ଓଡ଼ିଶା ବାହାରେ ରହିବାର ଅନେକ ବର୍ଷ ହୋଇଗଲାଣି ଅବଶ୍ୟ ପ୍ରାୟ ଓଡ଼ିଶା ଯିବା ଆସିବା ହୁଏ, କିନ୍ତୁ ଅଳ୍ପ ଦିନ ପାଇଁ ଆଉ ସେ ଭିତରେ ଘରର କାମ ସବୁ ଥାଏ ବାପା ବୋଉ କୁଆଡ଼େ ଯିବାକୁ ଦିଅନ୍ତି ନାହିଁ ତ ଘରେ ବସି ବସି ଦିନ ବିତିଯାଏ ହଠାତ୍ ଯେତେବେଳେ କୁନାମାମୁଁଙ୍କ ଝିଅର ବାହାଘର ଖବର ମିଳିଲା, ଭାବିଲି ଏବେ ଛୁଟି ନେଇ ଗଲେ ଏକାଠି ଅନେକ ବନ୍ଧୁଙ୍କୁ ଦେଖା ହେଇଯିବ ଘରେ ଜଣେଇବା ପରେ ବୋଉ ଭାରି ଖୁସି ହେଲା
ବିବାହ ପୂର୍ବରୁ ଆମେ ମାମୁଁଘରେ ପହଞ୍ଚି ସାରିଥିଲୁ ମୁଁ ସପ୍ତାହକ ପାଇଁ ଛୁଟି ନେଇ ଆସିଥିଲି ବାହାଘର ଗହଳିରେ ଆମେ ସବୁ ପିଲାଦିନ ସାଙ୍ଗ ଏକାଠି ହେଲୁ ସାନ ମାମୁଁଙ୍କ ପୁଅ ରବି, ଆଉ ବଡ଼ ପିଉସାଙ୍କ ପୁଅ ବିଟୁ ଆମେ ତିନିଜଣ ଏକାଠି କଲେଜ ପର୍ଯ୍ୟନ୍ତ ପଢ଼ିଥିଲୁ +୨ ପରେ ରବି ଓୟୁଏଟିରେ ପଢ଼ିଲା ଆଉ ବିଟୁ ଡେଣ୍ଟାଲ୍ କରିବା ପାଇଁ କଟକ ପଳେଇଲା ମୁଁ ଇଞ୍ଜିନିୟରିଂ କଲି ସେ ଯା ହେଉ ପଢ଼ା ସରିବା ପର୍ଯ୍ୟନ୍ତ ସବୁ କଣ୍ଟାକ୍ଟରେ ଥିଲୁ ତାପରେ ଚାକିରୀ ହେଇଗଲା ଆଉ ବାହାସାହା ହେଲାପରେ ଆଉ କାହା କଣ୍ଟାକ୍ଟ୍ ପାଇବା ସମ୍ଭବ ନଥିଲା ସୌଭାଗ୍ୟକୁ ଏଇ ବାହାଘରରେ ସମସ୍ତେ ଏକାଠି ହୋଇଥିଲେ
ମାମୁଁଙ୍କ ଘର ଠାରୁ ଅଳ୍ପଦୂରରେ ଗୋଟିଏ ଛୋଟିଆ ଘର ଥିଲା ସେଇଠି ଚାଷବିଲକୁ ଲାଗିଥିଲା ତା ପଛକୁ ପମ୍ପ୍ ହାଉସ୍ ଥିଲା ଆମେ ପିଲାଦିନେ ସେଇ ପାଣିରେ ଆସି ଗାଧୋଉଥିଲୁ ରବି ଆଉ ବିଟୁକୁ ଦେଖିବାପରେ ଆମେ ଅନ୍ୟମାନଙ୍କୁ ଅଲଗା କରିଦେଇ ସେଇ କୁଡ଼ିଆ ଆଡ଼କୁ ଯାଇ ପମ୍ପ୍ ପାଣିରେ ଗାଧୋଇଲୁ ପିଲାଦିନ ସ୍ମୃତି ଭାରି ମନେ ପଡୁଥିଲା ସେଇଠି ଗାଧୋଉଥିବା ସମୟରେ ବିଟୁ କହିଲା, “ଆବେ ତମେ ସବୁ ମନେ ରଖିଚ ଆମେ କଲେଜରେ ପଢୁଥିବା ସମୟରେ କଣ କରୁଥିଲେ?”
ଆମେ ଯେବେ କଲେଜ୍ ଜଏନ୍ କରିଥିଲୁ, ସେତେବେଳେ ଭୁବନେଶ୍ବରରେ ମେସ କରି ରହୁଥିଲୁ ସେଇ ସମୟରେ ଭୁବନେଶ୍ବରରେ ଗୋଟେ ହାୱା ଚାଲିଥିଲା ଆମେ ବାଚେଲର୍ ଥିଲୁ ଆମ ଆମର ଜଣେ ସାଙ୍ଗ ଥିଲା ସମୀର ସେ ଟୋକା ମାନଙ୍କ ସହ ସେକ୍ସ୍ କରୁଥିଲା ଗେ ସେକ୍ସ୍ ସେ ହିଁ ଆମ ମେସକୁ ଆସି ଆମକୁ ସେ ବିଷୟରେ କହିଥିଲା ତା ପରେ ଆମେ ବି ଟିକେ ପ୍ରାକ୍ଟିକାଲ୍ କରିବା ପାଇଁ ମନ କରିଥିଲୁ ଆଉ ଧିରେ ଧିରେ ପରସ୍ପରକୁ ମୁଠି ମାରିବା ଠୁ ଆରମ୍ଭ କରି ସେକ୍ସ୍ ପର୍ଯ୍ୟନ୍ତ ସବୁ କିଛି କରିଥିଲୁ ସେଇଟା ଆମ ପାଇଁ ରୁଟିନ୍ ହେଇ ଯାଇଥିଲା ପ୍ରାୟ ଅଧିକାଂଶ ସମୟ ସେଥିରୁ ଆମକୁ ଖୁସି ମିଳୁଥିଲା ଆମେ ସବୁ ଗାଁରୁ ଆସିଛୁ ବୋଲି ଆମ ସହ କେହି ମିଳାମିଶା ଏତେ କରୁନଥିଲେ, ତେଣୁ ଆମେ ତିନିଜଣ ଗଭୀର ଭାବରେ ପରସ୍ପର ସହ ବାନ୍ଧି ହୋଇ ଯାଇଥିଲୁ
+୨ ସରିବା ବେଳକୁ ଆମେ ସବୁ ଅଲଗା ହେଇ ସାରିଥିଲୁ ଅବଶ୍ୟ ଦେଖା ହେଉଥିଲା କିନ୍ତୁ ଅଉ ସେ ସବୁ କରିବାକୁ ମନ ହେଲାନି ପ୍ରକୃତରେ ସେ ସବୁ ପାଇଁ ସ୍ଥାନ ନଥିଲା କି ସୁଯୋଗ ସେ ଯା ହେଉ, ଆଜି ଅନେକ ବର୍ଷପରେ ସେ ସବୁ କଥା ମନେ ପଡ଼ିଲା ପରେ କେମିତି କେମିତି ଲାଗୁଥିଲା
ରବି କହିଲା, ‘ହଁ ବେ, ସେ ସମୟ ଭାରି ମସ୍ତ୍ ଥିଲା ମୁଁ ତ ଆଜିଯାଏଁ ଝୁରୁଛି ସେଦିନ ସବୁ ଭଲ ଥିଲା’ ମୁଁ କହିଲି, ‘ସତ କଥା ସେତେବେଳର ମସ୍ତି ଆଃ ଭାରି ଭଲ ଥିଲା ଦିନ ଚାଲିଗଲା ଭାଇ ଆଉ ଏ ସମୟ କାହିଁ?’ ବିଟୁ କହିଲା, ‘ଆବେ ତମେ ଦି ଜଣ କଲେଜ ଛାଡ଼ିବା ପରେ ଆଉ କେବେ ବି ସେ ସବୁ କରିନ?’ ଆମେ ଦୁଇଜଣ ମୁଣ୍ଡ ହଲେଇ ନାହିଁ ବୋଲି ଜଣାଇବା ପରେ ସେ ଖୁସି ହୋଇ କହିଲା, ‘ମୁଁ ବି କରିନି’
ଗାଧୁଆ ସରି ଆସୁଥିଲା ଆମେ ସବୁ ପୋଷାକପତ୍ର ଧରି ମାମୁଁଙ୍କ ଘର ଆଡ଼କୁ ଫେରୁଥିଲୁ, ରବି କହିଲା, ‘ଏଠି ସୁଯୋଗ ଅଛି, ଚାଲ ପୁଣିଥରେ ପୁରୁଣା ଦିନ ସବୁକୁ ମନେ ପକେଇବା’ ବିଟୁ ହସିଦେଇ କହିଲା, ‘ଆଉଥରେ ସେ ସବୁ କରିବା?’ ମୁଁ କହିଲି, ‘ଗ୍ରେଟ୍ ଆଇଡ଼ିଆ ମୁଁ ଏଥିରେ ରାଜି ହେଲେ... କେମିତି?’
ବିଟୁ କହିଲା, ‘ରାତିରେ ଆମେ ଏଇ ପମ୍ପ୍ ହାଉସ୍ ପାଖ ରୁମରେ ଶୋଇବା ବୋଲି କହିବା, ଆଉ କେହି ଆମକୁ ଡିଷ୍ଟର୍ବ୍ କରିବେନି’
ଆମେ ଯୋଜନା କରିଦେଇ ଘରକୁ ଫେରିଲୁ
Comments
Post a Comment