Sirf swapping - 1

Part 1 (READING NOW) | Part 2 | Part 3 | Part 4

 ସନ୍ଧ୍ୟା ହେଇଗଲେ ଅନିଲ୍ ଟିଭି ଧରି ବସିଯାଆନ୍ତି୤ ଦୁନିଆ ଯାକର ନ୍ୟୁଜ୍ ଦେଖିବା ତାଙ୍କ ଅଭ୍ୟାସ୤ ସେତେବେଳେ ମୁଁ ବି ରୋଷେଇରେ ବ୍ୟସ୍ତ ଥାଏ ତେଣୁ ତାଙ୍କୁ ଡିଷ୍ଟର୍ବ୍ କରେନି୤ ରୋଷେଇଘରେ ମୁଁ ବ୍ୟସ୍ତ ଥିବା ବେଳେ ଟିଭିରୁମରୁ ଉଚ୍ଚସ୍ବରରେ ନ୍ୟୁଜ ଶୁଣାଯାଏ୤ ପିଲାମାନେ ନିଜ ରୁମରେ ପାଠପଢନ୍ତି ତେଣୁ କାହାକୁ ଅସୁବିଧା ହୁଏନି୤ ହେଲେ ଆଜି ନ୍ୟୁଜ ଶୁଣୁଥିବା ସମୟରେ ହଠାତ୍ ମୋ କାନରେ ପଡ଼ିଲା ସ୍ତ୍ରୀ ଅଦଳାବଦଳି ବୋଲି ଗୋତିଏ ଖବର୤ ଶୀଘ୍ର ଟିଭିରୁମକୁ ଦଉଡ଼ିଯାଇ କହିଲି, ତମେ କେମିତିକା ଲୋକ୤ ଟିକେ ସ୍ଲୋ କରି ସାଉଣ୍ଡରେ ଶୁଣିଲେ ଚଳୀବନି? ଅନିଲ୍ ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁ କହିଲେ, କଣ ହେଲା? କହିଲି, ଟିଭି ଦେଖ୤ ସେ ଦେଖିଲା ବେଳକୁ ସ୍ବାପିଂ ବିଷୟରେ ଚର୍ଚ୍ଚା ଚାଲିଥିଲା୤ ସେ ଅତି ସରଳ ଲୋକ୤ ଏତେ ସବୁ ବୁଝନ୍ତି ନାହିଁ୤ କହିଲି, ଘରେ ପିଲାମାନେ ଅଛନ୍ତି ସେ ସମୟରେ ଏ ସବୁ କଥା ପୁଣି ଏତେ ଜୋର ସାଉଣ୍ଡ୍ ଦେଇ ଦେଖୁଛ? ସେ କିଛି ବୁଝିଲେ କି ନାହିଁ ଜାଣିନି, ଟିଭି ବନ୍ଦ କରିଦେଇ ସେ ଶୋଇବା ରୁମକୁ ଚାଲିଗଲେ୤

ରୋଷେଇ ସରିବାପରେ ଖାଇବା ହେଲା ଆଉ ତାପରେ ଅନିଲ୍ ଶୋଇଗଲେ୤ ସେ ଆଜିକାଲି ବହୁତ ପରିଶ୍ରମ କରୁଛନ୍ତି ତେଣୁ ଘରକୁ ଫେରିବା ପରେ କିଛି ସମୟ ଟିଭି ଦେଖିବାପରେ ହିଁ ଶୋଇଯାଆନ୍ତି୤ ପିଲାମାନେ ବି ଶୋଇଗଲେଣି୤ ଏ ସମୟରେ ମୁଁ ଗପିବା ପାଇଁ ମୋର ସାଥୀ ହେଉଛନ୍ତି ମୋର ପିଲାଦିନର ସାଙ୍ଗ| ରାତିରେ ବିନି ଫୋନ୍ କରିଥିଲା୤ ଆଉ ତ ଆମେ ଦେଶର ଅର୍ଥନୀତି ବିଷୟରେ ଚର୍ଚ୍ଚା କରିବୁନି, ତେଣୁ ଘରଦ୍ବାର କଥା ସବୁ ପଡ଼ିଥିଲା ଏଇ ସମୟରେ ଅନିଲ୍ ବିଷୟରେ କଥା ପଡ଼ିଲା ତ ସେ କହିଲା, ତମେ ଲକି୤ ଡାକ୍ତର ସ୍ବାମୀ ପାଇଛ୤ ଆଉ ସେ ବି ବହୁତ ଭଲ ସ୍ବାମୀ ଟେ୤ ମୁଁ ଗର୍ବରେ ଫାଟି ପଡୁଥିଲେ ବି ପଚାରିଲି, ତମେ କେମିତି ଜାଣିଲ? ସେ କହିଲା, କେବେ ଉପରେ ପଡ଼ି କାହା ସହିତ କଥା ହେବାର ମୁଁ ଦେଖିନି୤ ଅନ୍ୟ ଲୋକମାନେ କଣେଇ କଣେଇ କିମ୍ବା ନିର୍ଲଜଙ୍କ ଭଳି ଚାହିଁବେ, ତମ ସ୍ବାମୀ ସେମିତି ନୁହନ୍ତି୤ ମୋ ସ୍ବାମୀଙ୍କ ପ୍ରଶଂସା ଶୁଣି ମୁଁ ଖୁସି ହେଉଥିଲି, ଏଇ ସମୟରେ ସନ୍ଧ୍ୟାରେ ଘଟିଥିବା କଥା କହିଲି୤ ବିନି ହସିଦେଇ କହିଲା, ତୋ ସ୍ବାମୀ ଏ ବିଷୟରେ କିଛି ଜାଣିନଥିବେ୤ ସିଏ ସରଳ ଲୋକ୤ ଆମର ଇଏ ହେଇଛନ୍ତି କି? ଏଇ କଥା ଶୁଣି ପଚାରିଦେଲି, ମାନେ? ଇୟେ ମାନେ, ତୋ ସ୍ବାମୀ କଣ ଜାଣିଛନ୍ତି ସ୍ବାପିଂ ବିଷୟରେ? ସେ ଫେଁ କିନା ହସିଦେଇ କହିଲା, କୋଉ ଯୁଗରେ ଅଛ ତମେ? ସତୀ ପତିବ୍ରତା ନାରୀ ହେଇ ବଞ୍ଚିଛ୤ ଲୋକ ଲାଇଫକୁ କେତେ ଏଞ୍ଜୟ୍ କରୁଛନ୍ତି ତାମେ ଜାଣିନ?

ମୁଁ କିଛି ବୁଝିପାରିଲିନି୤ ଭଲକରି ବୁଝେଇ ଦେ କହିବା ପରେ ସେ କହିଲା, ସ୍ବାପିଂ କୋଉଠି ହଉନି କହିଲ? ତମ ସହରରେ ବି ଅନେକ କପଲ୍ ଅଛନ୍ତି ଯେଉଁମାନେ ସ୍ବାପିଂ କରୁଛନ୍ତି୤ ଇୟେ ଗୋଟେ ସିମ୍ପଲ୍ କଥା୤ ସବୁଦିନ ଜଣେ ଲୋକ ସହ ସେକ୍ସ୍ କରୁଛ, ଦିନେ ଆଉ କିଏ କରିଦେଲା୤ ବାସ୍ ମଜା ଆସିବା ଦରକାର୤ ଯେମ୍ଇତି ସବୁଦିନ ସେଇ ଏକା ଏକା ଖାଦ୍ୟ ଖାଇଲେ ବିରକ୍ତ ଲାଗେନି? ଠିକ୍ ସେମିତି୤ ମାନେ ମୋତେ ତମ ପ୍ଲେଟରେ ଥିବା ବିରିୟାନି ପସନ୍ଦ ହେଉଛି ମୋତେ ଦେଇଦିଅ, ତମେ ମୋ ପ୍ଲେଟରେ ଥିବା ଚାଉମିନ୍ ଖାଇଦିଅ୤ ଆଉ ଏଇ ସେକ୍ସ୍ ଜିନିଷଟା କିଛି କ୍ଷତି ତ କରୁନି ନା୤ ଦେହରେ ଖଣ୍ଡେ ପଳଉଛି କି? ବାହାଘର ପୂର୍ବରୁ କଣ କେବେ ସେକ୍ସ୍ କରିନଥିଲ? ତ, ବାହାଘର ପରେ ଏମିତି କଣ ହେଇଗଲା ଯେ ଗୋଟେ ଖୁଣ୍ଟିରେ ବନ୍ଧା ହେଇ ରହିବ?

ବିନିର କଥା ମୋତେ କେମିତି କେମିତି ଲାଗୁଥିଲା୤ ହଜମ ହେଉନଥିଲା ଯେ ସ୍ବାମୀ ଥାଉ ଥାଉ ଅନ୍ୟ ଲୋକ ଶ ସେକ୍ସ୍ କରିବ କାହିଁକି? ସେ କହିଲା, ଦେଖ ବିବାହର ପାଞ୍ଚବର୍ଷ କି ଦଶବର୍ଷ ପରେ ନିଶ୍ଚୟ ଗୋଟେ ସମୟ ଆସିବ ଯେତେବେଳେ ସେକ୍ସ୍ କରିବାକୁ ଆଉ ମନ କରିବ୍ ନାହିଁ୤ ସେଥିପାଇଁ ଅନେକ କାରଣ ଅଛି୤ ଏକ ତ ଲାଇଫର୍ ଷ୍ଟ୍ରେସ୍ ଆଉ କାମରେ ବ୍ୟସ୍ତ ରହିବା ହେତୁ ପୁରୁଷ ଲୋକ ସେକ୍ସ୍ କରିବାକୁ ଆଉ ଏତେ ମହତ୍ବ ଦେବେ ନାହିଁ୤ ତେଣୁ ସେଇ ସମୟରେ ଜୀବନକୁ ରଙ୍ଗୀନ କରିବାଉ ହେଲେ ସେମାନଙ୍କୁ ନୁଆ ନୁଆ ମାଲ୍ ଯୋଗାଇବାକୁ ପଡ଼ିବ୤ ଯୋଉ ପୁରୁଷମାନେ ପାରୁଛନ୍ତି ସେମାନେ ଘର ବାହାରେ ସେଟିଂ କରି ସେକ୍ସ୍ କରୁଛନ୍ତି ଆଉ ମଜା ନେଉଛନ୍ତି୤ ହେଲେ ସ୍ତ୍ରୀମାନେ? ସେମାନେ କଣ ପାପ କରିଛନ୍ତି? ସେଥିପାଇଁ ସ୍ବାପିଂ ହେଉଛି ସବୁଠୁ ଭଲ ଉପାୟ୤

ଏକା ଏକା ସେକ୍ସ୍ କରିବା ଅନ୍ୟାୟ ବା ପାପ ବୋଲି କହି ପାରିବ୤ ହେଲେ ସ୍ବାପିଂ ରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ମଜା ମିଳୁଛି, ତ ପାପ କାହିଁକି ହେବ୤ ସ୍ବାମୀ ବି ନୁଆ ସଥିଟିଏ ପାଇବ ଆଉ ସ୍ତ୍ରୀ ମଧ୍ୟ୤ ଉଭୟ ଏଞ୍ଜୟ୍ କରିବେ୤ ଏହାଦ୍ବାରା ପ୍ରାଇଭେସି ବି ଭଲ ରହିବ୤ ଆଉ ପରସ୍ପର ବୁଝାମଣା ବି୤ ଜାଣିଛ, ଏହା କରିବା ଦ୍ବାରା ଆନେକ ସ୍ବାମୀସ୍ତ୍ରୀ କହନ୍ତି ସେମାନେ ବହୁତ ଖୁସି ଅଛନ୍ତି୤

ଆଗରୁ ଲୋକମାନେ ବେଶ୍ୟା ମାନଙ୍କ ପାଖକୁ ଯାଉଥିଲେ, କିମ୍ବା ଲୁଚାଚୋରାରେ ସେକ୍ସ୍ କରୁଥିଲେ୤ ସେତେବେଳେ ସେସବୁ ଖରାପ ହିଁ ଥିଲା୤ ଏବେ କିନ୍ତୁ ସ୍ବାପିଂରେ ବହୁତ କିଛି ଜାଣିବା ପରେ କରାଯାଏ୤ ମାନେ ଉଭୟ ଦମ୍ପତ୍ତି ପରସ୍ପରକୁ ଚିହ୍ନିବା, କଥାବାର୍ତ୍ତା ଏବା, ଆଉ ଯଦି ଲାଗିବ ଯେ ହଁ ସେମାନେ ପରସ୍ପର ସହ କମ୍ଫର୍ଟ୍ ଫିଲ୍ କରୁଛନ୍ତି ତା ହେଲେ ଆଗକୁ ବଢ଼ିବେ୤ ଏଥିରେ ଅସୁବିଧା କିଛି ନାହିଁ, ପାପ ବୋଧ ଆଦୌ ନାହିଁ୤ 

ବିନିର କଥା ଶୁଣି କହିଲି, ତମେ ବହୁତ କିଛି ଜାଣିଛ ଏ ବିଷୟରେ୤ ବିନି କହିଲା, ବଡ଼ ସୋସାଇଟିରେ ଏ ସବୁ ତ ହୁଏ୤ ତେଣୁ ଏ ବିଷୟରେ ଜାଣିଛି୤ ମୁଁ ତ ଭାବୁଥିଲି ତମେ ବି ଜାଣିଥିବ ବୋଲି୤ ମୁଁ କହିଲି, ନା ଏ ବିଷୟରେ ମୁଁ ଆଗରୁ ଶୁଣିଥିଲି ସତ କିନ୍ତୁ ଏ ସବୁ ସତରେ ହୁଏ ବିଲି କେବେ ଜାଣିନଥିଲି୤ ବିନି କହିଲା, ଏ ସବୁ ହୁଏ ବୋଲି ଜାଣିବ କେମିତି, ଏ ସବୁ ତ ସିକ୍ରେଟ୍୤ କିଏ କଣ କହିବ କି ଯେ ସେ  ଏ ସବୁ କରୁଛି ବୋଲି? ଆମ ସମାଜକୁ ଜାଣିନ କି? ସମସ୍ତେ କରୁଛନ୍ତି ମାତ୍ର କେହି କାହାକୁ କହୁନାହାନ୍ତି୤ ମୁଁ ଆଶ୍ଚର୍ଯ୍ୟ ହେଉଥିଲି ଆଉ ପଚାରିଲି, ତମେ ବି କରିଛ? ବିନି ତୁରନ୍ତ କହିଲା ହଁ୤ ଆମେ ଯୋଉ ବାରମ୍ବାର ପୁରୀ କୋଣାର୍କ ବୁଲୁଯାଉଛି ସେ ସବୁ କାହିଁକି? ତମେ ତ ଫେସବୁକରେ ଫଟୋ ଦେଖିଥିବ ଆମେ କେବଳ ଦମ୍ପତି ହିଁ ସେ ସବୁ ଜାଗାକୁ ବୁଲି ଯାଉ୤ ସାଥିରେ ପିଲାମାନେ ନଥାନ୍ତି୤ ସେମାନଙ୍କ ପାଠପଢ଼ା ଅଛି ବୋଲି ଘରେ ଛାଡ଼ିଦେଇ ଯାଉ ବୋଲି ଲେଖାହୁଏ, କିନ୍ତୁ ସେମାନଙ୍କୁ ସଥିରେ ନେଇ ଗଲେ କଣ ଏ ସବୁ କରିହେବ?

ମୋତେ ଭାରି ଇଚ୍ଛା ହେଉଥିଲା ଜାଣିବା ପାଇଁ ଏ ସବୁ କେମିତି ହୁଏ୤ ବିନିକୁ ପଚାରିବାକୁ ଲାଜ ଲାଗୁଥିଲା୤ କିନ୍ତୁ ଲାଜ୍ କରିଲେ ମନରେ ଅନେକ ପ୍ରଶ୍ନ ରହିଯିବ୤ ତେଣୁ ପଚାରିଦେଲି୤ ଏ ସବୁ କେମିତି ହୁଏ? ତମେ କେମିତି ଏ ସବୁ କରିଲ? ମାନେ କେମିତି ଏଇ ବିଷୟରେ ଜାଣିଲ ଆଉ କରିଲ?


Part 1 (READING NOW) | Part 2 | Part 3 | Part 4

Comments