ ହେବାପରେ ଅନିଲ ମଧ୍ୟ ସେକ୍ସ୍ ରେ ଏତେ ଇଚ୍ଛା କରୁନାହାନ୍ତି୤ ଆଗ ପ୍ରତି ସପ୍ତାହରେ ଅନ୍ୟୁନ ଦୁଇ ତିନିଥର କରୁଥିଲେ ଏବେ ତ ମାସ ମାସ ଧରିମୋତେ ଚାହୁଁ ନାହାନ୍ତି୤ ନିଶ୍ଚୟ ଷ୍ଟ୍ରେସ୍ ରହୁଥିବ ଆଉ କାମ ବି ବେଶୀ୤ କିନ୍ତୁ ଯଦି ସତରେ କେହି ରାତିରେ ତିନି ତିନିଥର ସେକ୍ସ୍ କରିବ ତା ହେଲେ ସେଭଳି ଅନୁଭବ ନେବା ଉଚିତ୤ ଏଇଆ ଭାବି ବିଆରେ ଆଙ୍ଗୁଠି ପୁରେଇ ନିଜକୁ ଶାନ୍ତ କରୁଲି୤

Part 1 | Part 2 (READING NOW) | Part 3 | Part 4

Comments