lockdown re swapping ra majaa - 1

 କାଲି ସକାଳୁ ସକାଳୁ ଉଠିଲେ ସ୍ବାଧୀନତା ଦିବସ ପାଳନ କରିବାକୁ ଯିବା୤ ପିଲାମାନଙ୍କୁ ଏଭଳି କହିଦେଇ ସୁଲେଖା ଶୋଇଦେଲେ୤ ମୁଁ ବସି ସେତେବେଳେ ଟିଭି ଦେଖୁଥାଏ୤ ସମୟ ବେଶୀ ନୁହଁ ଏଇ ଦଶଟା ପାଖାପାଖି ହେବ୤ ଘର କାମ ସାରିଦେଇ ସୁଲେଖା କିଛି ସମୟ ଫ୍ରେସ୍ ହେବାପାଇଁ ନେବାପରେ ଆସି ପାଖରେ ବସିଲେ୤ ଆଜିକାଲି ସେ ଭାରି ବ୍ୟସ୍ତ୤ ପିଲାଙ୍କ ପାଠପଢ଼ାର ସମସ୍ତ ଦାୟିତ୍ବ ତାଙ୍କ ଉପରେ୤ ଘରର ସମସ୍ତ କାମ ସହ ପିଲାଙ୍କ କାମ, ବୋଝ ବଢ଼ି ଯାଇଛି୤

ପାଖରେ ବସି ଟିଭି ଦେଖୁଥିବା ବେଳେ ମୁଁ ତାଙ୍କ ହାତକୁ ନିଜ ହାତରେ ଧରି ଧିରେ ଧିରେ ଚିପି ଦେବା ବେଳେ ସେ କହୁଥିଲେ, ଥାଉ ତମେ ହାଲିଆ ହେଇ ଆସିଛ୤ ମୁଁ କହିଲି, ଆରେ ତମେ ଏବେ ହାଲିଆ ହେଇ ଆସିଛ୤ ବସ୤ ସେ ବସିଗଲା ପରେ ତାଙ୍କ ହାତକୁ ମୋଡ଼ାମୋଡ଼ି କରିଦେବାପରେ ସେ ମୋ କୋଳରେ ମୁଣ୍ଡ ରଖି ଶୋଇଗଲେ୤ ପିଠି ଆଉ ବେକକୁ ବି ଧିରେ ଧିରେ ମସାଜ୍ ଦେବାପରେ ସେ ନିଘୋଡ଼ ନିଦରେ ଶୋଇଗଲେ୤ ଏଇ ସମୟରେ ଫୋନ୍ ବାଜିଲା୤ ଏତେ ରାତିରେ କିଏ କାହିଁକି ଫୋନ୍ କରିବ? ଫୋନ୍ ଉଠେଇ ଦେଖିବା ବେଳକୁ ଶାଶୁ ଫୋନ କରିଥାନ୍ତି୤ ପିଲାମାନେ ଖିଆପିଆ କଲେ ନା ନାହିଁ୤ କଣ ସବୁ କରୁଛ ଏଇ ସବୁ ବିଷୟ ବୁଝିବାପାଇଁ ଫୋନ୍ କରିଥିଲେ୤ ଆଜି ଆମେ ସବୁ ଶୀଘ୍ର ଶୋଇଯିବା ବେଳକୁ ନିତିଦିନିଆ ଲେଟ୍ ନାଇଟ୍ ଫୋନ୍ ଆସିଥିଲା୤ 

ଫୋନ୍ କଥ ହେବା ବେଳେ ସୁଲେଖା ନିଦ ଭାଙ୍ଗି ଉଠି ବସିଲେ୤ ମୋ ହାତରୁ ଫୋନ୍ ନେଇ ଗପ ଆରମ୍ଭ କରିଦେଲେ୤ ମୁଁ ଟିଭିରେ ଧ୍ୟାନ ଦେଲି୤ ସୁଲେଖା ତେଣେ ବୁଲି ବୁଲି ଗପୁଥାନ୍ତି୤ ଶାନ୍ତିରେ ଶୋଇଥିବା ଲୋକଟାର ନିଦ ଭାଙ୍ଗିଗଲା ବୋଲି ମନେ ମନେ ବିରକ୍ତ ହେଉଥାଏ୤ ଅବଶ୍ୟ ଅନ୍ୟଦିନ ଭଳି ଆଜି ବେଶୀ ସମୟ ଗପସପ ଚାଲିଲାନି୤ ଫୋନ୍ ସରିବାପରେ ସୁଲେଖା ଆସି ମୋ ପାଖରେ ପୂର୍ବଭଳି ଗଡ଼ି ପଡ଼ିଲେ ଆଉ କହିଲେ, ତମେ ଏମିତି ସ୍ନେହରେ ଆଉଁସି ଦେଲେ ନିଦ ହେଇଯାଉଛି୤

ସେତେବେଳେ ମୁଁ ଟିଭିରେ ଲେଟ୍ ନାଇଟ୍ ସୋ ଲଗେଇ ଦେଇଥାଏ୤ ମୋତେ ବେଳେ ବେଳେ ହିଁ ଏମିତି ସୁଯୋଗ ମିଳେ୤ ସୁଲେଖା ମୋ କୋଳରେ ଶୋଇ ଶୋଇ ଟିଭି ଦେଖୁଥାନ୍ତି୤ ମୁଁ ଟ୍ରିପଲ୍ ଏକ୍ସ୍ ସାଇଟ୍ ଖୋଲିଦେଇ ସର୍ଚ୍ଚ୍ କରୁଥାଏ୤ ସୁଲେଖା କହିଲେ, ଅନେକ ଦିନ ହୋଇଗଲା ବାହାରକୁ ଆଉ ଯାଇନେ ନା? ମୁଁ କହିଲି, କରୋନା ନଥିଲେ, ଯାଇଥାନ୍ତେ? ସୁଲେଖା କହିଲେ, କରୋନା ଆସିଲା ଯେ ଜୀବନଟା ପୁରା ଜଞ୍ଜାଳମୟ କରିଦେଲା୤ ମୁଁ କହିଲି, ଏବେ ତ ଆଉ ବେଶୀ ରେଷ୍ଟ୍ରିକ୍ସନ ନାହିଁ, ଯିବାକି ପୁରୀ ବୁଲି ଆସିବା୤ ସୁଲେଖା କିଛି ସମୟ ଭାବିବା ପରେ ପଚାରିଲେ, ସବୁ ସେଫ୍ ନା? ମୁଁ କହିଲି, ଭଲ ହୋଟେଲ୍ ଦେଖି ରହିବା୤ ଯୋଉଠି ସେଫ୍‌ଟି ଥିବ୤ ସୁଲେଖା କହିଲା, ଏବେ କେହି ମିଳିବେ କି? ମୁଁ କହିଲି, କାଲି ଦେଖିବା୤ ଏବେ ଟିଭି ଦେଖ, ମସ୍ତ ସିନ୍ ସବୁ ଆସୁଛି୤ ସୁଲେଖା କହିଲେ, ତମକୁ ସବୁବେଳେ ଏଇ ଫରେନ୍ ଝିଅଙ୍କ ସେକ୍ସ୍ ସିନ୍ ଦେଖିବାକୁ ମନ ନାହିଁ କି? ମୁଁ କହିଲି, ଆମର ଇଆଡ଼େ ଝିଅମାନେ ଏମିତି ସିନ୍ ଦିଅନ୍ତି ନାହିଁ୤ ଆଉ ଯୋଉ ସବୁ ଗୁଡ଼ାକ ଆସନ୍ତି ସେ ସବୁଗୁଡ଼ାକୁ ଦେଖିବାକୁ ମନ ହୁଏନି୤

ଟିଭିରେ ବ୍ଲୁ ଫିଲ୍ମ୍ ସିନ୍ ଦେଖୁ ଦେଖୁ ସୁଲେଖାର ଦେହକୁ ଆଉଁସି ଦେଲି, ଆଉ ଆଜି ମଉକା ବି ଥିଲା୤ ପିଲାମାନେ ଶୋଇଯାଇଥିଲେ୤ ସେଇ ବୈଠକରେ ହିଁ ଆମେ ଟିଭିର ସାଉଣ୍ଡ୍ କମ କରିଦେଇ, ଭଲ ଖେଳ କରିଦେଲୁ୤ ସୁଲେଖା ସହିତ ଅନେକ ଦିନ ହେଲା ସେକ୍ସ୍ ହୋଇନଥିଲା, ତେଣୁ ଆଜି ଭାରି ଭଲ ଲାଗୁଥିଲା୤ ଆମର କ୍ରୀଡ଼ା ସମାପନ ହେବା ବେଳକୁ ବେଳକୁ ରାତି ଗୋଟାଏ ହେଲାଣି୤ ଶୀଘ୍ର ଶୋଇଲେ ସକାଳୁ ଅଫିସ୍ ଯିବାକୁ ପଡ଼ିବ୤ ଅନ୍ୟଦିନେ ଦଶଟାରେ ଅଫିସ୍, ହେଲେ ଆଜି ସକାଳ ସାତଟାରେ ଅଫିସ ଯିବାକୁ ନୋଟିସ୍ ଆସିଛି୤ 

ସକାଳୁ ଶୀଘ୍ର ନିଦ ଭାଙ୍ଗିଗଲା୤ ପିଲାଏ ଶୋଇଛନ୍ତି ୤ ସେମାନଙ୍କ ସ୍କୁଲ୍ ନାହିଁ୤ ତେଣୁ ସେମାନେ ଶୋଇଥାନ୍ତୁ୤ ସୁଲେଖାକୁ ଉଠେଇଲି୤ ସେ ଉଠି ତରତର ହୋଇ ଚା ଦୁଇକପ୍ କରି ନେଇ ଆସିଲା୤ ମୁଁ ଅଫିସ୍ ପାଇଁ ରେଡ଼ି ହୋଇଗଲି୤ ଚା ପିଇବା ପରେ ଅଫିସ୍ ପାଇଁ ବାହାରିଲି୤ ସୁଲେଖା ମୋତେ ମନେ ପକାଇଦେଲେ, ପୁରୀ ଯିବା କଥା ମନେ ଅଛି ତ? ମୁଁ କହିଲି, ଦେଖୁଛି ଯଦି ଆଊ କେହି ମିଶିବେ ବାହାରିବେ୤

ଅଫିସରେ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମୋବାଈଲରେ ଖୋଜୁଥିଲି, ପୁରୀ ଯିବାପାଇଁ ଆଉ କେହି ସାଥୀ ମିଳିବେ କି?

ଗତବର୍ଷ କରୋନାର ପ୍ରଥମ ଲହରୀ ଆସିବା ଠିକ୍ ପୂର୍ବରୁ ଆମ ଜୀବନରେ ଏକ ଅନନ୍ୟ ଲହରୀ ଆସିଥିଲା୤ ସେଇଟା ଥିଲା ସ୍ତ୍ରୀ ଅଦଳାବଦଳି୤ ଅନଲାଇନ୍ ଏଇ ବିଷୟରେ ପଢିବା ଆଉ ଶୁଣିବା ପରେ ସୁଲେଖା ଆଊ ମୁଁ ଏଇ ବିଷୟକୁ ନେଇ ଗବେଷଣା କରିଥିଲୁ୤ ଆଉ ଆମକୁ ବେଶୀ ଦିନ ଲାଗିନଥିଲା୤ ଓଡିଶାରେ ଏଇ ସବୁ ହୁଏ ବୋଲି ଆମେ ଜାଣିନଥିଲୁ୤ ହେଲେ ଆମ ସହ ଅନେକ ଦମ୍ପତ୍ତି ମିଶିଥିଲେ୤ ବାସ୍, ସେମାନଙ୍କ ସହ କଥା ହେଉ ହେଉ ଆମେ ପ୍ରଥମ ଥର ପାଇଁ ଏଇ ଅଦଳାବଦଳିର ସ୍ବାଦ ନେଇଥିଲୁ୤ ସେଇଟା ହୋଇଥିଲା ପୁରୀରେ୤ 

ଭୁବନେଶ୍ବରରୁ ହିଁ ଆଉ ଗୋଟିଏ ଦମ୍ପତ୍ତି ଆମ ସହ ମିଶି ପୁରୀ ଯାଇଥିଲେ୤ ସେଠାରେ ହୋଟେଲ୍ ରେ ରହିବା ଭିତରେ ରାତିରେ ଆମ ପତ୍ନୀମାନେ ରୁମ୍ ବଦଳାଇ ଥିଲେ୤ ସେଇଟା ଥିଲା ଆମ ପାଇଁ ଏକ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନର ମଉକା୤ ତା ପରେ ଅନେକ କିଛି ବଦଳି ଗଲା୤ ସୁଲେଖା ଅନେକ ସମୟ ସେକ୍ସରେ ମନ ଦେଉନଥିଲେ କିନ୍ତୁ ଏହି ଘଟଣା ପରେ ସେ ସେକ୍ସ୍ କରିବା ବେଳେ ଅଧିକ ଉତ୍ସାହର ସହ ସେକ୍ସ୍ କରିବାକୁ ମନ କରିଲେ୤ ମୋତେ ବି ଭାରି ଭଲ ଲାଗୁଥିଲା୤ ଧିରେ ଧିରେ ଆଉ ଦୁଇଜଣ ଦମ୍ପତ୍ତିଙ୍କ ସହ ଆମେ ମିଶିଲୁ୤ ପୁରୀରେ ହିଁ୤ ସବୁକିଛି ଭାରି ସହଜ ଥିଲା୤ ଯେଉଁଦିନ ଯିବା ଯୋଜନା ହେଉଥିଲା, ସେହିଦିନ ପାଇଁ ହୋଟେଲ୍ ବୁକ୍ କରାଯାଉଥିଲା୤ ଆମେ ପୁରୀରେ ସନ୍ଧ୍ୟାରେ ପହଞ୍ଚିବା ପରେ ଡିନର୍ ଏକାଠି କରିବା କାର୍ଯ୍ୟକ୍ରମ ହେଉଥିଲା୤ ଆଉ ରାତିରେ ଶୋଇବା ବେଳକୁ ପତ୍ନୀମାନେ ଅଲଗା ରୁମକୁ ଚାଲି ଯାଉଥିଲେ୤ କାହାର ସନ୍ଦେହ ହେବାର ସୁଯୋଗ ବି ନଥାଏ୤ ଦୁର୍ଭାଗ୍ୟର ବିଷୟ ଫେବୃଆରୀ ମାସ ବେଳକୁ ଶୀତଦିନ ଛାଡ଼ି ଆସୁଥିଲା ଆଉ ଆମେ ନୁଆ ନୁଆ ସ୍ବାପିଂର ମଜା ନେଉଥିଲା ବେଳକୁ ହଠାତ୍ କରୋନା ଆସିଛି ବୋଲି ଜଣାପଡ଼ିଲା ଆଉ ତା ପରେ ସବୁ ବନ୍ଦ୤

ଦେଖୁ ଦେଖୁ ସାତ ଆଠ ମାସ ଘରେ ବନ୍ଦୀ ହୋଇଗଲୁ୤ ଯେଉଁ ମଜାଟି ପାଇଥିଲୁ, ତାହାର ଅଧିକ ସ୍ବାଦ ପାଇ ପାରିଲୁ ନାହିଁ୤ ଏଣେ ଘରେ ପିଲାଏ ରହିଲେ, ଦିନ ନାହିଁ ରାତି ନାହିଁ, ସେମାନେ ଶୋଇଲେ ନାହିଁ କି ଆମକୁ ଟିକେ ବି ଫ୍ରିଡମ୍ ମିଳିଲା ନାହିଁ୤

ଅକ୍ଟୋବର ମାସ ହେଉ ହେଉ ଧିରେ ଧିରେ ଲକ୍ ଡାଉନ୍ ଅଳ୍ପ କୋହଳ ହେଲା, କିନ୍ତୁ ସେତେବେଳକୁ କେହି ମିଳିଲେନି୤ ଯେଉଁମାନଙ୍କ ସହ ଆମେ ପୁରୀ ଯାଇଥିଲୁ, ସେମାନେ ସମସ୍ତେ ଭୟରେ ବାହାରିବାକୁ ମନା କରିଦେଲେ୤ ଶୀତଦିନ ପୁରା ଚାଲିଗଲା୤ ପୁଣି ଜାନୁଆରୀ ବେଳକୁ ଆଉଥରେ ଅନ୍ୟମାନଙ୍କ ଫୋନ୍ ଆସିବା ଆରମ୍ଭ ହୋଇଗଲା ଆଉ ଆମେ ପୁରୀ ଯାଇଥିଲୁ୤ ଜାନୁଆରୀ ମାସରେ ଦୁଇଥର ପୁରୀ ଗସ୍ତ ହେଲା୤ ସୁଲେଖା ଭାରି ଖୁସି ଥିଲେ୤ ଆମେ ମନଖୋଲି ଦିନଗୁଡ଼ିକୁ ଉପଭୋଗ କରିଥିଲୁ୤ କିନ୍ତୁ ପୁଣୀଥରେ ଫେବୃଆରୀ ଆସୁ ଆସୁ ଆଉଥରେ ଲକ୍ ଡାଉନ୍ ଳାଗିଗଲା୤

ଏବେ ଅଗଷ୍ଟ ହେଲାଣି୤ ମିଶିବା କଥା କହିଲେ, ଅନେକେ ଡର ରହୁଛି୤ ପୁଣି ପୁରୀରେ ସପ୍ତାହାନ୍ତ ଲକଡାଉନ୍ ଚାଲିଛି୤ ତେଣୁ ସପ୍ତାହ ମଝିରେ ଅଫିସ ଛାଡ଼ି କେହି ଯିବାକୁ ମନ କରୁନାହାନ୍ତି୤ ଫୋନରେ ଖୋଜୁଥିବା ବେଳେ ଆମକୁ ମିଳିଲେ ଗୋଟିଏ ଦମ୍ପତ୍ତି୤ ସେମାନଙ୍କ ସହ ମେସେଜିଂ କରିବାପରେ ସେମାନେ ମିଶିବା ପାଇଁ ରାଜି ହେଲେ୤ ଫଟୋ ପଠାନ୍ତୁ ବୋଲି କହିବା ପରେ ସେମାନେ ନିଜ ଫଟୋ ସେୟାର୍ କରିଥିଲେ୤ ତାଙ୍କ ଫଟୋ ଦେଖି ମନ ଖୁସି ହୋଇଗଲା୤ ଅଫିସ କାର୍ଯ୍ୟକ୍ରମ ସାରିଦେଇ ଶୀଘ୍ର ଘରକୁ ଯାଈ ଫଟୋ ସୁଲେଖାକୁ ଦେଖାଇବାକୁ ଚାହୁଁଥିଲି୤

Comments

  1. Sex chat, phone sex kimba real sex Pain mail me on jena87141@gmail.com everything is fully secret

    ReplyDelete

Post a Comment