ସେଦିନ ହଠାତ୍ ଏମିତି ସମୁଦ୍ରକୂଳରେ ରାଜନ ସହ ଦେଖା ହୋଇଗଲା କଲେଜରେ ଆମେ ଏକାଠି ପଢୁଥିଲୁ ଆମ ସାଙ୍ଗମାନେ ସବୁ କିଏ କୁଆଡ଼େ ଚାଲିଗଲେ ହେଲେ ଆମ ଭଳି କିଛି ପିଲା ରହିଗଲୁ ନୂଆ ନୂଆ ଆମ ବାହାଘର ହୋଇଥିଲା ଆମେ ଚାରିଜଣ ସମୁଦ୍ରକୂଳରେ ବସି ଏମିତି କଥା ହେଉ ହେଉ ଚାକିରୀ ବେଉସା କଥା ପଡ଼ିଲା ଆମ ବାପାଙ୍କର ଲୁଗା ଦୋକାନ ଥିଲା ତେଣୁ ମୁଁ ସେଇଠି ତାଙ୍କୁ ସାହାଯ୍ୟ କରୁଥିଲି, ଆଉ ରାଜନ ବାପାଙ୍କର ରେଷ୍ଟୁରାଣ୍ଟ୍ ଗୋଟିଏ ଥିଲା ସବୁ ଭଲଥିଲା କଥା ହେଉ ହେଉ କହିଲି, ମୋତେ ଲୁଗ ଦୋକାନରେ ବସିବାକୁ ଭଲ ଲାଗୁନି, ରାଜନ କହିଲା, ଚାଲୁନୁ କଣ ଗୋଟେ ବିଜିନେସ୍ କରିବା ଆମେ ସେଇଠୁ ଫେରିବା ବେଳକୁ ନିଷ୍ପତ୍ତି ନେଲୁ ଯେ ଜିମ୍ ଗୋଟିଏ ଖୋଲିବୁ
ଅଳ୍ପ ପୁଞ୍ଜି ଖଟେଇ ଜିମ୍ ଖୋଲାଗଲା ମୋ ସ୍ତ୍ରୀ ରୁନା ଆଉ ରାଜନ ସ୍ତ୍ରୀ ସୀମା ଆମକୁ ସାହାଯ୍ୟ କରନ୍ତି ସବୁଦିନ ସନ୍ଧ୍ୟାରେ ଆମେ ଏକାଠି ଜିମରେ ରହୁ ଆଉ ନିଜେ ବି ବ୍ୟାୟାମ କରୁ ସୀମା ଭାରି ଫିଗର କନ୍ସିୟସ୍ ସେ ବହୁତ ବ୍ୟାୟାମ କରେ ସେ ଯାହେଉ ଆମ ଜିମ୍ ଭଲ ଚାଲିଥିଲା ଏଇ ସମୟରେ ଆମ ଘରେ ପିଲାଟିଏ ପାଇଁ ଜିଦ୍ କରିଲେ କଥା କଣ କି, ରୁନାର ବଡ଼ ଭଉଣୀ ବାହା ହେଇ ଚାରିବର୍ଷ ହେଇଗଲା ପରେ ବି ପିଲାଟେ ନଥିଲା ଆଉ ଡାକ୍ତର କହୁଥିଲେ ତାର କିଛି ହେଲ୍ଥ୍ ପ୍ରବ୍ଲେମ୍ ଅଛି, ତେଣୁ ସେ ଚାହୁଁଥିଲା ସେ କେମିତି ଶୀଘ୍ର ମାଆ ହେଇଯିବ ସୀମା ବି ବୁଝେଇଲା ଯେ ଏତେ ଶୀଘ୍ର କାହିଁକି ପିଲାଝିଲା କରିବ, ଏବେ ତ ଜୀବନକୁ ଉପଭୋଗ କରିବା ସମୟ ରାଜନ ବେଳେ ବେଳେ କହେ ସୀମା କେମିତି ସେକ୍ସ୍ ପାଇଁ ପାଗଳି ରୁନା କିନ୍ତୁ ପିଲା ପାଇଁ ଜିଦ୍ କରିଲା ଅଗତ୍ୟା ଆମେ ପିଲାପାଇଁ ଯୋଜନା କରିଲୁ
ଛଅମାସ ବେଳକୁ ରୁନା ଗର୍ଭବତୀ ହୋଇ ସାରିଥିଲା ଏଇ ସମୟରେ ଏକ ଦୁର୍ଘଟଣାରେ ରାଜନ ହଠାତ୍ ମୃତ୍ୟୁବରଣ କରିଲା ରାଜନର ବିୟୋଗରେ ଆମେ ସମସ୍ତେ ମର୍ମାହତ ହୋଇଗଲୁ ସୀମା ସେଦିନ ମୋତେ ଭିଡ଼ିଧରି ବହୁତ କାନ୍ଦିଥିଲା ସେଇଟା ପ୍ରଥମଥର ଥିଲା, ସୀମା ମୋତେ ଧରିବା ବା ମୁଁ ସୀମାକୁ ଛୁଇଁବାର ତଥାପି ମନରେ କେବେ ବି ତା ପାଇଁ ପାପ ଆସିନଥିଲା
ରାଜନର ମୃତ୍ୟୁପରେ ସୀମା ଏକା ହୋଇଗଲା ଆଉ ଜିମ୍ ଆସିଲା ନାହିଁ ରାଜନର ବାପା ସବୁ ବୁଝାବୁଝି କରୁଥିଲେ ମଧ୍ୟ ମୁଁ ମଝିରେ ମଝିରେ ରାଜନ ଘରକୁ ଯାଏ, ଜିମ୍ର ସବୁ ଲେଖାଲେଖି କଥା ବୁଝେଇ ଦେଇ ଆସେ ଦୁଇମାସ ପରେ ରାଜନର ବାପା ନିଜେ କହିଲେ ସୀମାକୁ ଯେ ଆଉ ଦୁଃଖ କରି ବସିଲେ ଚଳିବନି, ତେଣୁ ସେ ଜିମ୍ କଥା ନିଜେ ବୁଝୁ ଧିରେ ଧିରେ ସୀମା ଜିମ୍ ଆସିବା ଆରମ୍ଭ କରିଦେଲା ରୁନାର ସେତେବେଳକୁ ଆଠମାସ ଗର୍ଭ ତେଣୁ ସେ ଘରେ ରହୁଥିଲା ଜିମ୍ କଥା ସମ୍ପୂର୍ଣ୍ଣ ଭାବରେ ମୁଁ ଆଉ ସୀମା ହିଁ ବୁଝାବୁଝି କରୁଥିଲୁ
ମୋର ପୁଅଟିଏ ଜନ୍ମ ହେବାପରେ ସୀମା ତାକୁ ରାଜୁ ବୋଲି ନାଁ ବି ଦେଇଥିଲା ଆମ ପରିବାର ସବୁଠାରୁ ଅଧିକ ଖୁସି ଥିଲେ ରୁନା ଘରେ ବାନ୍ଧି ହୋଇଗଲା ଜିମ୍ ମଧ୍ୟ ସେତେବେଳକୁ ବହୁତ୍ ଉନ୍ନତି କରି ଚାଲିଥିଲା ଏଇ ସମୟରେ ଥରେ ଗୋଟିଏ କମ୍ପାନୀ ତରଫରୁ କୋଲକାତାରେ ମିଟିଂ ଥିଲା ବୋଲି ଆମକୁ ଯିବାକୁ ପଡ଼ିଲା ସେଇଟା ପ୍ରଥମ ଥର ଥିଲା ମୁଁ ଏକା ସୀମା ସହିତ ଯାଇଥିଲି ଆଗରୁ ରାଜନ ଆଉ ମୁଁ ସବୁ ମିଟିଂକୁ ଯାଉଥିଲୁ
କୋଲକାତାର ଯେଉଁ ଷ୍ଟାର୍ ହୋଟେଲରେ ଆମ ରହିବା ବ୍ୟବସ୍ଥା ହୋଇଥିଲା ସେଇଟା ଗୋଟିଏ ରୁମ ହୋଇଥିଲା, କାରଣ ସେମାନେ ଦୁଇଜଣଙ୍କ ଏକାଠି ରହିବା ବ୍ୟବସ୍ଥା କରିଥିଲେ ମୁଁ ଚାହୁଁଥିଲି, ଅଲଗା ରୁମ୍ ନେବାପାଇଁ କିନ୍ତୁ ସୀମା କହିଲା, ଥାଉ କାହିଁକି ନିଜେ ଅଧିକ ଖର୍ଚ୍ଚ କରି ରୁମ୍ ନେବା ମାତ୍ର ଦୁଇ ରାତିର କଥା ଚଳେଇ ନେବା
ମୋତେ ଭାରି ଅସହଜ ଲାଗୁଥାଏ ଯାହା ବି ହେଉ ରାଜନ ଆଉ ମୁଁ ପୁରୁଷ ଆମେ ଏକାଠି ରହୁଥିଲୁ, ଅସୁବିଧା ହେଉନଥିଲା ସନ୍ଧ୍ୟାରେ ମୁଁ ସଫାସଫି ହୋଇ ହାଫ୍ ପ୍ୟାଣ୍ଟ୍ ପିନ୍ଧି ରୁମ ଲବିରେ ବସି ଗରମ କଫି ପିଉଥିଲି, ସୀମା ବାଥରୁମରୁ ବାହାରି ଆସିଲା ତା ଆଡ଼କୁ ଚାହିଁଲି, କୌଣସି ସିନେମା ହିରୋଇନ୍ ଠାରୁ କମ ଶରୀର ସେ ପାଇନି ଲମ୍ବା ଆଉ ପତଳା, ଗୋରୀ ଆଉ ଦେହରେ ମାଂସ ସଠିକ ସ୍ଥାନରେ ସଠିକ୍ ମାତ୍ରାରେ ରହିଛି କାହିଁକି କେଜାଣୀ ତାକୁ ଦେଖିବା ପରେ ମୋତେ ସେଦିନ ହଠାତ୍ ମୋ ପ୍ୟାଣ୍ଟ୍ ଟାଇଟ୍ ହୋଇଗଲା ପରି ମନେ ହେଲା ମୁଁ ନିଜ ଧ୍ୟାନ ଟିଭି ଆଡ଼କୁ ବୁଲେଇ ନେଲି
କିଛି ସମୟପରେ ସୀମା ହଟ୍ ପ୍ୟାଣ୍ଟ୍ ଆଉ ଟାଇଟ୍ ଟପ୍ ପିନ୍ଧି ଆସି ମୋ ପାଖରେ ବସିଲା ମୁଁ କଫି କପଟିଏ ତା ଆଡ଼କୁ ବଢ଼େଇଦେଲି ସେ କଫି ପିଉ ପିଉ ମୋତେ ପଚାରିଲା, ତମେ ଅଲଗା ରୁମ୍ ନେବାପାଇଁ କାହିଁକି କହୁଥିଲ? ମୁଁ ସୀମାକୁ ଚାହିଁଲି, ସେ ବହୁତ ସୁନ୍ଦର ଦିଶୁଥିଲା ସେମିତିରେ ବି ସେ ଜିମରେ ଅଧିକ ସମୟ ରହେ ଆଉ ସବୁବେଳେ ବ୍ୟାୟାମ କରି କରି ପେଟ ବୋଲି ତାର କିଛି ନାହିଁ ଅଣ୍ଟା ବି ପତଳା ଆଉ ଛାତି ବହୁତ ସୁଡୋଳ କହିଲି, କାଳେ ତମକୁ ଏଠି କମ୍ଫର୍ଟ୍ ଫିଲ୍ ହେବ ନି ବୋଲି ଅଲଗା ରୁମ୍ ନେବା କଥା କହୁଥିଲି ସୀମା କହିଲା, ଏବେ ଆମେ ଦୁଇଜଣ ବିଜିନେସ୍ ପାର୍ଟନର୍, ସବୁକଥାରେ କମ୍ଫର୍ଟେବଳ ହେବାକୁ ପଡ଼ିବ ମୁଁ ଖାଲି ଆଁ କରି ଚାହିଁଥାଏ ସେ ପଚାରିଲା କଣ ଏମିତି ଦେକୁଛ? ମୁଁ କହିଲି, ତମେ ବହୁତ ସୁନ୍ଦର ସେ ହସିଦେଇ କହିଲା, ଥେଙ୍କ୍ ୟୁ ମୁଁ କହିଦେଲି, ତମ ଫିଗର ଦେଖିଲେ କିଏ ବି ତରଳି ଯିବ ସେ ପୁଣି ହସିଦେଇ କହିଲା, କାହିଁ ଏତେ ଦିନ ହେଲା ମୋତେ ଦେଖୁଛ ତମେ ତ ତରଳି ଯାଉନ? ମୁଁ କହିଲି, ଏତେଦିନ ଦେଖିଥିଲି ସିନା ଏତେ ପାଖରୁ ଦେଖିନଥିଲି ମୋ ପାର୍ଟନର୍ ଏତେ ସେକ୍ସି ବୋଲି ଆଜି ମନେ ହେଉଛି ସେ ହସିଦେଇ କହିଲା, କେମିତି ଜାଣିଲ? ମୁଁ କହିଲି...
Comments
Post a Comment