ଶନିବାର ରାତି, ଆଶୁତୋଷ ଅଫିସରୁ ଫେରିବା ପରେ ଟିଭି ଧରି ବସିଗଲେ ଆଜିକାଲି ବୁଢ଼ା ହେଇଗଲେଣି ଆଉ ଜମା ରୋମାଣ୍ଟିକ୍ ଲାଗୁନାହାନ୍ତି ଯେତେ ଗୋଳେଇ ହେଲେ ବି କେବେ କୁଣ୍ଢେଇ ଧରୁନାହାନ୍ତି କି ଗେଲ କରୁନାହାନ୍ତି, ଆଉ ସେକ୍ସ୍... ଅନେକ ମାସ ହେଇଗଲା ଆଦୌ ହୋଇନି ଜାଣିଛି ସେ କାମରେ ବ୍ୟସ୍ତ ରହୁଛନ୍ତି ଆଉ ଅନେକ ଚିନ୍ତା ତାଙ୍କ କାମରେ ଆଉ ଆମ ସଂସାର ଚଳେଇବାରେ, କିନ୍ତୁ ତା ବୋଲି, ଆମର କିଛି ତ ସମୟ ପରସ୍ପର ପାଇଁ ରହିବା ଦରକାର ନା, ସେ ସବୁ ଆଉ ହଉନି ବାହାହେବା ବେଳେ ଏମିତି ପାଗଳ ଥିଲେ ଯେ ଦିନ ନାଇଁ ରାତି ନାଇଁ, ଜମା ଶୋଇ ଦେଉନଥିଲେ ଏବେ ଦୁଇଟା ପିଲା ହୋଇଗଲା ପରେ ମୁଁ ଅଲୋଡ଼ା ହୋଇଗଲି ପିଲାମାନେ ଖାଇଦେଇ ଶୋଇବାକୁ ଗଲେ ମୁଁ ଆସି ଆଶୁଙ୍କ ପାଖରେ ବସିଲି ସେ ଟିଭି ରିମୋଟ୍ ମୋତେ ବଢ଼େଇ ଦେଇ କହିଲେ, ନିଅ ଯାହା ଇଚ୍ଛା ଦେଖ ମୁଁ କହିଲି ନାଇଁ ତମେ ଦେଖ ମୁଁ ତମ ପାଖରେ ବସିବି ସେ ନ୍ୟୁଜ୍ ଚ୍ୟାନେଲ୍ ଦେଖୁଥିଲେ ମୁଁ ତାଙ୍କ କାନ୍ଧରେ ମୁଣ୍ଡ ଥୋଇଦେଇ ବସିଗଲି
କିଛି ସମୟ ପରେ ସେ ଚ୍ୟାନେଲ୍ ବଦଳାଇଲେ ଆଉ ସିନେମା ଲଗେଇଲେ ସେଇଠି ରୋମାଣ୍ଟିକ୍ ସିନ୍ ଦେଖିବା ପରେ ମୁଁ ତାଙ୍କ କାନକୁ ଚୁମା ଦେବା ଆରମ୍ଭ କରିଲି, ସେ ଉହୁଁ କହି ଉଠି ଚାଲିଯାଉଥିଲେ, ହାତ ଧରି କହିଲି, ବସୁନ କାହିଁକି ଉଠିପଡ଼ିଲ ସେ ସବୁଦିନ ଭଳି କହିଲେ, ଯାଉଛି ଶୋଇବି ମୁଁ କହିଲି, କୋଉ କାଲି ଅଫିସ୍ ଯିବ କି? ସେ ବସି ପଡିଲେ କିନ୍ତୁ ଗେଲ କଲେ ବିରକ୍ତ ହେଉଥିଲେ ମୋତେ ରାଗ ଲାଗିଲା କହିଲି, ଯଦି ଗେଲ କରିଦେଲେ ଏତେ ଖରାପ ଲାଗୁଚି ବାହା ହଉଥିଲ କାହିଁକି?
ସବୁଦିନ ତମର ଏଇ ନାଟକ ଆଜିକାଲି ମୋତେ ଦେଖୁନ କି ଗେଲ ବି କରୁନ ସେ କିଛି କହିଲେନି, କିନ୍ତୁ ବିରକ୍ତ ହେଲେନି ଆମେ ବସି ଟିଭି ଦେଖୁ ଦେଖୁ ମୁଁ ତାଙ୍କୁ ଗରମ କରିଦେଲି ଆଉ ଟିଭି ରୁମରେ ପଡ଼ିଥିବା ସୋଫା ଉପରେ ହିଁ ସେ ମୋ ସହ ସେକ୍ସ୍ କରିଲେ ବୋଧହୁଏ ଦୁଇ ମାସ ପରେ ହେଇଥିବ ଯାହା ବି ହଉ, ଆଉ ଆଗ ଭଳି ମଜା ଆସୁନଥିଲା ସେଇ କଥା କହିବା ପରେ ସେ କହିଲେ, ମଜା ତ ଆସୁନି ଆଉ ଜିଦ୍ କରୁଛ କାହିଁକି? ମୋତେ ରାଗ ଲାଗିଲା କହିଲି, ଏମିତି କରିଲେ କାଳେ ଭଲ ଲାଗିବ ବୋଲି କରୁଛି ତମେ ମତେ କେବେ ଏସ୍କାଇଟେଡ୍ କରୁନ ମୋର କି ଦୋଷ? ସେ ଟିଭି ବୁଲଉଥିଲେ କହିଲି କିଛି ଇଙ୍ଗ୍ଲିଶ୍ ରୋମାଣ୍ଟିକ୍ ଫିଲ୍ମ୍ ନାହିଁ? ସେ ଚ୍ୟାନେଲ୍ ବଦଳାଉ ବଦଳାଉ ଗୋଟିଏ ସ୍ଥାନରେ ଅଟକି ଗଲେ, ସେଇଠି ଗୋଟିଏ ସିନେମାରେ ଗୋଟିଏ ହଲ୍ରେ ଦୁଇଟା କପଲ୍ ଏକାଠି ବସି ଚୁମାଚାଟୀ କରୁଥିଲେ ସେ ଚ୍ୟାନେଲ୍ ବଦଳାଉଥିଲେ କହିଲି, ଥାଉ କେତେ ରୋମାଣ୍ଟିକ୍ ଲାଗୁଛି ଦେଖ ସେ କହିଲେ, ଏଇଟା ସ୍ବାପିଂ ମୁଁ ସ୍ବାପିଂ ବିଷୟରେ ଜାଣିଥିଲି କହିଲି, ଓଃ... ଆଉ କିଛି କହିଲିନି ସେ କହିଲେ ବଦଳାଇବି? ମୁଁ କହିଲି, ଦେଖୁନ ସେମାନେ କଣ କରୁଛନ୍ତି, କାଳେ ତମକୁ ଆଉଥରେ ମୁଡ୍ ହେବ ସତକୁ ସତ ସେଇ ସିନେମା ଦେଖିବାପରେ ଆଶୁଙ୍କ ମୁଡ୍ ପୁଣିଥରେ ହେଇଗଲା ଆଉ ସେଇ ରାତିରେ ଦ୍ବିତୀୟ୍ୟ ଥର ଆମେ ସେକ୍ସ୍ କରିଲୁ ଏଇଟା ମୋ ପାଇଁ ଆଶ୍ଚର୍ଯ୍ୟର ବିଷୟ ଥିଲା କାରଣ ଅନେକ ବର୍ଷ ହେଇଗଲାଣି ଆଶୁ ଆଉ ମୁଁ କେବେ ଦିନରେ ଦୁଇଥର ସେକ୍ସ୍ କରିନଥିଲୁ ବୋଧହୁଏ ମୋ ବଡ଼ପୁଅ ଜନ୍ମ ହେବାପରେ ସେ ସବୁ ବନ୍ଦ ହୋଇଗଲା
ସେଦିନ ଶୋଇବାକୁ ଗଲାବେଳେ ଆମେ ସେକ୍ସ୍ ବିଷୟରେ କଥା ହେଉଥିଲୁ ପଚାରିଲି, ଆଜି କେମିତି ଦୁଇ ଦୁଇଥର ତମର ମୁଡ୍ ହେଇଗଲା ସେ ମୋତେ ଚିଡ଼େଇ କହିଲେ କାହିଁ ତମର କଣ ମନ ନଥିଲା କି? ତାପରେ ସ୍ବାପିଂ ବିଷୟରେ କଥା ପଡ଼ିଲା ସେ କହିଲେ, ସେଇ ସିନ୍ ଦେଖି ମୁଡ୍ ହେଇଗଲା ମୁଁ କହିଲି ଏମିତି କଣ ଗୋଟିଏ ସ୍ଥାନରେ ସେକ୍ସ୍ କରି ହେବ? ଲାଜ ଲାଗିବନି? ସେ କହିଲେ, ନା ଏ ସବୁ ତ ହେଉଛି ମୁଁ କହିଲି, ହଁ ସିନେମାରେ ହଉଥିବ ସେ କହିଲେ, ନା ସତରେ ହେଉଛି ତାପରେ କେରଳରେ ଜଣେ ଓଡ଼ିଆ ସେନାବାହିନୀ ଅଫିସର କେମିତି ନିଜ ସ୍ତ୍ରୀଙ୍କୁ ନେଇ ସ୍ବାପିଂ କରୁଥିଲେ ସେଇ କାହାଣୀ କହିଲେ, ଏ ସବୁ ଶୁଣିବା ପରେ ମୋତେ ଭାରି ଏକ୍ସାଇଟେଡ୍ ଲାଗୁଥିଲା
ସେଦିନ ଗେଲ ହେଇ ଶୋଇବା ବେଳକୁ କହିଲି, ସେମାନେ କେତେ ଏଞ୍ଜୟ୍ କରୁଥିବେ ନାଇଁ? ଆଶୁ କହିଲେ, ତମେ କରିବ କି? ମୁଁ ପଚରିଲି? ମାନେ? ସେ କହିଲେ, ଏଟି ବି ହେଉଛି ତମେ କରିବ କହିଲେ, ସ୍ବାପିଂ ପାଇଁ କପଲ୍ ମିଳିବା କଷ୍ଟ୍ ହେବନି ମୁଂ କହିଲି, ହେ ଏମିତି ମୋତେ ବୋକା ଭାବିଛ ନା କଣ? ସେ କହିଲେ, ନା ସତରେ ହଉଛି ଭୁବନେଶ୍ବରରେ ଅଛନ୍ତି ଅନେକ କପଲ୍, ସେମାନେ ସ୍ବାପିଂ କରନ୍ତି କେମିତି କରନ୍ତି ସେ ବିଷୟରେ ସେ ମୋତେ କହୁଥିଲେ ଆଊ ମୋ ନିଦ ଭାଙ୍ଗିଗଲା କିଛି ସମୟପରେ ସେ ମୋତେ କହୁ କହୁ ଶୋଇପଡ଼ିଲେ ଆଉ ମୋ ନିଦ ଭାଙ୍ଗିଗଲା ମୁଁ ଉଠି ବସିଲି ଆଊ ମୋବାଈଲ୍ ଧରି ଏଇ ବିଷୟରେ ରିସର୍ଚ୍ଚ କରିବାକୁ ଲାଗିପଡ଼ିଲି
Comments
Post a Comment