ପଡୋଶୀ ଆଣ୍ଟି ମୋତେ ପ୍ରଲୁବ୍ଧ କଲେ

ଦେହ ଓ ମନ ର ରସିକିଆ ପାଠକ/ ପାଠିକାଙ୍କୁ ପୁଣି ଥରେ କିଛି ଭେଟି ଦେବାପାଇଁ ମନ ହେଲା। ଅଙ୍ଗେ ଲିଭାଇଥିବା ଘଟଣାଗୁଡିକ ଟିକେ ମସଲା ଦେଇ ପେଶ୍ କରିଦେଲେ ଯଦି ଆପଣମାନଙ୍କ ତାରିଫ୍ ଶୁଣିବାକୁ ମିଳେ ତେବେ ବହୁତ ଖୁସିଲାଗେ। ଚାଲନ୍ତୁ ଆଜି ଆଉ ଗୋଟେ ନୂତନ ଅଭିଜ୍ଞତାକୁ ଆପଣମାନଙ୍କୁ ଶୁଣେଇବା। ସେତେବେଳେ ମୋର କଲେଜରେ ଗ୍ରାଜୁଏସନ୍ ଚାଲିଥାଏ। ଏମିତିରେ ମୋର କେହି ଗାର୍ଲଫ୍ରେଣ୍ଡ ନ ଥାନ୍ତି କି ସେ ଦିଗରେ ମୋର ନଜର ବି ନ ଥିଲା। ହେଲେ ବି ୨୦ ବର୍ଷ ବୟସରେ ସେକ୍ସ ପ୍ରତି ଆକୃଷ୍ଟ ହେବାଟା ତ ସ୍ବାଭାବିକ। ମୋ ଘର ପାଖ ପଡିଶାରେ ବି ସେମିତି କେହି ଚିହ୍ନା ପରିଚୟରେ ଝିଅ ନ ଥିଲେ ଯାହାକୁ ନେଇ କିଛି ସ୍ବପ୍ନ ଦେଖିବି। ଠିକ୍ ଏମିତି ସମୟରେ ଆମ ଘର ସାମନାରେ ଗୋଟେ ଫେମିଲି ନୂଆରେ ବଦଳି ହେଇ ଆସି ରହିଲେ ଭଡାରେ। ସେ ଘରର ସଦସ୍ୟ ମାନେ ହେଲେ ସ୍ବାମୀ ସ୍ତ୍ରୀ ଓ ଦଶ ବର୍ଷର ସ୍କୁଲ ଯାଉଥିବା ପୁଅଟେ।

ଅଙ୍କଲ୍ ବ୍ୟାଙ୍କରେ ଚାକିରି କରୁଥିଲେ, ବୟସ ୪୦ ହେବ ଆଉ ଆଣ୍ଟିଙ୍କୁ ୩୨ ବର୍ଷ ହେବ ପ୍ରାୟ। ମୋ ମା ଠାରୁ ବୟସରେ ବହୁତ ସାନ ହେଲେ ବି ତାଙ୍କୁ ଆଣ୍ଟି ନାନୀ ଡାକୁଥିଲେ ଆଉ ସବୁ କଥାରେ ଆମ ସାହାଯ୍ୟ ଲୋଡୁ ଥିଲେ। ଖୁବ୍ ଅଳ୍ପ ଦିନ ଭିତରେ ଆମ ଦୁଇ ପରିବାର ଭିତରେ ଘନିଷ୍ଠ ସଂପର୍କ ଗଢିଉଠିଲା। କ୍ରମେ ତାଙ୍କ ପୁଅ ମୋ ସହ ଖେଳିବାକୁ ଖୋଜିଲା ଓ ମୋର ମଝିରେ ମଝିରେ ତାଙ୍କ ଘରକୁ ଯିବାଆସିବା ଲାଗିରହିଲା। ମୋର କଲେଜ ସମୟରେ ବହୁତ ଫାଙ୍କା ମିଳୁଥିଲା ଓ ସେଇ ସମୟରେ ତାଙ୍କ ପୁଅ ଟୁକୁର ସ୍କୁଲ ନ ଥିଲେ ଆମେ ତାଙ୍କ ଘରେ ଟିଭିରେ ଭିଡିଓ ଗେମ୍ ଖେଳୁଥିଲୁ। ଏମିତି କିଛି ଦିନ ଗଲାପରେ ମୁଁ ଅନୁଭବ କଲି ଯେ ମୋର ପୁଅ ଠାରୁ ମା ସହ , ମାନେ ଆଣ୍ଟିଙ୍କ ସହ ବି ସଂପର୍କ ବଢୁଛି। ସମୟ ସମୟରେ ମୁଁ ଖେଳିବା ଛାଡି ଆଣ୍ଟିଙ୍କ ସହ ଗପସପ ହେଇ ସମୟ ବିତେଇବାକୁ ପସନ୍ଦ କରୁଛି। ଅପର ପକ୍ଷରେ ଅଙ୍କଲ୍ ବହୁତ ସମୟ ଅଫିସରେ ରହନ୍ତି, ତେଣୁ ଆଣ୍ଟିଙ୍କୁ ମୋ କମ୍ପାନୀ ମିଳେ । ବେଳେବେଳେ ଖରାବେଳେ ଟୁକୁ ଶୋଇଥିଲାବେଳେ ଆମେ ଦୁହେଁ ଲୁଡୋ କିମ୍ବା ଦୁଇଜଣିଆ ତାସ୍ ଖେଳୁ।ଏଇ ଖେଳରେ ହାର୍ ଜିତ୍

ପାଇଁ ଆମେ ହସି ମଜାକ୍ କରୁ ଓ ଶାରିରୀକ ଛୁଆଁଛୁଇଁ ଯାଏ ବି ଆଗେଇ ଯାଉ। ବେଳେବେଳେ ରଗାରଗି ହେଇ ଆଣ୍ଟି ଝିଅ ପିଲାଙ୍କ ପରି ଖତେଇ ହୁଅନ୍ତି, ଚିମୁଟି ଦିଅନ୍ତି। ଏ ପ୍ରଥମେ ପ୍ରଥମେ ଏ ଗୁଡିକରେ ମୁଁ କିଛି ଅଲଗା ସୁଖ ଅନୁଭବ କରୁ ନ ଥିଲି, ଖାଲି ମଜା ନେଉଥିଲି।ହେଲେ ଧୀରେ ଧୀରେ ମୁଁ ମୋ ଅଜାଣତରେ ଏ ସବୁ ସହ ତାଙ୍କ ଶରୀରର ସ୍ପର୍ଶସୁଖ ପାଇଁ ଆକର୍ଷଣ ଅନୁଭବ କଲି। ଆଣ୍ଟି ଦେଖିବାକୁ ଅତି ସୁନ୍ଦରୀ ନ ହେଲେ ବି ଜଣେ ମଧ୍ୟବୟସ୍କା ନାରୀର ଶରୀରର ସମସ୍ତ ଅଙ୍ଗଶୋଭାର ଅଧିକାରିଣୀ ଥିଲେ। ମୋ ପାଇଁ ତାଙ୍କର ହସ ହସ ମୁହଁ ଓ ଛାତିର ଉନ୍ନତ ସ୍ତନ ଯୋଡିକ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ମୋଟାମୋଟି ନାରୀ ଶରୀରର ଭୂଗୋଳକୁ ଏତେ ମାତ୍ରାରେ କଳନା କରିବାର ଆଗ୍ରହ ମୋ ଭିତରେ ଜାଗି ନ ଥିଲା। କିନ୍ତୁ ମୋର ସାଙ୍ଗମାନେ ସେ ସବୁ କଳା ଓ କାରନାମାରେ ଧୁରନ୍ଧର ଥିଲେ। ତେଣୁ ମୋର ଆଣ୍ଟିସହ ମିଳାମିଶା କଥା ଶୁଣି ସେମାନେ ମୋତେ ପ୍ରୋତ୍ସାହିତ କରିବାରେ ଲାଗି ପଡିଲେ। ମୋର ଲଜ୍ୟାଶୀଳ ସ୍ବଭାବରେ ପରିବର୍ତନ ଆଣିବା ପାଇଁ , ମୋର କିଛି ଗୋଟେ କରିବା ପାଇ ଯୋଉ ଭୟ ଥିଲା ତାକୁ ଦୂରେଇ ଦେବାପାଇଁ ସେମାନେ ମୋତେ ଲଗାତାର ଉସୁକେଇଲେ। କିଏ କହିଲା-- ତୁ ସିଧାସଳଖ ତାକୁ ଭିଡିଧରି ତା ଦୁଧ ଚିପିଦେ ତ ଆଉ କିଏ କହିଲା-- ତୁ ତା ଓଠରେ କିସ୍ କରିଦେ।ଏ ସବୁ ଶୁଣି ଶୁଣି ମୋର ମୁଣ୍ଡ ଭିତରେ ସବୁବେଳେ ଖାଲି ରିମା ଆଣ୍ଟି କଥା ହିଁ ଆଲୋଡନ ସୃଷ୍ଟିକଲା। ଏମିତି ଦିନେ ଲୁଡୋ ଖେଳରେ ଜିତିଯାଇ ଆଣ୍ଟି ମୋତେ ଚିଡଉଥିଲା ବେଳେ ମୁଁ ତାଙ୍କୁ କୁଣ୍ଢେଇ ପକେଇ ତାଙ୍କ ଦୁଧଯୋଡିକୁ ଅତି ଆବେଗରେ ଚିପି ପକେଇଲି। ହେଲେ ଚିପି ଦେବା ପରେ ତାଙ୍କର ମୁହଁର ଭାବ ଓ ପ୍ରତିକ୍ରିୟା ଦେଖି ମୁଁ ଡରି ଗଲି। ସିଏ ହୁଏତ ମୁଁ ଏତେଟା ଆଗେଇ ଯିବା ପସନ୍ଦ କଲେଣି ଭାବି ମୁଁ ତାଙ୍କୁ ମୋ ବାହୁବନ୍ଧନରୁ ମୁକ୍ତ କରି ଘରକୁ ପଳେଇଆସିଲି। ତା ପରେ ମୁଁ ଆଉ ତାଙ୍କ ଘର ଆଡେ ଗଲିନି। ଏମିତିରେ ଗୋଟିଏ ସପ୍ତାହ ବିତିଗଲା। କଥାଟା ମୋ ମାକୁ ବି ଜଣାପଡିଗଲା। ସିଏ ମୋତେ ପଚାରିଲା ଆଉ ଆଣ୍ଟିଙ୍କୁ ବି ପଚାରି ପକେଇଲା। ମୁଁ ମାକୁ କହିଲି ଯେ ମୋର ଚାକିରି ଇଣ୍ଟରଭିଉ ପାଇଁ ପ୍ରସ୍ତୁତ ହେବାର ଅଛି, ତେଣୁ ମୁଁ ଟିକେ ତା ଉପରେ ଧ୍ୟାନ ଦେଉଛି।କିନ୍ତୁ ସପ୍ତାହେ ପରେ ଆଣ୍ଟି ସେଦିନ ଆମଘରକୁ ସକାଳେ ସକାଳେ ଆସି କହିଲେ- ନାନୀ! ଆଜି ରାଜୁଙ୍କୁ ଟିକେ ଆମ ଘରକୁ ପଠେଇବ। ପୁଅ ତାଙ୍କୁ ଖୋଜୁଛି ବହୁତ।

ସେଦିନ ଠିକ୍ ଚାରିଟା ବେଳେ ମୁଁ ପୁଣି ତାଙ୍କ ଘରକୁ ଗଲି, ମୋତେ ଦେଖି ଆଣ୍ଟି ଖୁବ୍ ଖୁସିଥିଲା ପରି ଲାଗୁଥିଲେ। ଆଣ୍ଟିଙ୍କୁ ସେଦିନ ଦେଖି ମୋର ହୋସ୍ ଉଡିଗଲା। ସେ ବୋଧହୁଏ ଫେସିଏଲ୍ ଓ ଭ୍ରୁ ସେପ୍ ଇତ୍ୟାଦି କରିଥିଲେ ପାର୍ଲର ଯାଇ । କାରଣ ତାଙ୍କ ମୁହଁରୁ ଗ୍ଳେଜ୍ ବାହାରୁ ଥିଲା। ବହୁତ ସୁନ୍ଦରୀ ଦିଶୁଥିଲେ ସେଦିନ ସିଏ। ସେ ଘରେ ଥିଲେ ବି ନୀଳରଙ୍ଗର ସିଫନ୍ ଶାଢୀ ଓ ନାଲି ବ୍ଳାଉଜ ପିନ୍ଧିଥିଲେ। ମୋଟାମୋଟି ମୋ ପାଇଁ ସେଦିନ ସିଏ ଦୁନିଆର ସବୁଠୁ ସୁନ୍ଦରୀ ସ୍ବର୍ଗର ପରୀ ଭଳି ଦିଶୁଥିଲେ।

ମୁଁ ଜାଣିଥିଲେ ବି ତାଙ୍କ ପୁଅ ଟୁକୁ କାହିଁ ବୋଲି ପଚାରିଲି ଆଉ ଉତ୍ତରରେ ସିଏ କହିଲେ- କଅଣ ଖାଲି ଟୁକୁକୁ ଦରକାର ମୋଠି ତମର କିଛି କାମ ନାହିଁ। ମୁଁ ଟିକେ ହଡବଡେଇ ଯାଇ କହିଲି -- ନାଇଁ ! ତମ ପାଖରେ ଆଉ କଅଣ କାମ। କହୁନା , କଅଣ କାମ ଅଛି କରିବାକୁ ପଡିବ କରିଦେବି।

ଅଳ୍ପ ହସି ଆଣ୍ଟି କହିଲେ- କଅଣ ! ଆଉ ଆମେ ଲୁଡୋ ଖେଳିବାନି କି ? ନା ଆଉ କିଛି ଅନ୍ୟ ଖେଳରେ ମନ।

ମୁଁ ସତରେ ତାଙ୍କର ଏମିତି ଖୋଲାଖୋଲି କଥାବାର୍ତାକୁ ସାମନା କରି ପାରୁ ନ ଥିଲି। ପ୍ରକୃତରେ ସ୍ତ୍ରୀ ଲୋକମାନେ ପୁଅ ମାନଙ୍କଠାରୁ ଅଧିକ ନୀର୍ଭୀକ। କିନ୍ତୁ ମୁଁ ବି ତାଙ୍କୁ ଜବାବ ଦେଇ କହିଲି -- ତମ ଇଚ୍ଛା ଆଣ୍ଟି , ତମେ ଯୋଉ ଖେଳ ଖେଳିବାକୁ ଚାହିଁବ ସେଇ ଖେଳ ଖେଳିବା।

ମୋ କଥା ଶୁଣି ସିଏ ପୁଣି ହସି ହସି କହିଲେ --

ନାଇଁ। ତମେ ଯୋଉ ଖେଳ ଭଲପାଅ , ସେଇ ଖେଳ ଖେଳିବା। ଏତିକି କହି ଆଣ୍ଟି ମୋ ହାତଧରି ମୋତେ ତାଙ୍କ ଆଡକୁୁ ଭିଡିଲେ।

ତାଙ୍କର ଖୋଲା ନିମନ୍ତ୍ରଣକୁ ମୋର ଜମା ଉପେକ୍ଷା କରିବାକୁ ଇଚ୍ଛା ନ ଥିଲା। ଅଳ୍ପ ସମୟ ପରସ୍ପରକୁ ଆଲିଙ୍ଗନ କଲାପରେ ଆମେ ଗାଢଚୁମ୍ବନ ଦେବାରେ ଲାଗିପଡିଲୁ। ତାଙ୍କର ସରୁଓଠ ଯୋଡିକୁ ପୂରାପୁରି ପାଟିରେ ପୂରେଇ ଜିଭକୁ ଚୋଷି ମୁଁ ଇଂଲିଶ ସିନେମାରେ ଦେଖାଉଥିବା ଫ୍ରେଞ୍ଚ କିସ୍ ଦେବାକୁ ଚେଷ୍ଟା କରୁଥିଲି।

ଆମେ ସେଇଭଳି ଗାଢଚୁମ୍ବନ ରେ ପ୍ରାୟ ୧୫ ମିନିଟ୍ ନିମଜ୍ଜିତ ହୋଇରହିଲୁ।ତାଙ୍କର ନରମ ହାତ ମୋର ସଂପୂର୍ଣ ପିଠି ସାରା ବୁଲୁଥିଲା ଏବଂ ମୁଁ ବି ତାଙ୍କର ସବୁ ଗୋପନ ଅଂଗ ଗୁଡିକୁ ଅନ୍ବେଷଣ କରିବାରେ ବ୍ୟସ୍ତ ଥିଲି। ସେ ଗୁଡିକ ଏତେ କୋମଳ ଓ ଆକାରରେ ବିଶାଳ ଥିଲା ଯେ ତାର ସ୍ପର୍ଶଜନିତ ଅନୁଭବ ମୋତେ ଉଲ୍ଲସିତ କରୁଥିଲା।

ତାପରେ ମୁଁ ତାଙ୍କର ଶାଢୀ ଓ ବ୍ଳାଉଜ ଖୋଲିକରି ତାଙ୍କୁ ଖାଲି ବ୍ରା ଓ ପେଣ୍ଟିରେ ବେଡରେ ଶୁଆଇ ତାଙ୍କ ବେକ, କଲର ବୋନ୍ ଓ କାନମୂଳରେ ଚୁମିବା କାମୁଡିବା ଆରମ୍ଭ କରିଦେଲି।ତା ସହ ବ୍ରା ଉପରୁ ତାଙ୍କ ୩୬ ଈ ସାଇଜର ସ୍ପଞ୍ଜ ଭଳି ନରମ ଦୁଇଦୁଧଟାକୁ ଚିପୁଥିଲି।

ଧୀରେ ଧୀରେ ମୁଁ ତାଙ୍କ ବେକର ତଳକୁ ଆସିଲି ଓ ଦୁଇ ସ୍ତନ ମଧ୍ୟରେ ଥିବା ଫାଙ୍କରେ ଜୋରେ ଚୋଷି ନାଲି ଦାଗ କରିଦେଲି। ଆଉ ସେଇଟା ତାଙ୍କୁ ପାଗଳ କରିଦେଲା।

ତା ପରେ ମୁଁ ତାଙ୍କ ବ୍ରାଟା ବି ଖୋଲିଦେଲି ଓ ତାଙ୍କର ନିପଲ୍ କୁ ଅକ୍ତିଆର କଲି। ତାଙ୍କ ଦୁଧଟା କେମିତି ଫୁଲି ଫୁଲି ରହିଛି , ଜମା ଝୁଲିପଡିନି। ଅଗ୍ର ଭାଗରେ ଗାଢ ଗୋଲାପି ରଙ୍ଗର ସଂପୂର୍ଣ ଗୋଲାକାର ସ୍ତନବୃନ୍ତ। ସେଗୁଡିକ ମୁଁ ଚୁମିବା ଓ କାମୁଡିବା ସହ ଦୁଧକୁ ଜୋରେ ଚିପୁଥିଲି। ଆଉ ମୋର ଗୋଟିଏ ହାତ ତାଙ୍କ ଚଡି ଭିତରେ ପୂରେଇ କ୍ଳିଟୋରିସ୍ କୁ ଆଙ୍ଗୁଳିରେ ଦଳୁଥିଲି। ତାଙ୍କର ସେ ଜାଗାଟା ପୂରା ଓଦାଳିଆ ହୋଇଯାଇଥିଲା।

ଧୀରେ ଧୀରେ ମୁଁ ତଳକୁ ମୁହଁ ନେଇ ତାଙ୍କ ପେଟ ଓ ନାଭିରେ ଚୁମା ଦେଲି। ତା ପରେ ତାଙ୍କ ନରମ କୋମଳ ଦୁଧ ଭଳି ସଫା ଜଙ୍ଗର ସବୁ ଜାଗାରେ ମୋର ଓଠର ଉତ୍ତପ୍ତ ସ୍ପର୍ଶ ଦେଇ ଚାଲିଲି। ସିଏ ତାଙ୍କ ପୃଥୁଳ ନିତମ୍ବ ଟେକି ତାଙ୍କ ପ୍ରତିକ୍ରିୟା ଦେଖାଉଥିଲେ।ତାଙ୍କ ପିଚା ଅସାଧାରଣ ଭାବେ ଚଉଡା ଓ କମରଟା ଏକଦମ୍ ସରୁ। ତାଙ୍କର ଷ୍ଟାଟସ୍ ହେବ ୩୬-୩୦-୩୮ । ତାଙ୍କ ପେଣ୍ଟିକୁ ଉତାରି ଜଙ୍ଘସନ୍ଧିରେ ବି ମୋ ଓଠର ଛୁଁଆ ଦେଇ ତାଙ୍କର ବିଆରେ ବି କିସ୍ କଲି, ପାଗଳ ପରି ଅତ୍ୟନ୍ତ ପ୍ରଗାଢ ଭାବେ ତାଙ୍କ କ୍ଳିଟୋରିସ ଓ ବାହାର ଲାବିଆ ମେଜୋରା (ବିଆର ବାହାର ଘୋଡଣୀ)କୁ ଚୋଷି ଚାଲିଲି। ତା ଦ୍ବାରା ସିଏ ପାଗଳ ହୋଇ ଶୀତ୍କାର କରିବା ସହ ମୋ ମୁଣ୍ଡକୁ ତାଙ୍କ ବିଆ ଉପରେ ମାଡି ଦେଉଥିଲେ

ସେଇ ଭିତରେ ମୁଁ ତାଙ୍କ ଦୁଧଭୁଣ୍ଡି ସହ ବି ଖେଳୁଥିଲି। ପ୍ରାୟ ୧୫ ମିନିଟ ମୋର ଏଇ ଚୁମିବା, ଚାଟିବା ଦଳାଦଳି କରିବା ଭିତରେ ଆଣ୍ଟିଙ୍କର ପ୍ରାୟ ଦୁଇଥର ପାଣି ବାହାରି ଯାଇଥିଲା। ଆଉ ସେ ପାଣି ମୋ ମୁହଁରେ ଲାଗଥିଲା।

ତା ପରେ ସିଏ ମୋତେ ତଳେ ପକେଇ ମୋ ଉପରକୁ ଆସିଗଲେ ଓ ମୋ ଦେହସାରା ତାଙ୍କର ଲଭ୍ ବାଇଟ୍ ଦେଲେ। ଶେଷରେ ସେ ମୋର ୭" ଲମ୍ବ ଓ  ୪" ମୋଟା ବାଣ୍ଡକୁ କିସ୍ କରି ଚାଟି ତାଙ୍କ ପାଟିର ଲାଳରେ ମୋ ବାଣ୍ଡକୁ ଓଦା କରିଥିଲେ। ମୋ ବାଣ୍ଡ ସେତେବେଳକୁ ସଂପୂର୍ଣ ଭାବେ ଶକ୍ତ ହୋଇଗଲା ଓ ମୁଁ ଆଣ୍ଟିଙ୍କୁ ଡଗି ଷ୍ଟାଇଲ୍ ରେ ହାମୁଡେଇ ଦୁଇଟା ଧକ୍କାରେ ପୂରା ବାଣ୍ଡକୁ ତାଙ୍କ ବିଆରେ ପୂରେଇ ଦେଲି। ମୁଁ ତାଙ୍କ ପିଚାରେ ଚାପୁଡା ମାରି ତାଙ୍କ ଉପରେ ଝାମ୍ପିପଡିଲି। ପ୍ରାୟ ୧୫ ମିନିଟ ମୋର ଗିହଣ ଖାଇଲା ପରେ ଆମ ଦୁହିଙ୍କର ଅର୍ଗାଜମ୍ ହେଲା। ମୁଁ ବାଣ୍ଡଟା ବାହାର କରି ଆଣିବା ପରେ ସିଏ ମୋତେ କୁଣ୍ଢେଇ ବେତହସା ଗେଲ କରିବାକୁ ଲାଗିଲେ। ମୋତେ ପଚାରିଲେ -- କଅଣ ମନ ବୁଝିଲା। ମଜା ଆସିଲା ନା ଆଉଥରେ କରିବାକୁ ଇଚ୍ଛା ଅଛି।

ମୁଁ ବି ହସିଦେଇ କହିଲି-- ତମ ଇଚ୍ଛା ଆଣ୍ଟି।

ତାଙ୍କ କଥା ଅନୁସାରେ ଆମେ ବାହୁବନ୍ଧନରେ ଜଡେଇ ହୋଇ କିଛି ସମୟ ବିଶ୍ରାମ ନେବା ପାଇଁ ସ୍ଥିର କଲୁ। ଆଉ ତାପରେ ଆଣ୍ଟି ମୋତେ ଏକ ନୂଆ ସୁଖର ଉପଭୋଗ କରାଇବେ ବୋଲି ମୋତେ ଖଟ ଉପରେ ବସେଇ ମୋର ଦୁଇଜଙ୍ଘ ମଝିରେ ବସିଗଲେ।ଆମେ ଦୁହେଁଯାକ ସଂପୂର୍ଣଭାବେ ଲଙ୍ଗଳା ଥିଲୁ। ଆଣ୍ଟି ଏଥର ମୋର ନରମି ଯାଇଥିବା ବାଣ୍ଡକୁ ହାତରେ ଧରି ତାକୁ ଆଉଁଷି ଧୀରେ ଧୀରେ ହଲେଇବାକୁ ଲାଗିଲେ। ଟିକେ ସମୟପରେ ମୋ ବାଣ୍ଡଟା ତାଙ୍କ ହାତର ସ୍ପର୍ଶପାଇ ଟାଣ ହେବାକୁ ଆରମ୍ଭ କଲା ,ଆଉ ଆଣ୍ଟି ତାର ଅଗ ଚମଡାକୁ ତଳକୁ ଟାଣି ତାର ନାଲି ଟୋପିକୁ ଆସ୍ତେ ଆସ୍ତେ ଚୋଷି ଚାଲିଲେ। ମୁଁ ତାଙ୍କର ଏଇ ନୂଆ ପ୍ରୟୋଗକୁ ଅତି ଉତ୍ସାହିତ ହୋଇ ଉପଭୋଗ କରୁଥିଲି। ମୋର ସେକ୍ସ ବହି ସବୁ ପଢି ଓ ଅଶ୍ଳୀଳ ଭିଡିଓ ସବୁ ଦେଖି ଆଣ୍ଟି ଆରମ୍ଭ କରିଥିବା " ବ୍ଳୋଜବ୍ " ବା ମୁଖ ମୈଥୁନ କରିବା ସମ୍ବନ୍ଧରେ ଧାରଣା ଥିଲା। ପୁରୁଷଙ୍କୁ ଯୌନସଂଗମ ବିନା ସୁଖ ଦେବାର ଇଏ ବହୁ ପ୍ରଚଳିତ ଉପାୟ। ଏହାକୁ ଅରାଲ୍ ସେକ୍ସ ବି କୁହାଯାଏ କାରଣ ମୁଖର ଉପଯୋଗ କରି ପୁରୁଷ ବା ସ୍ତ୍ରୀଟିଏ ନିଜର ସହଯୋଗୀର ଯୌନାଙ୍ଗ ଲେହନ ଓ ଚୋଷଣ ଦ୍ବାରା ଚରମତୃପ୍ତିିର ଶିଖରରେ ପହଞେଇ ପାରିବ। ଆଣ୍ଟିଙ୍କୁ ଯେ ସେ ପ୍ରୟୋଗ ବି ଅଭ୍ୟାସ ଅଛି ଜାଣି ନ ଥିଲି। ଆଣ୍ଟି ଧୀରେ ଧୀରେ ବାଣ୍ଡକୁ ଅଳ୍ପ ଅଳ୍ପ କରି ଭିତରକୁ ନେଇ ଓଠରେ ଚୋଷି ଚୋଷି ଯେତିକି ଭିତରକୁ ନେଇ ହେବ ସେତିକି ପାଟିରେ ପୂରେଇ ନେଲେ। ଚୋଷିବା ବେଳେ ବାହାରେ ଥିବା ଅଂଶ ଓ ଅଣ୍ଡକୋଷକୁ ଆଉଁଷୁଥିଲେ। ମୁଁ ମଧ୍ୟ ତାଙ୍କର ଦୁଧକୁ ହାତରେ ମୁଠେଇଧରି ଦଳିଦଳି ତାଙ୍କୁ ମଜା ଦେଉଥିଲି।ଏମିତି ବ୍ଳୋଜବ୍ କରି ମାତ୍ର ୫ ମିନିଟ୍ ରେ ମୋର ବୀର୍ୟ ଖସାଇ ଦେଲେ। ମୁଁ ତାଙ୍କୁ ଅସନା ଜିନିଷକୁ ପାଟିରେ ନେବାକୁ ନ ଦେଇ ବାଣ୍ଡକୁ ତାଙ୍କ ପାଟିରୁ କାଢିଆଣିଲି। ଦ୍ବିତୀୟ ଥର ବୋଲି ମୋର ବହୁତ କମ୍ ବୀର୍ୟ ବାହାରିଥିଲା ଯାହା ଆଣ୍ଟିଙ୍କ ଛାତିରେ ଦୁଇଦୁଧ ଉପରେ ପଡିଲା। ତାକୁ ପୋଛି ସଫା କରିଦେଲି ମୁଁ। ୟାପରେ ମୋର ଆଣ୍ଟିଙ୍କୁ ମୁଖମୈଥୁନରେ ତୃପ୍ତ କରିବାର ସମୟ ଆସିଗଲା। ମୁଁ ସେପାଇଁ ପ୍ରସ୍ତୁତ ହୋଇ ତାଙ୍କୁ ଚିତ୍ କରି ବେଡ୍ ରେ ଶୁଆଇ ଦେଲି। ଜାଣିଥିଲି ଯେ ନାରୀଟିକୁ ବ୍ଳୋଜବ୍ ଦେଲାବେଳେ ପ୍ରଥମେ ତାର ସମ୍ବେଦନଶୀଳ ଅଂଗ ଦୁଧ ଦୁଇଟିକୁ ଦବେଇବାକୁ ପଡିବ। ତାଙ୍କର ଦୁଧଦୁଇଟି ଏତେ ସୁନ୍ଦର ତାକୁ ଦେଖୁ ଦେଖୁ ତା ଉପରେ ମୋର ହାତ ଚଳେଇଲି। ସେ ଦୁଇଟିକୁ ଅତି ସରାଗରେ ଚିପିଲି ଓ ଚୁମିଲି। ତା ସହିତ ଯୋନିରେ ଆଙ୍ଗୁଳି ପୂରେଇ ଭିତର ବାହାର କଲି। ଆଙ୍ଗୁଳି ଦ୍ବାରା ମୈଥୁନ ସ୍ତ୍ରୀ ମାନେ ନିଜେ ବି କରନ୍ତି। ଅସଲ ହେଲା ମୁଖ ମୈଥୁନ ଅର୍ଥାତ୍ ଯୋନିରେ ମୁହଁ ଲଗାଇ ଜିଭଦ୍ବାରା ଖେଳ କରିବା। ତେଣୁ ମୁଁ ତାଙ୍କ ଜଙ୍ଗ ରେ ଚୁମା ଦେଇ ଧୀରେ ଧୀରେ ବିଆର ବାଳସବୁ ଆଡେଇ ତାଙ୍କ ଯୋନିଓଠକୁ ଚୋଷିଲି ପ୍ରଥମେ। ତାପରେ ତାଙ୍କର ସବୁଠୁ ସମ୍ବେଦନଶୀଳ ଅଂଗ କ୍ଳିଟୋରିସକୁ ଜିଭରେ ଚାଟିବା ଦ୍ବାରା ଆଣ୍ଟିଙ୍କୁ ଏତେ ମଜା ଆସିଲା ଯେ ସିଏ ଉହୁଁ.....ଆହାଁ ......ଶବ୍ଦକରି ମୋ ମୁଣ୍ଡର ବାଳକୁ ହାତମୁଠାରେ ଭିଡିଧରି ମୋ ମୁଣ୍ଡକୁ ତାଙ୍କ ଯୌନାଙ୍ଗ ରେ ମାଡିଧରିଲେ। ତାଙ୍କର କ୍ଳିଟ୍ ଟା ଆକାରରେ ବେଶ୍ ବଡ ଓ ଦୁଇ ଲାବିଆ ସଂଯୋଗ ସ୍ଥଳ ରେ ନାକ ଭଳି ଟେକି ରହିଥିଲା। କିଛିସମୟ ତାକୁ ଚାଟିବା ପରେ ଜିଭକୁ ଗୋଜିଆ କରି ତାଙ୍କ ବିଆ ଭିତରକୁ ପଶେଇଦେଲି ଓ ଅଲଗା ଅଲଗା ପ୍ରକାରରେ କେତେବେଳେ ଧୀରେ ଧୀରେ ତ କେତେବେଳେ ଅତି ପ୍ରବଳ ଭାବେ ମୁଖମୈଥୁନ କଲି। ଆଉ ସେ ସମୟରେ ତାଙ୍କୁ ଅଧିକ ଉତ୍ତେଜିତ କରିବା ପାଇଁ ଦୁଧ ଯୋଡିକୁ ହାତରେ ଦଳିଦଳି ତାଙ୍କୁ ଅଥୟ କରିଦେଲି।ପ୍ରାୟ ୧୦ ମିନିଟର କାମୋତ୍ତେଜକ କସରତ୍ ପରେ ଆଣ୍ଟି ଆଉ ନିୟନ୍ତ୍ରଣ ରଖି ପାରିଲେନି। ଆଃ..... ମାଇଁ .....ଡାର୍ଲିଂ କହି ମୋତେ ଜାବୁଡିଧରି ତାଙ୍କର କାମରସ ବାହାର କରି ଶାନ୍ତ ହେଇ ଗଲେ। ଏତେ ତୃପ୍ତି ଉପଭୋଗ କଲେ ଯେ ପ୍ରାୟ ପାଞ୍ଚ ମିନିଟ ଯାଏ ଆଖିବୁଜି ମୋତେ କୁଣ୍ଢେଇ ଶୋଇ ରହିଲେ। ତା ପରେ ଆସ୍ତେ ଆସ୍ତେ ମୋ ବାଣ୍ଡକୁ ପୁଣି ଥରେ ଧରି ହଲେଇବାକୁ ଲାଗିଲେ। ହେଲେ ମୋର ଦୁଇ ଦୁଇଥର ବୀର୍ୟକ୍ଷରଣ ପରେ ଆଉ ଗେହିବାକୁ ଇଚ୍ଛା ନ ଥିଲା। ତେଣୁ ବାଥରୁମ୍ ଯାଇ ପୁଣି ସଫାସଫି ହେଲୁ। 

ଆଉ ସେବେଠାରୁ ମୋର ତାଙ୍କ ସହ ଯୌନସମ୍ପର୍କ ପ୍ରାୟ ୫ ବର୍ଷ ଯାଏ ଚାଲିଲା। ବେଳେବେଳେ ଆଙ୍କଲ୍ ଟୁର ବା ଟ୍ରେନିଂ ରେ ଗଲେ ମୁଁ ରାତିରେ ତାଙ୍କ ଘରେ ଶୋଉଥିଲି ଓ ସେଇରାତି ଗୁଡିକରେ ଆମେ ସବୁ ପ୍ରକାର ଯୌନକ୍ରୀଡା  କରୁଥିଲୁ। ବିନା କଣ୍ଡୋମ୍ ରେ ବି ତାଙ୍କ ସହ ସ୍ବାଭାବିକ ଭାବେ ସ୍ବାମୀ ସ୍ତ୍ରୀ ପରି ରାତିଯାକ ୨ ବା ୩ ଥର ଗେହି ତାଙ୍କୁ ବହୁତ ସୁଖ ଦେଇଛି ।

Comments

Post a Comment