Smita my college lesbian friend - II

 ସ୍କୁଲରେ ପଢୁଥିବା ସମୟରୁ ହିଁ ମୋତେ ଝିଅଙ୍କ ପ୍ରତି ଆକର୍ଷଣ ଆରମ୍ଭ ହୋଇଗଲା୤ ଧିରେ ଧିରେ ମୁଁ ସବୁବେଳେ ଝିଅଙ୍କ ମେଳରେ ଥିବା ବେଳେ ସେମାନଙ୍କୁ ଦେଖିବା, ସେମାନଙ୍କୁ ଛୁଇଁବାକୁ ଭଲ ପାଇଲି୤ ଏହାକୁ କେହି ଖରାପ ବୋଲି ଭାବୁନଥିଲେ୤ କାରଣ ମୁଁ ବି ଝିଅଟେ ଥିଲି୤

ଥରେ ଆମ ସ୍କୁଲର ଗୋଟେ ଟୋକା ମୋତେ ପ୍ରୋପୋଜ୍ ମାରିଲା୤ ସେଇଥର ମୁଁ କେଜାଣି କେମିତି ତାକୁ ହଁ କହିଦେଲି୤ ସେ ଭାରି ଖୁସି ହେଇଗଲା ଆଉ ଆମେ ମିଶି ସିନେମା ଦେଖିବାକୁ ଗଲୁ୤ ମୋ ସାଙ୍ଗମାନେ କହିଦେଇଥିଲେ ଯେ ସିନେମା ଗଲେ ପୁଅମାନେ ଦୁଷ୍ଟାମୀ କରନ୍ତି ବୋଲି, ତେଣୁ ମୁଁ ସ୍ବାଭାବିକ ବ୍ୟଭାର କରୁଥିଲି୤ ସିନେମାର ଅନ୍ଧାରରେ ସେ ଟୋକା ମୋ ଗାଲକୁ ଚୁମାଦେବା ପରେ ମୋ ଛାତିରେ ହାତ ପକେଇଲା୤ ସେତେବେଳକୁ ମୋ ଛାତି ପୁରା ଫ୍ଲାଟ୍ ଥିଲା୤ ସେ ଅନେକ ଚେଷ୍ଟା କରିବା ପରେ ବି ମୋ ଛାତିରେ କିଛି ପାଇଲାନି ବୋଲି ଦୁଃଖି ହେଇଯାଇଥିଲା୤ ତଥାପି ସେ ଚିମୁଟି ଦେବାପରେ ମୁଁ ତା ଗାଲକୁ ଚାପୁଡ଼ାଟିଏ ମାରିଦେଲି୤ ବାସ୍ ସେଇଟା ମୋର ଶେଷ ବୟଫ୍ରେଣ୍ଡ୍ ଥିଲା୤ କଲେଜ୍ ଜଏନ୍ ହେବାଯାଏଁ ମୋ ଛାତିରେ ମାଂସ ଜମା ହେଇନଥିଲା୤ ସବୁ ମୋତେ ଟମ୍ ବୟ୍ ବୋଲି କହୁଥିଲେ୤ ସେତେବେଳେ ବି କେହି ଟୋକା ମୋତେ ପ୍ରୋପୋଜ୍ କରିଲେ ନାହିଁ୤ ସେଇ ସମୟରେ ମୋତେ ଝିଅମାନଙ୍କ ସାଙ୍ଗରେ ମିଶିବାକୁ ଭଲ ଲାଗୁଥିଲା୤ କିଛି ଝିଅ ମୋ ବ୍ୟବହାର ପାଇଁ ମୋତେ ଦୁର୍ ଦୁର୍ ଭାଗ୍ ଭାଗ୍ କରୁଥିଲେ ହେଲେ କିଛି ଝିଅ ମୋତେ ବି ଭଲ ପାଉଥିଲେ, ସେଇ ସମୟରେ ମୋର ଫାଷ୍ଟ୍ ଲେସ୍ବିଆନ୍ ସେକ୍ସ୍ ବିଷୟରେ ଧାରଣା ହେଲା୤ ଆମ କଲେଜର ଗୋଟିଏ ଝିଅ, ମୋତେ ତା ଘରକୁ ଥରେ ଡାକି ନେଲା ଆଉ ସେଇଠି ସେ ମୋତେ ମୋବାଇଲରେ ଲେସବିଆନ୍ ସେକ୍ସ୍ କ୍ଲିପ୍ ଦେଖିବା ପରେ ଆମେ ଦୁଇଜଣ ନିଜକୁ କଣ୍ଟ୍ରୋଲ୍ କରି ପାରିଲୁ ନାହିଁ, ଆଉ ସେକ୍ସ୍ କରିଲୁ୤ ହେଲେ ବେଶି କିଛି ହେଲାନି୤ ମଜା ଲାଗିଲାନି୤ ତାପରେ ଅନେକ ଥର ମୁଁ ତା ଘରକୁ ଯାଇଛି, କିନ୍ତୁ ସବୁବେଳେ ସେଇ ଏକା ଅନୁଭବ ହେଲା୤ ମଜା ଲାଗିଲା ନାହିଁ୤ ଦିନେ ସେଇ କଥା ତାକୁ କହିଲି, ସେ କହିଲା ତୋ ମୁଣ୍ଡ ଖରାପ ହେଇ ଯାଇଛି୤ ମୋତେ ତ ଭଲ ଲାଗୁଛି, ତତେ  ହିଁ ଲାଗୁନି କହିଲେ ତୋ ମୁଣ୍ଡ ଖରାପ୤ ତାପରେ ତା ସହ ମୋର କଟି ହେଇଗଲା୤

ଏହାପରେ ଦୁଇବର୍ଷ କେମିତି ବିତିଗଲା ଜଣାପଡ଼ିଲା ନାହିଁ୤ ସେକଣ୍ଡ୍ ୟିଅରରେ ଯେତେବେଳେ ଏଣ୍ଟ୍ରାନ୍‌ସ୍ ପାଇଁ ପଢିଲି, ସେତେବେଳେ ଏ ସବୁ ବିଷୟ ଆଉ ମନକୁ ଆସିନଥିଲା୤ 

ଏଇ କଲେଜ ଜଏନ୍ କରିବାପରେ ଯେତେବେଳେ ପ୍ରଥମ ଥର ମୋତେ ହଷ୍ଟେଲରେ ରହିବାକୁ ପଡ଼ିଲା, ସେତେବେଳେ ମୋ ରୁମ୍ ମେଟ୍ ଥିଲା ନିମ୍ମି୤ ମୁଁ ତାକୁ ଦେଖୁ ଦେଖୁ ତା ପ୍ରେମରେ ପଡ଼ିଗଲି୤ ସେ ଦେଖିବାକୁ ବହୁତ ସୁନ୍ଦର ଥିଲା ଆଉ ବ୍ୟବହାର ବହୁତ ଭଲ୤ ପ୍ରଥମେ ହଷ୍ଟେଲ୍ ରୁମରେ ସେ ଦିନେ ପୋଷାକ ବଦଳାଉଥିବା ବେଳେ ତାକୁ ଦେଖି ମୋତେ ଭାରି ଇଚ୍ଛ ହେଲା ତାକୁ କିସ୍ କରିବା ପାଇଁ, ଭିଡ଼ି ଧରିବା ପାଇଁ, ଆଉ ସେଇ କଥା ମୁଂ ତାକୁ କହିଲି୤ ସେ ହସିଦେଲା କିନ୍ତୁ କିଛି କହିଲାନି୤ ମୋତେ ସାହାସ ହେଲା, ୟା ପରେ ଯେବେ ବି ଆମେ କଲେଜ୍ ଯିବାପାଇଁ ରେଡ଼ି ହେଉ, ସେତେବେଳେ ସେ ବ୍ରା ପିନ୍ଧିବା ବେଳେ ମୁଁ ତା ବ୍ରା ପିନ୍ଧେଇ ଦେବା କଥା କହି ତା ଛାତିକୁ ହାତରେ ମାପେ ଆଉ ଧିରେ ଛିପି ଦେଇଥାଏ, ସେ ବି ଏଞ୍ଜୟ୍ କରୁଥିଲା୤ ଦିନେ କହିଲି, ନିମ୍ମି ଆଇ ଲଭ୍ ୟୁ୤ ସେ ବି ମୋତେ ଆଇ ଲଭ୍ ୟୁ ବୋଲି କହିଲା, ହେଲେ ସେ ଲଭ୍ କୁ ପ୍ରେମ୍ ବୋଲି ଭାଉନଥିଲା୤

ଥରେ ଫାଷ୍ଟ୍ ୟିଅରରେ ତା ଦେହ ଖରାପ ହେଇଥିଲା, ଜ୍ବର ପାଇଁ ତାକୁ ଧରି ମୁଁ ହସପିଟାଲ୍ ଯାଇଥିଲି୤ ସେଇଠି ପୁରା ରାତି ତା ଗୋଡ଼ ପାଖରେ ବସି ତା ଗୋଡ ଘଷିଦେଲି ଆଉ ସେବା କରିଲି୤ ପରଦିନ ସେ ବଦଳି ଯାଇଥିଲା୤ ସେ ରୁମରେ ରେଷ୍ଟ୍ କରୁଥିଲା ଆଉ ମୁଁ କଲେଜ୍ ଚାଲି ଆସିଥିଲି୤ ସନ୍ଧ୍ୟାରେ ରୁମକୁ ଗଲାବେଳକୁ ସେ ପୁରା ଫିଟ୍ ହେଇ ଯାଇଥିଲା, ଆଉ ମୋତେ ଦେଖି ମୋତେ ଆସି ଭିଡ଼ି ଧରିଲା ଆଉ ମୋ ଗାଲରେ ଚୁମା ଦେଲା, ହେଲେ ମୁଁ ମୁହଁ ବୁଲେଇ ଦେଲି ଆଉ ଆମ ଓଠ ଏକ୍ ହୋଇଗଲେ୤ ସେ କିନ୍ତୁ ଅଟକିଲା ନାହିଁ୤ ମୋତେ କିସ୍ କରିବାକୁ ଲାଗିଲା୤ ବାସ୍ ସେଇଦିନ ଆମ ବନ୍ଧନ ସୁଦୃଢ଼ ହୋଇଗଲା୤ 

ସେଦିନ ରାତିରେ ନିମ୍ମି ଆଉ ମୁଁ ପ୍ରଥମ ଥର ପୁରା ଲଙ୍ଗଳା ହେଇ ସେକ୍ସ୍ କରିଲୁ, ଆଉ ମୋତେ ବି ବହୁତ ଭଲ ଲାଗିଲା, ନିମ୍ମି ବି ଖୁସି ଥିଲା୤ ତା ପରେ ଆମ ସମ୍ପର୍କ ଏତେ ଗଭୀର ହୋଇଗଲା ଯେ, ଇଭେନ୍ ଖରାଛୁଟିରେ ବି ଆମେ ହଷ୍ଟ୍ରେଲରେ ରହୁଥିଲୁ, ଘରକୁ ଯିବାଉ ମନ ହେଉନଥିଲା୤ ପୁଜା ଛୁଟିରେ ସେ ଆମ ଘରକୁ ଆସୁଥିଲା ଆଉ ମୁଁ ତାଙ୍କ ଘରକୁ ଯାଉଥିଲି୤ ହେଲେ କେମିତି ଚାରିବର୍ଷ ବିତିଗଲା ଜଣା ପଡ଼ିଲାନି୤ ଏବେ ସେ ନିଜ ଘରକୁ ଚାଲିଗଲା୤ ଆଉ କିଛିଦିନ ପରେ ଚାକିରୀ କରିବ, ମୋତେ ଭୁଲିଯିବ୤ ତା ଘରେ ବାହାଘର କରିଦେବେ ବୋଲି ଆଗରୁ ସେଟିଂ କରି ରଖିଛନ୍ତି୤ ସେଇଥିପାଇଁ ସେ ଗଲାବେଳେ ମୋତେ ଭାରି ଖରାପ ଲାଗୁଥିଲା, କିନ୍ତୁ ଏବେ ଭାବୁଛି, ସେ ଚାହିଁଲେ ବି କଣ ମୋ ସାଙ୍ଗରେ ରହି ପାରନ୍ତା କି? ଆମ ସମାଜ ଏ ସବୁକୁ ସହଜରେ ଗ୍ରହଣ କରିବ କି? ନା୤ ତେଣୁ ଆଉ ଦୁଃଖ ଲାଗୁନି୤

ଆମେ କଥା ହେଉଥିଲୁ, ହଷ୍ଟେଲ୍ ବାର୍ଡେନ୍ ଦୁରରେ ଥାଇ କହିଲେ, ଆରେ ପିଲାମାନେ ରୁମ୍ ଭିତରକୁ ଯାଅ୤ ରାତି ଢେର୍ ହେଲାଣି୤ ବାହାରର ଲାଇଟ୍ ଲିଭିଗଲା୤


Comments