କାଲି ସକାଳୁ ସକାଳୁ ଉଠିଲେ ସ୍ବାଧୀନତା ଦିବସ ପାଳନ କରିବାକୁ ଯିବା ପିଲାମାନଙ୍କୁ ଏଭଳି କହିଦେଇ ସୁଲେଖା ଶୋଇଦେଲେ ମୁଁ ବସି ସେତେବେଳେ ଟିଭି ଦେଖୁଥାଏ ସମୟ ବେଶୀ ନୁହଁ ଏଇ ଦଶଟା ପାଖାପାଖି ହେବ ଘର କାମ ସାରିଦେଇ ସୁଲେଖା କିଛି ସମୟ ଫ୍ରେସ୍ ହେବାପାଇଁ ନେବାପରେ ଆସି ପାଖରେ ବସିଲେ ଆଜିକାଲି ସେ ଭାରି ବ୍ୟସ୍ତ ପିଲାଙ୍କ ପାଠପଢ଼ାର ସମସ୍ତ ଦାୟିତ୍ବ ତାଙ୍କ ଉପରେ ଘରର ସମସ୍ତ କାମ ସହ ପିଲାଙ୍କ କାମ, ବୋଝ ବଢ଼ି ଯାଇଛି
ପାଖରେ ବସି ଟିଭି ଦେଖୁଥିବା ବେଳେ ମୁଁ ତାଙ୍କ ହାତକୁ ନିଜ ହାତରେ ଧରି ଧିରେ ଧିରେ ଚିପି ଦେବା ବେଳେ ସେ କହୁଥିଲେ, ଥାଉ ତମେ ହାଲିଆ ହେଇ ଆସିଛ ମୁଁ କହିଲି, ଆରେ ତମେ ଏବେ ହାଲିଆ ହେଇ ଆସିଛ ବସ ସେ ବସିଗଲା ପରେ ତାଙ୍କ ହାତକୁ ମୋଡ଼ାମୋଡ଼ି କରିଦେବାପରେ ସେ ମୋ କୋଳରେ ମୁଣ୍ଡ ରଖି ଶୋଇଗଲେ ପିଠି ଆଉ ବେକକୁ ବି ଧିରେ ଧିରେ ମସାଜ୍ ଦେବାପରେ ସେ ନିଘୋଡ଼ ନିଦରେ ଶୋଇଗଲେ ଏଇ ସମୟରେ ଫୋନ୍ ବାଜିଲା ଏତେ ରାତିରେ କିଏ କାହିଁକି ଫୋନ୍ କରିବ? ଫୋନ୍ ଉଠେଇ ଦେଖିବା ବେଳକୁ ଶାଶୁ ଫୋନ କରିଥାନ୍ତି ପିଲାମାନେ ଖିଆପିଆ କଲେ ନା ନାହିଁ କଣ ସବୁ କରୁଛ ଏଇ ସବୁ ବିଷୟ ବୁଝିବାପାଇଁ ଫୋନ୍ କରିଥିଲେ ଆଜି ଆମେ ସବୁ ଶୀଘ୍ର ଶୋଇଯିବା ବେଳକୁ ନିତିଦିନିଆ ଲେଟ୍ ନାଇଟ୍ ଫୋନ୍ ଆସିଥିଲା
ଫୋନ୍ କଥ ହେବା ବେଳେ ସୁଲେଖା ନିଦ ଭାଙ୍ଗି ଉଠି ବସିଲେ ମୋ ହାତରୁ ଫୋନ୍ ନେଇ ଗପ ଆରମ୍ଭ କରିଦେଲେ ମୁଁ ଟିଭିରେ ଧ୍ୟାନ ଦେଲି ସୁଲେଖା ତେଣେ ବୁଲି ବୁଲି ଗପୁଥାନ୍ତି ଶାନ୍ତିରେ ଶୋଇଥିବା ଲୋକଟାର ନିଦ ଭାଙ୍ଗିଗଲା ବୋଲି ମନେ ମନେ ବିରକ୍ତ ହେଉଥାଏ ଅବଶ୍ୟ ଅନ୍ୟଦିନ ଭଳି ଆଜି ବେଶୀ ସମୟ ଗପସପ ଚାଲିଲାନି ଫୋନ୍ ସରିବାପରେ ସୁଲେଖା ଆସି ମୋ ପାଖରେ ପୂର୍ବଭଳି ଗଡ଼ି ପଡ଼ିଲେ ଆଉ କହିଲେ, ତମେ ଏମିତି ସ୍ନେହରେ ଆଉଁସି ଦେଲେ ନିଦ ହେଇଯାଉଛି
ସେତେବେଳେ ମୁଁ ଟିଭିରେ ଲେଟ୍ ନାଇଟ୍ ସୋ ଲଗେଇ ଦେଇଥାଏ ମୋତେ ବେଳେ ବେଳେ ହିଁ ଏମିତି ସୁଯୋଗ ମିଳେ ସୁଲେଖା ମୋ କୋଳରେ ଶୋଇ ଶୋଇ ଟିଭି ଦେଖୁଥାନ୍ତି ମୁଁ ଟ୍ରିପଲ୍ ଏକ୍ସ୍ ସାଇଟ୍ ଖୋଲିଦେଇ ସର୍ଚ୍ଚ୍ କରୁଥାଏ ସୁଲେଖା କହିଲେ, ଅନେକ ଦିନ ହୋଇଗଲା ବାହାରକୁ ଆଉ ଯାଇନେ ନା? ମୁଁ କହିଲି, କରୋନା ନଥିଲେ, ଯାଇଥାନ୍ତେ? ସୁଲେଖା କହିଲେ, କରୋନା ଆସିଲା ଯେ ଜୀବନଟା ପୁରା ଜଞ୍ଜାଳମୟ କରିଦେଲା ମୁଁ କହିଲି, ଏବେ ତ ଆଉ ବେଶୀ ରେଷ୍ଟ୍ରିକ୍ସନ ନାହିଁ, ଯିବାକି ପୁରୀ ବୁଲି ଆସିବା ସୁଲେଖା କିଛି ସମୟ ଭାବିବା ପରେ ପଚାରିଲେ, ସବୁ ସେଫ୍ ନା? ମୁଁ କହିଲି, ଭଲ ହୋଟେଲ୍ ଦେଖି ରହିବା ଯୋଉଠି ସେଫ୍ଟି ଥିବ ସୁଲେଖା କହିଲା, ଏବେ କେହି ମିଳିବେ କି? ମୁଁ କହିଲି, କାଲି ଦେଖିବା ଏବେ ଟିଭି ଦେଖ, ମସ୍ତ ସିନ୍ ସବୁ ଆସୁଛି ସୁଲେଖା କହିଲେ, ତମକୁ ସବୁବେଳେ ଏଇ ଫରେନ୍ ଝିଅଙ୍କ ସେକ୍ସ୍ ସିନ୍ ଦେଖିବାକୁ ମନ ନାହିଁ କି? ମୁଁ କହିଲି, ଆମର ଇଆଡ଼େ ଝିଅମାନେ ଏମିତି ସିନ୍ ଦିଅନ୍ତି ନାହିଁ ଆଉ ଯୋଉ ସବୁ ଗୁଡ଼ାକ ଆସନ୍ତି ସେ ସବୁଗୁଡ଼ାକୁ ଦେଖିବାକୁ ମନ ହୁଏନି
ଟିଭିରେ ବ୍ଲୁ ଫିଲ୍ମ୍ ସିନ୍ ଦେଖୁ ଦେଖୁ ସୁଲେଖାର ଦେହକୁ ଆଉଁସି ଦେଲି, ଆଉ ଆଜି ମଉକା ବି ଥିଲା ପିଲାମାନେ ଶୋଇଯାଇଥିଲେ ସେଇ ବୈଠକରେ ହିଁ ଆମେ ଟିଭିର ସାଉଣ୍ଡ୍ କମ କରିଦେଇ, ଭଲ ଖେଳ କରିଦେଲୁ ସୁଲେଖା ସହିତ ଅନେକ ଦିନ ହେଲା ସେକ୍ସ୍ ହୋଇନଥିଲା, ତେଣୁ ଆଜି ଭାରି ଭଲ ଲାଗୁଥିଲା ଆମର କ୍ରୀଡ଼ା ସମାପନ ହେବା ବେଳକୁ ବେଳକୁ ରାତି ଗୋଟାଏ ହେଲାଣି ଶୀଘ୍ର ଶୋଇଲେ ସକାଳୁ ଅଫିସ୍ ଯିବାକୁ ପଡ଼ିବ ଅନ୍ୟଦିନେ ଦଶଟାରେ ଅଫିସ୍, ହେଲେ ଆଜି ସକାଳ ସାତଟାରେ ଅଫିସ ଯିବାକୁ ନୋଟିସ୍ ଆସିଛି
ସକାଳୁ ଶୀଘ୍ର ନିଦ ଭାଙ୍ଗିଗଲା ପିଲାଏ ଶୋଇଛନ୍ତି ସେମାନଙ୍କ ସ୍କୁଲ୍ ନାହିଁ ତେଣୁ ସେମାନେ ଶୋଇଥାନ୍ତୁ ସୁଲେଖାକୁ ଉଠେଇଲି ସେ ଉଠି ତରତର ହୋଇ ଚା ଦୁଇକପ୍ କରି ନେଇ ଆସିଲା ମୁଁ ଅଫିସ୍ ପାଇଁ ରେଡ଼ି ହୋଇଗଲି ଚା ପିଇବା ପରେ ଅଫିସ୍ ପାଇଁ ବାହାରିଲି ସୁଲେଖା ମୋତେ ମନେ ପକାଇଦେଲେ, ପୁରୀ ଯିବା କଥା ମନେ ଅଛି ତ? ମୁଁ କହିଲି, ଦେଖୁଛି ଯଦି ଆଊ କେହି ମିଶିବେ ବାହାରିବେ
ଅଫିସରେ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମୋବାଈଲରେ ଖୋଜୁଥିଲି, ପୁରୀ ଯିବାପାଇଁ ଆଉ କେହି ସାଥୀ ମିଳିବେ କି?
ଗତବର୍ଷ କରୋନାର ପ୍ରଥମ ଲହରୀ ଆସିବା ଠିକ୍ ପୂର୍ବରୁ ଆମ ଜୀବନରେ ଏକ ଅନନ୍ୟ ଲହରୀ ଆସିଥିଲା ସେଇଟା ଥିଲା ସ୍ତ୍ରୀ ଅଦଳାବଦଳି ଅନଲାଇନ୍ ଏଇ ବିଷୟରେ ପଢିବା ଆଉ ଶୁଣିବା ପରେ ସୁଲେଖା ଆଊ ମୁଁ ଏଇ ବିଷୟକୁ ନେଇ ଗବେଷଣା କରିଥିଲୁ ଆଉ ଆମକୁ ବେଶୀ ଦିନ ଲାଗିନଥିଲା ଓଡିଶାରେ ଏଇ ସବୁ ହୁଏ ବୋଲି ଆମେ ଜାଣିନଥିଲୁ ହେଲେ ଆମ ସହ ଅନେକ ଦମ୍ପତ୍ତି ମିଶିଥିଲେ ବାସ୍, ସେମାନଙ୍କ ସହ କଥା ହେଉ ହେଉ ଆମେ ପ୍ରଥମ ଥର ପାଇଁ ଏଇ ଅଦଳାବଦଳିର ସ୍ବାଦ ନେଇଥିଲୁ ସେଇଟା ହୋଇଥିଲା ପୁରୀରେ
ଭୁବନେଶ୍ବରରୁ ହିଁ ଆଉ ଗୋଟିଏ ଦମ୍ପତ୍ତି ଆମ ସହ ମିଶି ପୁରୀ ଯାଇଥିଲେ ସେଠାରେ ହୋଟେଲ୍ ରେ ରହିବା ଭିତରେ ରାତିରେ ଆମ ପତ୍ନୀମାନେ ରୁମ୍ ବଦଳାଇ ଥିଲେ ସେଇଟା ଥିଲା ଆମ ପାଇଁ ଏକ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନର ମଉକା ତା ପରେ ଅନେକ କିଛି ବଦଳି ଗଲା ସୁଲେଖା ଅନେକ ସମୟ ସେକ୍ସରେ ମନ ଦେଉନଥିଲେ କିନ୍ତୁ ଏହି ଘଟଣା ପରେ ସେ ସେକ୍ସ୍ କରିବା ବେଳେ ଅଧିକ ଉତ୍ସାହର ସହ ସେକ୍ସ୍ କରିବାକୁ ମନ କରିଲେ ମୋତେ ବି ଭାରି ଭଲ ଲାଗୁଥିଲା ଧିରେ ଧିରେ ଆଉ ଦୁଇଜଣ ଦମ୍ପତ୍ତିଙ୍କ ସହ ଆମେ ମିଶିଲୁ ପୁରୀରେ ହିଁ ସବୁକିଛି ଭାରି ସହଜ ଥିଲା ଯେଉଁଦିନ ଯିବା ଯୋଜନା ହେଉଥିଲା, ସେହିଦିନ ପାଇଁ ହୋଟେଲ୍ ବୁକ୍ କରାଯାଉଥିଲା ଆମେ ପୁରୀରେ ସନ୍ଧ୍ୟାରେ ପହଞ୍ଚିବା ପରେ ଡିନର୍ ଏକାଠି କରିବା କାର୍ଯ୍ୟକ୍ରମ ହେଉଥିଲା ଆଉ ରାତିରେ ଶୋଇବା ବେଳକୁ ପତ୍ନୀମାନେ ଅଲଗା ରୁମକୁ ଚାଲି ଯାଉଥିଲେ କାହାର ସନ୍ଦେହ ହେବାର ସୁଯୋଗ ବି ନଥାଏ ଦୁର୍ଭାଗ୍ୟର ବିଷୟ ଫେବୃଆରୀ ମାସ ବେଳକୁ ଶୀତଦିନ ଛାଡ଼ି ଆସୁଥିଲା ଆଉ ଆମେ ନୁଆ ନୁଆ ସ୍ବାପିଂର ମଜା ନେଉଥିଲା ବେଳକୁ ହଠାତ୍ କରୋନା ଆସିଛି ବୋଲି ଜଣାପଡ଼ିଲା ଆଉ ତା ପରେ ସବୁ ବନ୍ଦ
ଦେଖୁ ଦେଖୁ ସାତ ଆଠ ମାସ ଘରେ ବନ୍ଦୀ ହୋଇଗଲୁ ଯେଉଁ ମଜାଟି ପାଇଥିଲୁ, ତାହାର ଅଧିକ ସ୍ବାଦ ପାଇ ପାରିଲୁ ନାହିଁ ଏଣେ ଘରେ ପିଲାଏ ରହିଲେ, ଦିନ ନାହିଁ ରାତି ନାହିଁ, ସେମାନେ ଶୋଇଲେ ନାହିଁ କି ଆମକୁ ଟିକେ ବି ଫ୍ରିଡମ୍ ମିଳିଲା ନାହିଁ
ଅକ୍ଟୋବର ମାସ ହେଉ ହେଉ ଧିରେ ଧିରେ ଲକ୍ ଡାଉନ୍ ଅଳ୍ପ କୋହଳ ହେଲା, କିନ୍ତୁ ସେତେବେଳକୁ କେହି ମିଳିଲେନି ଯେଉଁମାନଙ୍କ ସହ ଆମେ ପୁରୀ ଯାଇଥିଲୁ, ସେମାନେ ସମସ୍ତେ ଭୟରେ ବାହାରିବାକୁ ମନା କରିଦେଲେ ଶୀତଦିନ ପୁରା ଚାଲିଗଲା ପୁଣି ଜାନୁଆରୀ ବେଳକୁ ଆଉଥରେ ଅନ୍ୟମାନଙ୍କ ଫୋନ୍ ଆସିବା ଆରମ୍ଭ ହୋଇଗଲା ଆଉ ଆମେ ପୁରୀ ଯାଇଥିଲୁ ଜାନୁଆରୀ ମାସରେ ଦୁଇଥର ପୁରୀ ଗସ୍ତ ହେଲା ସୁଲେଖା ଭାରି ଖୁସି ଥିଲେ ଆମେ ମନଖୋଲି ଦିନଗୁଡ଼ିକୁ ଉପଭୋଗ କରିଥିଲୁ କିନ୍ତୁ ପୁଣୀଥରେ ଫେବୃଆରୀ ଆସୁ ଆସୁ ଆଉଥରେ ଲକ୍ ଡାଉନ୍ ଳାଗିଗଲା
ଏବେ ଅଗଷ୍ଟ ହେଲାଣି ମିଶିବା କଥା କହିଲେ, ଅନେକେ ଡର ରହୁଛି ପୁଣି ପୁରୀରେ ସପ୍ତାହାନ୍ତ ଲକଡାଉନ୍ ଚାଲିଛି ତେଣୁ ସପ୍ତାହ ମଝିରେ ଅଫିସ ଛାଡ଼ି କେହି ଯିବାକୁ ମନ କରୁନାହାନ୍ତି ଫୋନରେ ଖୋଜୁଥିବା ବେଳେ ଆମକୁ ମିଳିଲେ ଗୋଟିଏ ଦମ୍ପତ୍ତି ସେମାନଙ୍କ ସହ ମେସେଜିଂ କରିବାପରେ ସେମାନେ ମିଶିବା ପାଇଁ ରାଜି ହେଲେ ଫଟୋ ପଠାନ୍ତୁ ବୋଲି କହିବା ପରେ ସେମାନେ ନିଜ ଫଟୋ ସେୟାର୍ କରିଥିଲେ ତାଙ୍କ ଫଟୋ ଦେଖି ମନ ଖୁସି ହୋଇଗଲା ଅଫିସ କାର୍ଯ୍ୟକ୍ରମ ସାରିଦେଇ ଶୀଘ୍ର ଘରକୁ ଯାଈ ଫଟୋ ସୁଲେଖାକୁ ଦେଖାଇବାକୁ ଚାହୁଁଥିଲି
Sex chat, phone sex kimba real sex Pain mail me on jena87141@gmail.com everything is fully secret
ReplyDeleteYour number please
ReplyDelete