SEDUCED AND FUCKED MY BLACK BEAUTY RUBY - - PART 2

 ମୋ କାଳୀ ସୁନ୍ଦରୀ ରୁବିକୁ ପଟେଇ ଗେହିଲି -- ୨

ଦେହ ଓ ମନ ର ଅନେକ ଗଳ୍ପ ବହୁତ ଛୋଟ ଥାଏ। ହେଲେ ମୋର ପୂର୍ବ ଗଳ୍ପ ଗୁଡିକ ପ୍ରାୟ ଲେଖୁ ଲେଖୁ ବଡ ହୋଇଯାଏ । ଏ ଥର କିନ୍ତୁ ସିଧା ବିଷୟବସ୍ତୁ  ଉପରକୁ ଆସିଯିବା ସିଧା ସିଧା। 
ମୋର ଆଗ " ମୋ କାଳୀ ସୁନ୍ଦରୀ ରୁବିକୁ ପଟେଇ ଗେହିଲି" ର ୨ୟ ଭାଗ ମୋ ପ୍ରିୟ ପାଠକ ପାଠିକାଙ୍କ କାମନା ଉଦ୍ରେକ କରି ଉତ୍ତେଜନା ପ୍ରଶମିତ କରିବାକୁ ଗିହାଗେହି ପାଇଁ ଯୋଡି ଖୋଜିବାକୁ ବାଧ୍ୟ କରିବ ବୋଲି ମୋର ଆଶା। 

ଆପଣମାନଙ୍କୁ ପୂର୍ବ ଗପର ଟିକେ ଆଭାସ ଦେଉଛି, ରୁବି ଆଦରରେ ମୁଁ ତାକୁ ରୁବିନା ଡାକୁଚି, ହେଉଛି ତା ଭଡାଘରେ ଘରୋଇ ପରିବେଶରେ କିଛି ଆମଭଳି ବଛାବଛା ଗ୍ରାହକଙ୍କ ପାଇଁ ଟିକେ ସ୍ବତନ୍ତ୍ର ପ୍ରକାରର ଘରୁଆ ଟୋକୀ ଓ ଅଳ୍ପବୟସ୍କା ମାଇକିନିଆ ଯୋଗାଡ କରିଦେଉଥିବା ଆମର ବାନ୍ଧବୀ । ତାର ଛୁଆପିଲା ଘର ବୋଲି ବହୁତ ଜଗିରଖି ମଉକା ଦେଖି କେବେ କେମିତି ଏ ଧନ୍ଦା କରେ। ନିୟମିତ ନୁହେଁ। ଆଉ ମୁଁ ତାର ଜଣେ ଅତି ନିକଟର ଲୋକ ଭଳି।ମୁଁ ତାକୁ ଇନ୍ସୁରେନ୍ସ ବେପାରରେ ବି ସାହାଯ୍ୟ କରେ, ତା ପିଲାଛୁଆଙ୍କ ଦେହ ପା ହେଲେ ତାକୁ ଉପଦେଶ ଦିଏ। ଆଉ ସିଏ ମୋ ସହ ଫ୍ରି ହେଇ ସାରିଲା ପରେ, ମୋତେ ତାକୁ ଗେହିବାକୁ ପ୍ରବଳ ଇଚ୍ଛା ହେଲା ପରେ ମୁଁ କେମିତି ତାକୁ ସିଡିଉସ୍ କରି ସିଧାସଳଖ ଗେହିବାକୁ ସିଏ ରାଜି ନ ହେବାରୁ ତାକୁ କିପରି ବୈକଳ୍ପିକ ଯୌନ ସଂସର୍ଗ କରି ଉଭୟେ ସୁଖ ପାଇଥିଲୁ, ସେ ବିଷୟରେ ପୂର୍ବ ଲେଖାରେ ବର୍ଣ୍ଣନା କରିଚି। ପଢି ନ ଥିଲେ ପଢି ଉପଭୋଗ କରି ପାରିବେ। ଏବେ ପରବର୍ତୀ ପାହାଚ କିପରି ଚଢି ତାକୁ ଗଡେଇ ତଡେଇ ଗେହିଲି ସେ ଗରମାଗରମ କାହାଣୀ ଶୁଣନ୍ତୁ। 

ଢଗ ଶୁଣିଥିବେ ଓଡିଆରେ--

କାଳୀ କି ଗେହିବ ଗଡେଇ ତଡେଇ
      ଗୋରୀ କୁ ଗେହିବ ଠିଆ
ତନୁ ପାତଳୀକି ରାତିରେ ଗେହିବ
        ଦରାଣ୍ଡି ଦରାଣ୍ଡି ବିଆ


ଆଗରୁ ମୋ ରୁବିନାର ରୂପ ବର୍ଣ୍ଣନା କରିଚି। ଡେଙ୍ଗୀ ମଧ୍ୟମ ସ୍ବାସ୍ଥ୍ୟବତୀ ୩୨ ବର୍ଷ ବୟସ୍କା ଗୋଟିଏ ପିଲାର ମା, କାଲୀ ହୋ ତୋ କ୍ୟା ହୁଆ ଦିଲ୍ ବାଲୀ ହେ। ଏବେ ପ୍ରଥମ ଏନ୍କାଉଣ୍ଟର ପରେ ହ୍ବାଟସ୍ଅପ୍ ଚାଟିଂ ଖାଲି ସେକ୍ସ ବିଷୟକ ଥିଲା।ଆଉ ତାକୁ ଲଙ୍ଗଳା ଫଟୋ ଓ ବାଛି ବାଛି ଭିଡିଓ ସବୁ ପଠେଇ ତାର ମନକୁ ପୂରାପୁରି ଏତେ ସେକ୍ସୁଆଲି ଏଲର୍ଟ କରିଦେଲି ଯେ ଶେଷରେ ଦିନେ ସିଏ ମୋତେ ଫୋନରେ ଲାଜ ଲାଜ ହୋଇ କହିଲା-- ସାର୍। ଆପଣଙ୍କୁ ଦେଖିବାକୁ ମନ ହେଉଛି। ଆପଣ ସତରେ ରସିକପଣିଆରେ ମୋର ପ୍ରେମିକ ଜାଗା ନେଇ ସାରିଛନ୍ତି। ମୁଁ ଆଜି ଆପଣଙ୍କୁ ଗୋଟେ ପୁରୁଣା ଘଟଣା କହୁଛି। ମୋର ଜଣେ ଠିକ୍ ଆପଣଙ୍କ ପରି ଭାଇନା ଥିଲେ ଯାହାକୁ ମୁଁ ବହୁତ ପସନ୍ଦ କରୁଥିଲିି। ମୋର ପ୍ରଥମ ପ୍ରେମ ତାଙ୍କ ସହ। ଆମେ ବହୁତ ଦିନଯାଏ ଡେଟିଂ ଚାଟିଂ ଇତ୍ୟାଦି କଲା ପରେ ଦୂର୍ଭାଗ୍ଯ ଯେ ଶେଷରେ କିନ୍ତୁ ମୁଁ ଆଉ ଜଣଙ୍କ ସହ ବାହା ହେଲି।
ମୁଁ କହିଲି-- ଆଉ ତାଙ୍କ ସହ ତ ଫକିଂ ବି ହେଇଥିବ ନିଶ୍ଚୟ। 
ସେ କହିଲା--ନାଇଁ। ଯାହା ହେଉଛି ବାହାର କାମ।ବାହା ହେଇ ନ ଥିଲି ବୋଲି ଟୋକୀ ବେଳେ କାଳେ ପେଟରେ ପିଲା ରହିଯିବ ଡର ଥିଲା। ଏବେ ବି ଭାଇନା ଆସନ୍ତି।ବହୁତ ଗିଫ୍ଟ ଧରି ଆସନ୍ତି। ମୋତେ ବହୁତ ଭଲ ପାଆନ୍ତି।
ମୁଁ ପଚାରିଲି--ଏବେ ଆସିଲେ ତ ଗେହିବାକୁ ଦେଇଥିବ।
ଉତ୍ତରରେ ସେ ହଁ ଥରେ ଦୁଇଥର ମଝିରେ ତାଠୁ ଗିହା ଖାଇଛି ବୋଲି କହିଲା। ମୁଁ ଆଉ ତାକୁ କୋଉ ଛାଡୁଚି।ମୋ ଆଶା ପୂରଣ କରିବାକୁ ବାଧ୍ଯ କରି  ପ୍ରତିଶ୍ରୁତି ବିି ପାଇଗଲି ତା ଠାରୁ। ମୁଁ ଜାଣିଥିଲି ଯେ ମଉକା ମିଳିଲେ ଚଉକାା ମାରିିବାକୁ  ସୁଯୋଗ ମିଳିବ। ମୋ ଅନୁମାନ ସତ ହେବାକୁୁ ବେଶୀ ଦିନ ଲାଗିଲାନି।  ଠିକ୍ ତାର କିଛିଦିନ ପରେ ତା ସ୍ବାମୀ ବିଜିନେସ୍ କାମରେ ସପ୍ତାହେ ପାଇଁ ବାହାରକୁ ଗଲା ଓ ସେ ମୋତେ ସବୁଜ ସଂକେତ ଦେଲା। ମୁଁ ତା ଭିତରେ ପ୍ରଥମେ ଦିନେ ତାକୁ ଡାକିଲି ପାଖ ମାକ୍ସ ମଲ୍ କୁ ଯିବା ସପିଂ ପାଇଁ। ଆମେ ମଲ୍ ରେ   ତା ପସନ୍ଦ ଅନୁଯାୟୀ  ତା ପାଇଁ ଗୋଟିଏ ଧଳା ବେସ୍ ଉପରେ ସୁନ୍ଦର ପ୍ରିଣ୍ଟ ଫର୍ମାଲ୍ ଡ୍ରେସ୍ କିଣିଲୁ , ଆଉ ତା ପରେ ମୁୁଁ  ବାଧ୍ୟ କରି ତାକୁ ହଳେ ଡିଜାଇନର ବ୍ରା ପେଣ୍ଟି ସେଟ୍ କିଣିଦେଲି। ସବୁ ଗୁଡିକ ଦାମିକା ଓ ତାର ବହୁତ ପସନ୍ଦ  ଥିଲା, ସେ ଖୁସିହେଇ କହିଲା-- ସାର୍ ! ଆପଣ ବହୁତ ଦିଲଦାରିଆ ଲୋକ, ମୋତେ ବି  ଆଜି ଆପଣଙ୍କୁ  ନିହାତି ଖୁସି କରିବାକୁ ପଡିବ। ମୋ ଆଡେ ତେରିଛି ନଜର ମାରି କହିଲା-- ଦେଖିବା ଆଜି କଅଣ ହେଉଛି। ତା ପ୍ଳାନ୍ ଅନୁସାରେ ସିଏ ଘରକୁ ଯାଇ ଲଞ୍ଚ ପରେ ପୁଅକୁ ଶୁଆଇ ଦେଇ ମୋତେ ଯିବାପାଇଁ କଲ୍ କଲା। ମୁଁ ତା ପିଲା ପାଇଁ ଚକୋଲେଟ୍ ଓ ତା ପାଇଁ ଗାଙ୍ଗୁରାମ ରୁ ସମୋସା ଓ ଜଲେବି ସହ ଠିକ୍ ତିନିଟା ବେଳେ ତା ଘରେ ପହଞ୍ଚିଲି।

ଟ୍ରାଏଲ୍ ରୁମରୁ ବାହାରି ମୋତେ ସିଏ ଦେଖେଇଲା ବେଳେ ମୁଁ ଦେଖିଥିଲି , ତାକୁ ନୂଆ ଡ୍ରେସ୍ ଯୋଡି ବଢିଆ ମାନୁଥିଲା।ଆଉ ମୋ କହିବା ଅନୁସାରେ ସିଏ ବି ନୂଆ ଡ୍ରେସ୍ ଟି ପିନ୍ଧି ମୋ ପାଇଁ  କବାଟ ଖୋଲିଲା ବେଳେ ତାର ଅସଜଡା କୁଞ୍ଚୁକୁଞ୍ଚିଆ ବାଳ କେରାଏ  ମୁହଁ ଉପରେ ପଡିଥିବା ଯୋଗୁଁ ସେ ବେଶରେ ଆହୁରି ସୁନ୍ଦରୀ ଦିଶୁଥିଲା। ମୋ ଆଖିରେ ତ ତାକୁ ଲଙ୍ଗଳା କରି ଗେହିବାର ନିଶା ଘାରିଥାଏ। ସିଧାସଳଖ ବେଡରୁମ୍  କୁ ଯାଉ ଯାଉ ବାଟରେ ମୁଁ ତାକୁ ପଛରୁ ଦୁଇଦୁଧକୁ ମୁଠେଇ ତା ବେକ ପଛଆଡେ ଚୁମିବା ଆରମ୍ଭ କରିଦେଲି। ସେ ବି ମୁହଁ ବୁଲେଇ ତା ଓଠଦୁଇଟିକୁ ମୋ ପାଟିରେ ଜାକି ଦେଲା। ଆଉ ମୁଁ ଅତି ସରାଗରେ ତାର ତଳ ଓଠକୁ ଚୋଷି  ତା ବେକ, କାନର ଲତିକୁ ବି ଚୁମି କ୍ରମେ କ୍ରମେ ତାକୁ ମୋ ଦେହସହ ଚାପି ଜାବୁଡି ଧରୁଥିଲି, ଆଉ ତାର ସବୁ ଆକର୍ଷକ ଅଂଗ ପିଚା, ଦୁଧ, ଜଙ୍ଘ ଅଣ୍ଡାଳି ପକଉଥିଲି  । ରୁବିନା ମୋତେ ଚୁମା ଦେଉ ଦେଉ  ହସି ହସି କହିଲା -- ଚାଲ। ବେଡକୁ ଚାଲ। ଯୋଉ କାମପାଇଁ ଏତେ ଆଗ୍ରହ ତୁମର, ଦେଖିବି କଅଣ କରୁଚ। ପୁଅ ଉଠିଲା ପୂର୍ବରୁ କାମ ସାରିବାକୁ ପଡିବ। ତା ପରେ ନାସ୍ତା  କରିବା ସଂଜକୁ। 

ଆମେ ତା ପରେ ପରସ୍ପରର ଡ୍ରେସ୍ ଖୋଲିବାରେ ଲାଗିଲୁ। ଆଉ  ଡ୍ରେସ୍ ଖୋଲିଲା ପରେ ଏବେ ତାକୁ ମୁଁ ଆଉ ଏକ ଅତି ଆକର୍ଷକ ବେଶରେ ମୋ ପସନ୍ଦର  ନୂଆ ବ୍ରା ଓ ପେଣ୍ଟିରେ ଦେଖିଲି। ମୁଁ ନିଜେ ବି ମୋର ସ୍ଳିମ୍ ବଡିରେ କେବଳ ଚଡି ରେ ତା ସାମନାରେ ଥିଲି। ନୂଆ 34 D ବ୍ରାର କପ୍ ରେ ଟେକି ରହିଥିବା ମଧ୍ୟ ବୟସ୍କା ବଡ ବଡ ଦୁଧକୁ ବ୍ରା ସହ ଚିପି ଚିପି ଓ ଦୁଧଭୁଣ୍ଡିକୁ ଦଳି ଦଳି ତାକୁ  ଏଥର ଗେଲ କରିବାକୁ ଲାଗିଲି। ତା ହାତ ବି ସେତେବେଳେ ମୋ ଚଡି ଭିତରେ ପଶି ମୋ 6" ର ବୟସ୍କ ବାଣ୍ଡକୁ ସାଉଁଳେଇ ପରଖୁଥିଲା କେତେ ଦମ୍ ଅଛି ତାର, ଗିହା ଖାଇ ଖାଇ ଢିଲା ହେଇଯାଇଥିବା ତାର ପୋଖତ ବିଆରେ ହଲଚଲ ମଚେଇବାକୁ।କିନ୍ତୁ ଏଇଠି କହିରଖେ ଯେ କୌଣସି ମାଇକିନିଆକୁ ଗେହି ସନ୍ତୁଷ୍ଟ କରିବା ପାଇଁ ବାଣ୍ଡର ସାଇଜ୍ ର ଯେତେ ଗୁରୁତ୍ବ,  ଫୋର୍ ପ୍ଳେ ବା ରତିକ୍ରୀଡାର କଳା କୌଶଳ ତା ଠାରୁ ବହୁତ ବେଶୀ ଗୁରୁତ୍ବପୂର୍ଣ। ମାଇକିନିଆଙ୍କୁ ଗେଲ , ଚୁମା , ଚିପା ଦଳା ଓ ସ୍ବତନ୍ତ୍ର ଜାଗା ଗୁଡିକରେ ସ୍ପର୍ଶ କରି ଉତ୍ତେଜିତ କରି ପାରିଲେ , ସେମାନେ ପୂରାପୁରି ଯୌନ ତୃପ୍ତି ପାଇ ତୁମକୁ ପସନ୍ଦ କରିବେ। ତେଣୁ ଆଉ ସମୟ ନ ନେଇ ମୁଁ ତାର ଡିଜାଇନର ବ୍ରା ଉତାରି ତାକୁ ଅର୍ଦ୍ଧ ନଗ୍ନ କରି ଖଟରେ ଗଡେଇ ପକେଇଲି ଓ ପ୍ରଥମେ ତାର କପାଳ ଠାରୁ ଚୁମିବା ଆରମ୍ଭ କରି କାନରଲତି କାମୁଡି ଗାଲ ,ଓଠ ,କାନ୍ଧ, ବେକ, ଦୁଇ କାଖସନ୍ଧି ,ଦୁଇଦୁଧ ଓ ଦୁଧ ଭୁଣ୍ଡି ଯାଏ ମୋର ଉଷ୍ମ ସ୍ପର୍ଶ ଦେଇ ଦୁଧ ଯୋଡିକୁ ସାନ ପିଲା ପରି ଚୋଷି ଚାଲିଲି।  ତା ଦୁଧ ଯୋଡିକ ବହୁତ ବ୍ୟବହାର ହେଇଥିବା ଯୋଗୁଁ ସ୍ବାଭାବିକ ଭାବେ ତଳକୁ ଓହଳି ରହିଥିଲେ ବି ତାର ନିମ୍ନାଂଶର ଆକୃତି ବହୁତ ଗୋଲ ଓ ଆକାରରେ ଏତେ ବଡ ଦିଶୁଥାଏ ଯେ ମୋର ମନଲାଖି ଯାଉଥାଏ ଓ ମୁଁ ତାକୁ ଅତି ଯତ୍ନରେ ଖାଇ , ତାର ଶକ୍ତ ସ୍ତନାଗ୍ରରେ ଜିଭରେ ବୁଲେଇ ମଝିରେ ମଝିରେ ହାଲୁକାରେ କାମୁଡି ଦେଉଥାଏ। ସେତେବେଳକୁ ମୋର ଅମାନିଆ ହାତ ଧୀରେ ଧୀରେ ତଳକୁ ଖସି ତା ଟାଇଟ୍ ଫିଟିଂ ଚଡ୍ଡି ଭିତରର ମୁଲାୟମ ଯୋନିଓଠକୁ ହାତମାରି ଅଣ୍ଡାଳୁଥିଲା। ମାଇକିନିଆଙ୍କ କାଖସନ୍ଧିର ଛୋଟଛୋଟ ବାଳ ଓ ଝାଳୁଆ ଗନ୍ଧ ଓ ବିଆର ଘଞ୍ଚ ବାଳ ମଝିରେ ଓଦାଳିଆ ରସର ଗନ୍ଧରେ ମୋର ବହୁତ ଆଗ୍ରହ। ଏଥର ଶେଷ ବସ୍ତ୍ର ଚଡି ବି ଉତାରି ତା ଉପରେ ତା କାଖତଳେ ହାତ ପୂରେଇ ତାକୁ ଜାବୁଡିଧରି ଆଉ ଟିକେ ତା ଦେହର କୋମଳତା ଅନୁଭବ କଲି।ମୋ ଚଡି ବି କଢା ସରିଥିଲା ତେଣୁ ଆମେ ଦୁହେଁ ପରସ୍ପରର ନଗ୍ନ ଶରୀରର ସବୁ ଅଂଗର ମାପ, ଆକାର ଓ ଉଷ୍ମତା ଉପଭୋଗ କରୁଥିଲୁ। ତାକୁ ଛାଡିଲା ପରେ ଏବେ ସିଏ ମୋ ବାଣ୍ଡକୁ ଧରି ହଲେଇଲା ଆଉ ମୁଁ ତାର ଦୁଧରୁ ତଳକୁ ତାର ପେଟ ଓ ନାଭିରେ ଚୁମା ଦେଇ ଦେଇ ତଳକୁ ତଳକୁ ଖସିଲି। ଏବେ ସୁବିଧା ପାଇଁ ଓଲଟା ବୁଲି ଯାଇ 69 ପୋଜ୍ କୁ ଆସିଗଲି। କାରଣ ତାକୁ ମୋ ବାଣ୍ଡକୁ ନ ଚୋଷିଲେ ବି ଖେଳେଇ ହଲେଇ ଗେହିବାକୁ ରେଡି କରିବାକୁ ପଡିବ। ଏ ପଟେ ମୁଁ ତାର ଖମ୍ବପରି ମୋଟା ଗୋଲ୍ ଓ ମସୃଣ ଜଙ୍ଘରୁ ଆରମ୍ଭ କରି ଧୀରେ ଧୀରେ ତା ବିଆରେ ଓଠ ଲଗାଇ ବାହାରୁ ବାହାରୁ ବିଆଓଠକୁ ଟିକେ ଚୋଷିବା ଆରମ୍ଭ କରି ଦେଲି। ଗେହିବା ନିଶାରେ ମସ୍ତ ଥିଲାବେଳେ ମାଇକିନିଆଙ୍କ ବିଆରେ ମୁହଁ ଲଗେଇବାକୁ ଜମା ଘୃଣା ଲାଗେନି। ହେଲେ ସିଏ ମୋତେ ମନାକରି ମୋ ମୁଣ୍ଡବାଳଧରି ଟେକି ଉଠେଇଲା। ମୁଁ କହିଲି--ଠିକ୍ ଅଛି। ମୁଁ ମୋ ଆଙ୍ଗୁଳିରେ ଯାହା ଖେଳ କରିବାର କରିଦେଉଛି।

ତା ପରେ ଅତି ସନ୍ତର୍ପଣରେ ତା  ମୁଲାୟମ  ବିଆରେ ଦୁଇଟି ଆଙ୍ଗୁଳି ପୂରେଇଲି।ବିଆ ରେ ଆଙ୍ଗୁଳି କଲାବେଳେ ମୁଖ୍ୟ କାମହେଲା କ୍ଳିଟୋରିସକୁ ଛୁଇଁ ଦଳିଦଳି ମାଇକିନିଆକୁ ପୂରାପୁରି ଗିହାଗେହି ପାଇଁ ଗରମ କରିବା। ଫିଙ୍ଗରିଂ କରିବା କାଇଦା ପ୍ରୟୋଗ କଲେ ଯେତେ ଥଣ୍ଡା ବା ଶକ୍ତ ଗିହା ଖାଇବା ମାଇକିନିଆ ବି ଚଞ୍ଚଳ ପାଣି ଖସେଇ ଦେବ। ଏ ସବୁ ହରକତ ବେଳେ ତାର ମୁଁହରୁ ଆନନ୍ଦସୂଚକ ଶୀତ୍କାର ଶୁଣି ଓ ତଳୁ ଚଉଡା ପିଚା ଟେକି ସହଯୋଗ କରିବା ଦେଖି ମୁଁ ତାକୁ ପଚାରିଲି-- ରୁବିନା ! ତମେ ଏନ୍ଜୟ  କରୁଛ ତ। ମଜା ଲାଗୁଛି ନା ନାହିଁ। ଅସ୍ଥିର ହୋଇ କହିଲା-- ବହୁତ ହେଲାଣି ମଜା ସାର୍। ଏବେ ମୋତେ ଭାରି ଜୋରେ ଇଛ୍ଛା ହେଲାଣି। ମୋ ବିଆରେ ଚଞ୍ଚଳ ତମର ଏଇ ମୂଷଳ ଟା ପୂରେଇ ମୋତେ ଭଲସେ ଗେହିଦିଅ । ଆଉ ଡେରି କରନି। ଦେଖୁନ ରଡ ପରି ଶକ୍ତ ହେଇ ଗଲାଣି। ମୁଁ ପୋଜିସନ ବଦଳେଇଲା ବେଳକୁ ସେ ଦୁଇଜଙ୍ଘ ମେଲା କରି ମୋ ବାଣ୍ଡକୁ ଠିକ୍ ସନ୍ଧିରେ ଲଗେଇ ମୋ ପିଚାକୁ ଭିଡିଲା ଓ ଗୋଟିଏ ଝଟକାରେ ମୋର ବାଣ୍ଡ ତା ବିଆରେ ପଶିଗଲା। ତା ପରେ ଚାଲିଲା ଆମର ଅସଲ କସରତ, ଯୌନାଙ୍ଗର ଗିହାଗେହି ବେଳର ଉପଭୋଗ୍ୟ ଅନୁଭବ ପାଇଁ ଉଭୟଙ୍କୁ ଖାଲି ଭିତର ବାହାର ନୁହେଁ ଚର୍ମ ଘର୍ଷଣ ଯଥେଷ୍ଟ ନୁହେଁ ତା ସହ ସମ୍ବେଦନଶୀଳ ଅଂଗ ଗୁଡିକ ର ଲେହନ, ଚୁମ୍ବନ ଓ ଚୋଷଣ ଆଦି ମଧ୍ୟ ଜରୁରୀ। ତେଣୁ ତା ଉପରେ ଟିକେ ଲେପଟେଇ ତାର ଦୁଧଭୁଣ୍ଡିକୁ କାମୁଡ ଦେଉ ଦେଉ ତାର ଓଠ ବେକ ଓ କାଖସନ୍ଧିରେ ବି ଅତି କାମ ଉଦ୍ରେକକାରୀ ଚୁମାଚାଟି ଚଲେଇଲି। ତାର ଶରୀରର ଚାଳନା ଦ୍ବାରା ସୂଚିତ  ଓ ମୁହଁରୁ ବାହାରୁଥିବା ଅତି ଉଲ୍ଲାସମୟ   ହୁଁ.....ହୁଁ....... ଆଃ..... ଆଃ.......ଶବ୍ଦ ଶୁଣି ମୁଁ ତାକୁ ଆହୁରି ଉତ୍ତେଜିତ କରିବା ଭଳି ତା କାନ ମୂଳରେ କହୁଥିଲି ---"  ଓଃ  ରୁବିନା ଡାଲିଂ ! ଲଭ୍ ଇଉ ... ଫକ୍ ଇଉ..... ତୁ ଗୋଟେ ମସ୍ତ ଗିହାଳିଆ ମାଲ୍.... ଆଜି ତୋ ବିଆରେ ମୋ ବୀର୍ଯ ଢାଳି ତୋତେ ପେଟରେ କରିଦେବି...... ତୋ ଦୁଧକୁ କାମୁଡି ଖାଇବି  ଉତ୍ତରରେ ସିଏ ବି କହୁଥାଏ -- ଦିଅ ତମ ପାକଳ ବାଣ୍ଡର ରସ ମୋ ଗର୍ଭରେ ଢାଳିଦିଅ..... କର ମୋତେ ଭଲସେ ଗେହି ଗେହି ହାଲିଆ କରିଦିଏ.... ମୁଁ ତମ ମାଇପ ବୋଲି ଭାବି ମୋତେ ଭଲଭାବେ ଗେହିନିଅ.....ଦେଖାଅ ତମ ର ଘଇତାପଣିଆ...... କେତେ ଦମ୍ ଅଛି ଦେଖେଇ ଦିଅ...... ତମ ବାଣ୍ଡର କେତେ ପାଣି ଅଛି ଦେଖିବି.........ଆଃ......ଆହୁରି ଜୋରେ କର.... ଖାଅ ମୋ ଦୁଇଦୁଧଟିକୁ ଚୋଷି ବଥା କରିଦିଅ।

ପ୍ରକୃତରେ ଆମେ ଦୁହେଁ ବହୁତ ଗରମ ହେଇ ଯାଇଥିଲୁ।
ପ୍ରାୟ ୧୦ ମିନିଟର ଗାଣ୍ଡି ନଚେଇ ଗିହାକୁ ସପୋର୍ଟ ଦେଉଥିଲା ପକ୍କା ଦାରିଙ୍କ ପରି, ସତରେ ବହୁତ ସେକ୍ସି ମାଇକିନିଆଟା, ବାହାର ଭିତର କରି ଚାଲିଥିଲି ମୁଁ ସେମିତି କାମୋଦ୍ଦୀପକ କଥାବାର୍ତା ଓ ଶୀତ୍କାରର ଭିତରେ। ଶେଷରେ ସିଏ ପାଟି କଲା  ଓଃ..... ଆଉ ଟିକେ ....ଆଃ....... ମୋର ଆସିଯିବ......ଉହୁଁ......କହି ଥରି ଉଠି ପାଣି ଛାଡିଲା ସିଏ। ମୋତେ ତା ବିଆ ଭିତରଟା ଓଦାଳିଆ ଲାଗିଲା। ମୁଁ ତାକୁ କହିଲି ମୋ ଦୁଧଭୁଣ୍ଡିକୁ ଟିକେ ସଲସଲ କରିବାକୁ । ଆଉ ତା ଫଳରେ ଅଳ୍ପ ସମୟ ପରେ ମୋର ପୂରା ଅଣ୍ଟା ତଳଟା କରେଣ୍ଟ ମାରିଲା ପରି ତା ବିଆ ଭିତରେ ମାଲ୍ ବାହାରିବା ବେଳେ ମୁଁ ତାକୁ ପଚାରିଲି--ଏବେ କାଢି ଆଣିବି କି। ସେ ବେଧଡକ କହିଲା-- ନାଁ ଭିତରେ ଛାଡ।ଭଲ ଲାଗିବ ତୁମକୁ ବି ମୋତେ ବି ସୁର୍ ସୁରି ଲାଗିବ। ମୁଁ ପିଲ୍ ଖାଇନେବି , ନ ହେଲେ ତୁମ ପିଲାର ମା ହେବି। ଏମିତିରେ ବି ଏବେ ମୋର ନିରାପଦ ସମୟ ଚାଲିଛି। ସପ୍ତାହେ ହେଲାଣି ମେନ୍ସ୍ ହେଇ। ଏବେ ରହିବନି।
କିଛି ସମୟ ଦୁଇଜଣ ସେଇମିତି ରହିଲୁ। ମୁଁ ତା ଉପରେ ହାଲିଆ ହେଇ ଶୋଇରହିଲି ।ତା ପରେ ଦୁହେଁ ଅଲଗା ହେଲୁ। ମୁଁ ମୋର ସୁକୁଟି ପିଲାଙ୍କ ନୁନୁ ପରି ହେଇ ଯାଇଥିବା ବାଣ୍ଡକୁ କାଢି ଆଣିଲା ପରେ ସିଏ ତା ଜଙ୍ଗ ମଝିରେ ଟାଓ୍ବେଲ୍ ଜାକି ବାଥରୁମ୍ ଦୌଡିଲା। ମୁଁ ତା ପରେ ସଫାସଫି ହେଲି । ତାକୁ ମୋର ଗେହିବାରେ ସିଏ କେତେ ସନ୍ତୁଷ୍ଟ ପଚାରିବାରୁ ସିଏ ମୋ ଗାଲରେ ଚୁମା ଦେଇ କହିଲା-- ତୁମକୁ ଆଜିଠାରୁ ମୋର ଜଣେ ଭଲ ରସିକ ପ୍ରେମିକ ବୋଲି ସ୍ବୀକୃତି ଦେଲି। ଆଜିଠାରୁ ତୁମର ଯେତେବେଳେ ମନ ହେବ ସୁବିଧା ପାଇଲେ ମୁଁ ତୁମ ଇଚ୍ଛା ନିଶ୍ଚୟ ପୂରଣ କରିବି। ତମର ଗେଲ କରିବା ଓ ସେକ୍ସ କରିବାର କାଇଦାରୁ ତୁମର ଅଭିଜ୍ଞତା ବିଷୟରେ ତୁମେ ଯୋଉ ମାନଙ୍କୁ ଏଠି କରିଛ ସେମାନେ କହିବାଟା ଠିକ୍ ବୋଲି ଜାଣିଲି।
ତା ପରେ ପରେ ସିଏ ତା ପିଲାକୁ ଉଠେଇଲା, ମୁଁ କିନ୍ତୁ ସମୋସା ଜଲେବି ଖାଇ ସଂଜଯାଏ ତା ସହ କଟେଇ ଆସିଲି। ଏବେ ବି ସେ ମୋର ଆଉ ଜଣେ ସେକ୍ସ ପାର୍ଟନର। ଆଉ ମୁଁ ତା ସହ ସେକ୍ସ ବହୁତ ଏନ୍ଜୟ କରେେ। 

Comments