North-east trip re priyanka saha setting

Next Part 2 : Part 2 Read Here

Next Part 3 : Part 3 Read Here

ରବିନ୍ଦ୍ର ଫୋନ୍ କରିଥିଲା, କହିଲା ଆମ ଅଫିସରୁ କିଛି ସହକର୍ମୀ ନର୍ଥଇଷ୍ଟ୍ ଯିବାପାଇଁ ଯୋଜନା କରୁଛନ୍ତି୤ ତୁ ଯିବୁ କି? ମୁଁ କହିଲି, ଆରେ ତମେ ସବୁ ଏକାଠି କାମ କରୁଛ, ମିଶିକି ଯିବ୤ ମୁଁ ସେଥିରେ କାହିଁକି ଯିବି? ସେ କହିଲା, ସେମିତି ନୁହଁ, ଏଇଟା ଆମର କଣ୍ଟ୍ରିବ୍ୟୁଟାରି ପ୍ଲାନ୍୤ ମାନେ ଚାନ୍ଦା ପକେଇ ବୁଲିବା ଯୋଜନା୤ ଯିଏ ଦେବ ସେ ଯିବ୤ ମୁଁ କହିଲି, ହୁଁ ଯିବାକୁ ତ ମନ୤ ହେଲେ କିଏ ଦେବ ତ? ସେ କହିଲା, ଶଳା ତୁ ଜମା ସୁଧୁରିବୁନି୤ ମୁଁ କହିଲି, ଦେଖ୍ ଭାଇ ଭଲ ମାଲ୍ ଅଛନ୍ତି ତ କହ ଯିବି, ବୁଢ଼ାବୁଢ଼ୀ, ଯୋଡ଼ାଯୋଡ଼ିଙ୍କ ସାଙ୍ଗରେ ଯିବାକୁ ଭଲ ଲାଗିବନି୤ ସେ କହିଲା ଆମ ଅଫିସର ପ୍ରାୟ ସାତ ଆଠଜଣ ଝିଅ ବି ଯିବେ ବୋଲି ଚାନ୍ଦା ଦେଇ ସାରିଲେଣି୤ ତୋ ପାଇଁ ବି ମୁଂ କହିଦେଇଛି୤ ଜାଣିଛି ତୁ ଶଳା ଯିବୁ ଯେମିତି ହେଲେ୤ ତୁ ନ ଗଲେ ଆମ ପ୍ରୋଗ୍ରାମ କିଏ କରିବ୤

ଭୁବନେଶ୍ବରରୁ ଫ୍ଲାଇଟ୍ ଧରିଲୁ ଗୌହାଟୀ ପାଇଁ୤ ସେଇଠି ଓହ୍ଲେଇବା ପରେ ଗୋଟିଏ ଟୁରିଷ୍ଟ୍ ବସ୍ ବ୍ୟବସ୍ଥା ହୋଇଥିଲା୤ ଫ୍ଲାଇଟରୁ ଓହ୍ଲେଇବା ସମୟରୁ ହିଁ ମୋର ଆଖି ଦୁଇ ତିନିଜଣ ଝିଅଙ୍କ ଉପରେ ପଡ଼ି ସାରିଥିଲା୤ ଶାଳୀ କି ମାଲ୍ ବେ୤ ପେଟ ବୋଲି କିଛି ନାହିଁ, ଗୋଲ୍ ଗୋଲ୍ ଗାଣ୍ଡି ଆଉ ଛାତି ଫୁଟିକି ଦୁଶୁଛି୤ ଓଃ ମୋ ଅବସ୍ଥା ପୁରା ଘାଇଲା୤ ବିଶ୍ବାସ କରିବନି, ଏୟାରପୋର୍ଟ୍ ଟଏଲେଟରେ ଯାଇ ମୁଠି ମାରି ଆସିଲି୤ ବେଶୀ ଛଟକି ହେଉଥିଲେ ସେ ତିନିଜଣ୤ ନୁଆ ନୁଆ ଜଏନ୍ ହେଇଛନ୍ତି ବୋଧହୁଏ୤ ଟାଇଟ୍ ଜିନ୍ କୁ ଟାଇଟ୍ ଟପ୍, ଦେହର ପୁରା ଭୂଗୋଳ ଦେଖାଯାଉଥିଲା୤ ଇଚ୍ଛା ହେଉଥିଲା ସାଙ୍ଗେ ସାଙ୍ଗେ ଧରି ଦୁଧ ଗୁଡ଼ାକୁ ଦଳି ପକେଇବି ଆଉ ଗାଲକୁ ଚୋବେଇ ଖାଇବି୤ 

ବସରେ ବସିବା ପରେ ଆମର ପ୍ରଥମ ଦିନର ଜର୍ଣ୍ଣି ବହୁତ ବାଟ ନଥିଲା୤ ଆମେ ପହଞ୍ଚିବା ବେଳକୁ ଦିନ ହୋଇ ସାରିଥିଲା ତେଣୁ ଶୀଘ୍ର ଶୀଘ୍ର ଆମେ ବସରେ ବସି ପହଞ୍ଚିଲୁ ଗୋଟେ ସ୍ଥାନରେ ଯୋଉଠି ଖାଇବା ବ୍ୟବସ୍ଥା ହୋଇଥିଲା୤ ରବିନ୍ଦ୍ର ମୋ ପାଖ ଛାଡୁନଥାଏ୤ ତାକୁ କହିଲି, ହଇରେ ମାଗିହା, ତୁ ମୋତେ ଏକା ଛାଡ଼ିଲେ ସିନା ମୁଁ କାହା ସହ ସେଟିଂ କରିବି୤ ତୁ ମୋ ହାତ ଧରି ବୁଲିଲେ ସବୁ ମୋତେ ହୋମୋ ବୋଲି କହିବେ ରେ୤ ସେ ହସି କହିଲା, ତତେ ଛାଡ଼ିଦେଲେ ତୁ ଶଳା ବୁଲା କୁକୁର ସବୁ ଗୁଡ଼ାକୁ କୁକୁରୀ ଭଳିଆ ଗେହି ପକେଇବୁ୤ ତେଣୁ ତୁ ଯୋଉଠି ନାଠି ପକେଇବୁ ମୋ ପାଈଁ ବି ସେଟିଂ କରିବୁ ନହେଲେ ଛାଡ଼ିବିନି୤

ଖାଇବା ଜିନିଷ ଟେବୁଲ୍ ଉପରେ ଥିଲା ଆମକୁ ନିଜେ ହିଁ ଥାଳି ଧରି ବୁଲି ବୁଲି ଖାଇବା ଜିନିଷ ଆଣିବାଉ ହେଉଥିଲା୤ ରବିନ୍ଦ୍ରକୁ କହିଲି, ତୁ ଯା ଦୁଇଥାଳିରେ ଖାଈବା ନେଇ ଆ୤ ମୁଁ ଟିକେ ବାସ୍ନା ଶୁଙ୍ଘି ଆସୁଛି୤ ସେଇ ତିନି ଛଟକି ଟୋକି ବସି ସେଲ୍ଫି ନେଉଥିଲେ ପାଖାକୁ ଯାଈ କହିଲି, ଖାଈବନି କି? ସେମାନେ କହିଲେ, ହଁ ହଁ ଯାଉଛୁ୤ ମୁଁ କହିଲି, ଆଣିଦେବି କି? ସେମାନଙ୍କ ଭିତରୁ ଜଣେ କଣେଇ ମୋତେ ଚାହିଁ କହିଲା, ଭଲ ହୁଅନ୍ତା୤ ଆଉ ଜଣେ କହିଲେ, ନା ଥାଊ ଆମେ ନିଜେ ଯାଇ ନେଇ ଆସିବୁ୤ ଆପଣ କାହିଁକି ପରିଶ୍ରମ କରିବେ? ମୁଁ କହିଲି, ଆରେ ଏଥିରେ ପରିଶ୍ରମ କଣ ଅଛି? ସାଙ୍ଗରେ ଚାରି ପାଞ୍ଚଦିନ ବିତିବ, କେବେ ମୁଁ ଆଣିଦେବି କେବେ ଆପଣ ଦେଇଦେବେ୤ ପରସ୍ପରକୁ ସାହାଯ୍ୟ କରିଲେ ମଜା ଆସିବ ନା୤ ସେଇ ଝିଅଟା ସାମାନ୍ୟ ହସିଦେଇ କହିଲା, ଭଲ କଥାଟିଏ କହିଲେ୤ ହଉ ଚାଲନ୍ତୁ ମୁଁ ଯାଉଛି ପ୍ଲେଟ୍ ନେଇ ଆସିବି୤ ଏମାନେ ଫଟୋରେ ଲାଗିଛନ୍ତି ଥାଆନ୍ତୁ୤ ସେ ଉଠି ଚାଲି ଯାଉଥିଲା ମୁଁ ହାତ ଧରି କହିଲି, ଆହା ମୁଁ ଥାଊ ଥାଉ କାହିଁକି ଯିବ? ରୁହ ଏବେ ବ୍ୟବସ୍ଥା କରିଦେଉଛ୤ ଏମିତି କହିବା ବେଳେ ରବିନ୍ଦ୍ର ଦୁଇ ପ୍ଲେଟ୍ ଧରି ଆସିଲା୤ ତା ହାତରେ ପ୍ଲେଟ୍ ଟିଏ ନେଇ ସେଇ ଝିଅକୁ ଦେଇ କହିଲି, ଦେଖ, ଆଉ କିଛି ଦରକାର ଅଛି ଯଦି କୁହ, ଯାଇ ନେଇ ଅସିବା? ସେ ମୋତେ ଚାହିଁବା ପରେ ପ୍ଲେଟ୍ ହାତରେ ଧରିଲା ଆଉ କହିଲା, ୟୁ ଅର୍ ଇଣ୍ଟେରେଷ୍ଟିଂ୤ ରବିନ୍ଦ୍ର ମୋତେ ଚାହିଁଥିଲା ତା ହାତରୁ ପ୍ଲେଟ୍ ନେଇ କହିଲି, ଯା ଆଉ ଦୁଇଟା ପ୍ଲେଟ୍ ନେଇ ଆ୤ ଏମାନେ ସବୁ ସେଇ ଗହଳିକ୍ ଯିବେ ନା କଣ? ସେ ଝିଅମାନେ ସେତେବେଳେ କୁରୁଳି ଉଠି ହସି ଦେଇ ଥେଙ୍କ୍ ୟୁ କହୁଥିଲେ ମୁଁ ସେଇଠି ସେମାନଙ୍କ ସହ ବସିଗଲି୤ ପ୍ରଥମେ ଯୋଉ ଝିଅ ମୋ ହାତରେ ପ୍ଲେଟ୍ ନେଇଥିଲା ତା ନାଁ ଥିଲା, ପ୍ରିୟଙ୍କା୤ ଯିଏ ବେଶୀ ସେଲ୍ଫି ନେଉଥିଲା ତା ନାଁ ଥିଲା, ଲଭଲିନା ଆଉ ଅନ୍ୟଜଣେ ଯିଏ ବସିଥିଲା ତା ନାଁ ଥିଲା ଜୁଲ୍ଫି୤ 

ପାଖରେ ବସି ଖାଉଥିଲା ବେଳେ ପ୍ରିୟଙ୍କା ସହ କଥାବାର୍ତ୍ତା ଡୋର ଲାଗିଲା୤ କଟକ ଝିଅ, ନୁଆ ନୁଆ ଇଞ୍ଜିନିୟରିଂ ସାରିଛି, ବୁଲାବୁଲି ହବି୤ ତା କଥା କହିବା ଷ୍ଟାଇଲରୁ ଲାଗିଲା କଲେଜରେ ସେ ନିଶ୍ଚୟ ଅନେକ ଟୋକାଙ୍କୁ ଦେଇଛି୤ ତାକୁ ପଟେଇଲେ ମୋ କାମ ହେଇଯିବ ବୋଲି ମୁଁ ମନେ ମନେ ପ୍ଲାନ୍ କରୁଥିଲି, ରବିନ୍ଦ୍ର ମାଗିହାଟା ମଝିରେ ବାଣ୍ଡ ପୁରେଇବାକୁ ଚେଷ୍ଟା କରୁଥିଲା୤ ପ୍ରିୟଙ୍କା କହିଲା, ଖାଇବାରେ ମିଠା କିଛି ନାହିଁ କି? ମୁଁ କହିଲି, ଚାଲ ଦେଖିବା୤ ସେ ଉଠିଲା ଆଉ ଆମେ ଦୁଇଜଣ ପ୍ଲେଟ୍ ଧରି ସର୍ଭିଙ୍ଗ୍ ଏରିଆକୁ ଯାଉଥିବା ବେଳେ ମୁଁ କହିଲି, ମୁଁ ଭାବୁଥିଲି ତମେ ମିଠା ଖାଇବନି ବୋଲି୤ ସେ କହିଳା, କାହିଁକି? ମୁଁ କହିଲି, ଆରେ ତମେ ତ ଦେଖିବାକୁ ଏତେ ମିଠା ଯେ ଆଉ ଅଧିକ ଖାଇଲେ ତମକୁ ସୁଗାର୍ ହେଇଯିବ ଆଊ ତମକୁ ଦେଖି ଦେଖି ମୋତେ ଡାଇବେଟିସ୍୤ ପ୍ରିୟଙ୍କା ହସିଦେଇ କହିଲା, କଥା କହିବା ଭଲ ଶିଖିଛ? ମୁଁ କହିଲି, ନା୤ ତମକୁ ଦେଖି ଧିରେ ଧିରେ ବାହାରୁଛି୤ ସେ ମୋତେ ଗାଢ଼େଇକି ଚାହିଁଲା ଆଉ କହିଲା, କଣ କରୁଛ ତମେ ତ କହିଲନି?

ମୁଁ ବି ସଫଟ୍‌ୱେର୍ ରେ ଅଛି୤ ଟିମ୍ ଲିଡର୍ ପୋଷ୍ଟ୍୤ ଏବେ ୱାର୍କ୍ ଫ୍ରମ୍ ହୋମ୍ ଚାଳିଛି ବୋଲି ଭୁବନେଶ୍ବରରେ ଅଛି୤ ସେ ଇମ୍ପ୍ରେସେଡ୍ ହେଇ କହିଲା, ହୁଁ ବହୁତ ଭଲ ପୋର୍ଟ୍ଫୋଲିଅ ଅଛି୤ ମୁଁ କହିଲି, କହିବ ଯଦି ତମକୁ ବି ଆମ କମ୍ପାନୀରେ ରିକ୍ରୁଟ୍ କରିଦେବି୤ ସେ କିଛି କହିଲାନି, ପ୍ଲେଟ୍ କୁ ଥୋଇଦେଇ ହାତ ଧୋଇବା ବେଳେ କହିଲା, ହେଲେ ମିଠା ଖାଇବା ନ ନାହିଁ? ମୁଁ କହିଲି, ତମେ ଖାଇଦିଅ୤ ତମକୁ ଦେଖିଦେଲେ ମୋ ମନ ମିଠା ହେଇଯିବ୤ ସେ ହସିଦେଇ କହିଲା, ଧେତ୍... ଫ୍ଲର୍ଟ୍ କରନି୤ ମୁଁ କହିଲି, ଏତେ ସୁନ୍ଦର ଝିଅଟେ ପାଖରେ ଥିଲେ ଫ୍ଲର୍ଟ୍ କରିବିନି ତ ଆଉ କଣ କରିବି? ସେ ହସିଦେଇ କହିଲା, ସିରିୟସଲି, ୟୁ ଆରେ ସ୍ମାର୍ଟ୍୤ 

ଥେଙ୍କ୍ ୟୁ୤ ଚାଲ୍ ଥଣ୍ଡା ଟିକେ ପିଇବା ବୋଲି କହିବା ପରେ ସେ କହିଲା, ସୁଗାର୍ ଏଭଏଡ୍ କରୁଛ ଆଉ ଥଣ୍ଡା ପିଇବ? ମୁଁ କହିଲି, କଣ କରିବି, ତମ ଭଳିଆ ହଟ୍ ଝିଅଟେ ପାଖରେ ଅଛି ଯେ ମୋ ପାଟି ଶୁଖି ଯାଉଛି୤ ଥଣ୍ଡା ଟିକେ ପଡ଼ିଲେ ଗଳାକୁ ଶାନ୍ତି ମିଳିବ୤ ସେ ହସିଲା୤ ଆମେ ଥଣ୍ଡା ଗ୍ଲାସ ଧରି ବଗିଚାର ଅନ୍ୟ ସ୍ଥାନକୁ ଯାଇ ଗପିବାକୁ ଲାଗିଗଲୁ୤ କଲେଜରେ କଣ କରୁଥିଲ, ତମରେ କିଏ ଗାର୍ଲ୍ ଫ୍ରେଣ୍ଡ୍ ନଥିଲେ କି ଇତ୍ୟାଦି ଇତ୍ୟାଦି୤ ଝିଅମାନଙ୍କୁ ଆଉ କଣ ଦରକାର୤ ମୁଁ ବି ପୁରା ଭଦ୍ରବ୍ୟକ୍ତି ଭଳି କହିଦେଲି, ନା, ମୋର ଜୀବନର ଲକ୍ଷ୍ୟ ଅଲଗା ଥିଲା, ତେଣୁ ମୁଁ କେବଳ ପାଠପଢ଼ାରେ ହିଁ ଧ୍ୟାନ ଦେଇଥିଲି୤ ଏବେ ଭଲରେ ଅଛି୤ ଲାଇଫ୍ ସେଟଲ୍ ହେଇଗଲାଣି୤ ଘରେ ଏବେ ଝିଅ ଦେଖିବା କଥା କହୁଛନ୍ତି୤ ତମ ଭଳିଆ ଝିଅ ପାଇନି୤ ନହେଲେ କେବେଠୁ ବାହା ହେଇ ସାରନ୍ତିଣି୤ ସେ ହସିଦେଲା ଆଉ କହିଲା, ହଉ ଭଗବାନ କରନ୍ତୁ ତମ ମନୋସ୍କାମନା ଶୀଘ୍ର ପୁରଣ ହେଉ୤ ମୁଁ କହିଲି, ଭଗବାନ କରନ୍ତୁ ଏଇ ଟ୍ରିପ୍ ସରିବା ପୂର୍ବରୁ ହେଇଯାଉ୤ ସେ ଜୋରରେ ହସିଦେଇ କହିଳା, ଏତେ ତରତର? ଆଜିଯାଏଁ କଣ କରୁଥିଲ? 

ତା କାନ ପାଖକୁ ଯାଇ କହିଲି, ମୋ ହାତ ଦେଖୁଛ ନା? ଏଇ ମସଲ ସବୁ କଣ ଖାଲି ଏମିତି ହେଇଗଲା? ହାତର ବହୁଳ ବ୍ୟବହାର ହେଇଛି୤ ସେ ହସିଦେଇ କହିଲା, ଛି... ମୁଁ କହିଲି, ଲାଗୁଛି ଏବେ ଆଉ ହାତର ଭରସାରେ ରହିବିନି୤ ସେ ଲାଜେଇ ମୋତେ ଚାହିଁଲା ବେଳକୁ ଦୂରରୁ ଲଭଲିନା ଡାକିଲା, ଆରେ ଗାଡ଼ି ଚାଲିଯିବ, ଯିବନି କି? ଆମେ ସେଇଠି ଫେରିବା ବେଳକୁ କହିଲି, ଗାଡ଼ିରେ କୋଉଠି ବସିଛ? ପଛକୁ ଆସୁନ, ବସିବା ଆଉ ଗପିବା? ସେ କହିଲା ନା, ଲଭଲିନା ଆଉ ଜୁଲ୍ଫି ଖରାପ ଭାବିବେ? ମୁଁ କହିଲି, ହଉ ଯାଅ୤ ଏକ ଏକା ମୁଁ ବସିଯିବି୤

ଆମେ ସବୁ ଗାଡ଼ିରେ ଚଢ଼ିବା ବେଳକୁ ରବିନ୍ଦ୍ର ପୁରା ଏକ୍ସାଇଟେଡ୍ ହେଇ କହିଲା, ଜୁଲ୍ଫି ସହ ମୁଁ କଥା ହେଲି୤ ଲାଗୁଛି ସେ ଇଣ୍ଟେରେଷ୍ଟଡ୍ ଅଛି୤ ମୁଁ କହିଲି, ହଇ ଭାଇ ତୁ ଭାଗ୍ୟବାନ୤ ମୋ ମୁଣ୍ଡ ବଥା ହେଉଛି, ମୁଁ ଯାଉଛି ପଛରେ ବସିବି୤ ଆଗରେ ସବୁ ଭଡ଼ଭଡ଼ ହେଉଛନ୍ତି୤ ମୁଁ ପଛ ସିଟ୍ ଆଡ଼କୁ ଚାଲିଗଲି୤ ଗାଡ଼ି ଛାଡ଼ିଲା୤ ଆଉ ପାଖାପାଖି ଶହେ ଚାଳିଶି କିଲୋମିଟର ଯିବାର ଅଛି୤ ଗାଇଡ୍ ଆମକୁ କହିଲା ଯେ ଅନ୍ୟୁନ ଚାରିଘଣ୍ଟା ଲାଗିବ, ତେଣୁ ଅପଣମାନେ ଚାହିଁଲେ ବିଶ୍ରାମ କରନ୍ତୁ୤ କିଛି ଦେଖିବା ଯାଘା ଆସିଲେ ସେମାନେ ଉଠେଇ ଦେବେ୤

ଗାଡ଼ି ଚାଲିଲା୤ ମୁଁ ମନେ ମନେ ଭାବୁଥାଏ, ଟୋକି ଆସିବ ନା ନାହିଁ୤ ଅନେକ ସମୟ ହେଇଗଲା, ଝରକା ବାହାରେ ସୁନ୍ଦର ସବୁଜମୟ ଦୃଶ୍ୟ ଦେଖି ଦେଖି ଆଗକୁ ବଢୁଥାଏ୤ ଏମିତି ସମୟରେ ମୋତେ ନିଦ ବି ଟିକେ ଟିକେ ଲାଗିଲାଣି୤ ହଠାତ୍ କାହର ସ୍ପର୍ଶରେ ନିଦ ଭାଙ୍ଗିଗଲା୤ ଦେଖିବା ବେଳକୁ ପ୍ରିୟଙ୍କା ମୋ ପାଖରେ ଆସି ବସିଗଲାଣି୤ ମନ କୁଣ୍ଢେ ମୋଟ୍ ହୋଇଗଲା୤ ମୁଁ କିଛି ପଚାରିବା ବେଳକୁ ସେ କହିଲ, ମୋ ମୁଣ୍ଡ ବ୍ୟଥା ହେଉଛି ମୁଁ ପଛରେ ଶୋଇବି କହି ଆସିଲି୤

ସେ ମୋ ପାଖରେ ଲାଗି ବସିଥିଲା, ମୋ ବଡ଼ ବାହୁ ଦୁଇଟାକୁ ମୁଁ ଛନ୍ଦିଦେଇ ବସିଥାଏ୤ ମୋ ବାଁ ପାଖ କହୁଣୀ ତା ଛାତିରେ ବାଜୁଥାଏ୤ ସେ କିଛି କହୁନଥାଏ୤ ଏଣେତେଣେ ଗପ ଚାଲିଥାଏ୤ ଗାଡ଼ି ଘାଟି ରାସ୍ତରେ ଗଲାଭଳି ଝୁଲି ଝୁଲି ଚାଲୁଥାଏ୤ ପ୍ରାୟ ଦୁଇଘଣ୍ଟା ପରେ ଗୋଟିଏ ଜାଗାରେ ଗାଡ଼ି ରହିଲା, ଆମେ ସବୁ ବାହାରକୁ ବାହାରିବା ବେଳକୁ ବହୁତ ସୁନ୍ଦର ଯାଗାଟିଏ୤ ସବୁ ସେଇଠି ଫଟୋ ଉଠେଇବାରେ ଲାଗିଗଲେ୤ ମୁଁ ଚା ଦୁଇକପ୍ ଅର୍ଡର୍ କରି ନେଇ ଆସିଲି, ପ୍ରିୟଙ୍କା ହାତକୁ ଚା କପ୍ ବଢ଼େଇ ଦେଇ କହିଲି, ପିଇଦିଅ୤ ଆଗକୁ ଆହୁରି ଥଣ୍ଡା ବଢ଼ିବ୤ ଆମେ ସେଇଠି ବସି ଚା ପିଉଥିଲୁ, ରବିନ୍ଦ୍ର ଜୁଲ୍ଫି ଆଉ ଲଭଲିନା ସାଙ୍ଗରେ ଫଟୋ ଉଠେଇବାରେ ଲାଗିଥିଲା୤

ବ୍ରେକ୍ ସରିବା ପରେ ଗାଇଡ୍ ଜଣେଇଦେଲା ଯେ ଆଗକୁ ଥଣ୍ଡା ବଢ଼ିବ ତେଣୁ ନିଜର ଶୀତବସ୍ତ୍ର ପାଖରେ ରଖନ୍ତୁ୤ ପୁଣି ଗାଡ଼ି ଚାଲିଲା୤ ମୁଁ ଜାକେଟ୍ ପିନ୍ଧିଥାଏ, ପ୍ରିୟଙ୍କା କିନ୍ତୁ ଚାଦରଟିଏ ବହାର କରି ଧରି ବସିଥିଲା୤ ଗାଡ଼ି ଚାଲିଲା ବେଳେ ସେ ଚାଦରକୁ ସେ ଘୋଡ଼େଇ ହୋଇ ବସିଲା୤ ମୋତେ କହିଲା, ତମକୁ ଥଣ୍ଡା ଲାଗୁନି? ମୁଁ କହିଲି, ତମ ଭଳି ହଟ୍ ଝିଅ ପାହରେ ବସିଥିଲେ, ଥଣ୍ଡା କେମିତି ଲାଗିବ୤ ସେ କହିଲା, ଥାଉ ବେଶୀ ହିରୋଗିରି ଦେଖାଅନି, ଥଣ୍ଡାରେ ରହିଲେ ଦେହ ଖରାପ ହେଇଯିବ୤ ନିଅ ମୋ ଚାଦରକୁ ଘୋଡେଇ ହେଇଯାଅ୤ ତା ଚାଦରରେ ଆଂଏ ଦୁଇଜଣ ଘୋଡେଇ ହୋଇ ବସିଥିଲୁ୤ ଭୁଲରେ ମୋ ହାତ ତା କାନ୍ଧ ପଖକୁ ବାଜିଗଲା ପରେ ସେ ଜୋରରେ ହସିଦେଇ କହିଲା, ଏଇ ମୋତେ କୁତୁକୁତୁ କରନି୤ ମୋତେ ମଉକା ମିଳିଗଲା ଆଊ ମୁଁ ଜାଣି ଜାଣି ତାକୁ କୁତୁକୁତୁ କରିବାକୁ ଚାହିଁଲି, ସେ ମନା କଲା ଏମିତି ହେଉ ହେଉ ଆମେ ଦୁଇଜଣ ପରସ୍ପରକୁ ଜାବୁଡ଼ି ଧରିଲୁ୤ ଚାଦର ଭିତରର ଉଷୁମ ପାଗକୁ ପ୍ରିୟଙ୍କାକୁ ଜାବୁଡ଼ି ଧରିବା କଥା ମନକୁ ଆସୁ ଆସୁ ମୋ ବାଣ୍ଡ ପୁରା ଠିଆ ହେଇ ଧକ୍ ଧକ୍ କଲାଣି୤ ପ୍ରିୟଙ୍କା ବି ମୋ ବାହୁକୁ ଜାବୁଡ଼ି ଧରି ମୋ କାନ୍ଧରେ ମୁଣ୍ଡ ଥୋଇଦେଇଥିଲା୤ ଅନ୍ଧାର ହୋଇ ଆସୁଥିଲା୤ ଆମ ପାଖ ସିଟରେ କେହି ବସିନଥିଲେ୤ ମୁଁ ପ୍ରିୟଙ୍କାର ମୁହଁକୁ ଉପରକୁ କରିଦେଲି, ସେ ମୋତେ ଚାହିଁଲା ଆଊ ଆହି ବୁଜିଦେଲା୤ ମୁଁ ତା ଓଠ ଉପରେ ନିଜ ଓଠ ଥୋଇଦେଲି୤ ସେ ନିଜ ଓଠକୁ ମେଲେଇ ଦେଲା ଆଉ ମୋ ଜିଭ ତା ପାଟିରେ ପଶିଗଲା୤ ସେଇଠି ସେ ମୋ ବେକକୁ ଧରି ମୁହଁକୁ ତା ଆଡ଼କୁ ଟାଣିଲା ଆଉ ମୋ ଜିଭକୁ ଚୋଷିଲା୤ ଆହ୍ ଯାହା ଆଶା କରୁଥିଲି ଟାହା ଏବେ ମୋତେ ମିଳୁଥିଲା୤


Comments