କରୋନା ପାଇଁ ବର୍ଷସାରା ଘରେ ରହି ରହି ମନ ଦୁଃଖ ହୋଇଯାଇଥିଲା ନୂଆବର୍ଷ ଆସିଲା ମୋ ସ୍ତ୍ରୀ ରାନୁ କହିଲା ଚାଲ କୁଆଡ଼େ ଯାଇ ବୁଲି ଆସିବା ମୁଁ ଯିବା ସପକ୍ଷରେ ନଥିଲି କିନ୍ତୁ ରାନୁ ବାଧ୍ୟ କରିବାପରେ ଆମେ ପୁରୀ ଯିବାପାଇଁ ଯୋଜନା କଲୁ ୩୦ ତାରିଖ ସନ୍ଧ୍ୟାରେ ପୁରୀରେ ପହଞ୍ଚିବାପରେ ଗୋଟିଏ ଭଲ ହୋଟେଲ୍ ଦେଖି ରୁମ୍ ନେଲୁ ଅନ୍ୟ ସାନ ହୋଟେଲ୍ ଗୁଡ଼ିକରେ ଗହଳି ବେଶୀ ଥିବ ଆଉ ସେମାନେ ସାନିଟାଇଜେସନକୁ ବେଶୀ ମହତ୍ତ୍ବ ଦେବେ ନାହିଁ
ରୁମରେ ଜିନିଷ ଥୋଇଦେଇ ଆମେ ରିଲାକ୍ସ୍ ମୁଡ଼ରେ ବିଚ୍ ଆଡ଼େ ବୁଲି ବାହାରିଲୁ ହୋଟେଲ୍ ପଛରେ ନିଜସ୍ବ ବିଚ୍ ସେଇଠି ଏତେ ଜନଗହଳି ନାହିଁ ହୋଟେଲ୍ ପଛରେ ଲନରେ ନୁଆବର୍ଷ ପାଇଁ ଲାଇଟ୍ ସବୁ ଲଗାଯାଉଛି ଆମେ ବିଚରେ ପହଞ୍ଚିଲା ପରେ ଅନ୍ଧାରର ସୁଯୋଗ ନେବାକୁ ଭୁଲିଲୁ ନାହିଁ ସେଠି ବାଲି ଉପରେ ଭଲକରି ଗିହାଁଗେହି ହେବାପରେ ଆମେ ରୁମକୁ ଆସିଲୁ ଆଉ ବାଥରୁମରେ ଫ୍ରେସ୍ ହୋଇଗଲୁ ହୋଟେଲର ରେଷ୍ଟୁରାଣ୍ଟରେ ସ୍ନାକ୍ସ ଖାଇବାପରେ ରାନୁ କହିଲା ସେ ଭାରି ହାଲିଆ ଅନୁଭବ କରୁଛି ଦିନବେଳେ ଆମେ କାରରେ ଅନେକ ବାଟ ଡ୍ରାଇଭ୍ କରି ଆସିଥିଲୁ ପୁଣି ରୁମରେ ପହଞ୍ଚିବାର ଘଣ୍ଟାଏ ଆରାମ ନ କରି ବିଚରେ ସେକ୍ସ୍ କଲୁ ସେ ହାଲିଆ ହୋଇଥିଲା, ରୁମକୁ ଯାଉ ଯାଊ ଖଟରେ ପଡ଼ିଗଲା ମୁଁ ଝରକା ଦେଇ ଦେଖୁଥିଲି ହୋଟେଲ୍ ପଛରେ କିଛି କିଛି ଲୋକ ଏକତ୍ରିତ ହେଉଥିଲେ ନିଆଁ ଲଗାଯାଇଥିଲା ରାନୁକୁ କହିଲି, ତମେ ଶୋଇପଡ଼ ମୁଁ ଟିକେ ପାର୍ଟିଆଡ଼େ ଯାଇ ଆସୁଛି ରାନୁ ଜାଣିଛି, ମୁଁ ବେଳେ ବେଳେ ଟିକେ ଲାଇଟ୍ ଡ୍ରିଙ୍କ୍ କରେ ସେ କହିଲା, ତମେ ରୁମ୍ ଚାବି ନେଇ ଯାଅ ଆସିଲା ବେଳେ ନିଜେ ଖୋଲି ଆସିବ ମୁଁ ଏବେ ଶୋଇପଡ଼ିବି
ହୋଟେଲ୍ ଲନ୍ ପାଖରେ ଅନେକ କପଲ୍ ବସିଥିଲେ ମୁଁ ଏପାଖ ସେପାଖ ଦେଖିବା ବେଳେ ଟିକେ ଦୂରରେ ଗୋଟିଏ ଟେବୁଲରେ କେବଳ ଜଣେ ଝିଅ ବସିଥିବା ଦେଖିଲି ଅଳ୍ପ ସମୟ ଅପେକ୍ଷା କଲି କାଳେ ଆଉ କିଏ ତା ସହ ଆସିଥିବ କିନ୍ତୁ ଅନେକ ସମୟ ଦେଖିଲି କେହି ଆସିଲେ ନାହିଁ, ତ ସାହାସ କରି ଟିକେ ଫ୍ଲର୍ଟ୍ କରିବାପାଇଁ ତା ପାଖକୁ ଯାଇ ପଚାରିଲି, ଏଠି ଆପଣଙ୍କ କେହି ବନ୍ଧୁ ବସୁଛନ୍ତି କି? ସେ ମୁଣ୍ଡ ହଲାଇ ନାଇଁ କହିଲା ପରେ ପୁଣି ପଚାରିଲି ମୁଁ ଏଠି ବସିଲେ ଚଳିବ ତ? ସେ କହିଲା ଆପଣ ଏତେ ଫର୍ମାଲିଟି କାହିଁକି କରୁଛନ୍ତି? ବସନ୍ତୁ ମୁଁ କହିଲି, ନା ଏଇଟା ତ ମିନିମମ୍ କର୍ଟେସୀ ରଖିବାକୁ ପଡ଼ିବ ଆପଣ ପରିଚିତା ହୋଇଥିଲେ କଥା ଅଲଗା ହୋଇଥାନ୍ତା
ସେ କିଛି ସମୟ ମୋତେ ଚାହିଁ କହିଲା, ମୋ ନା ମିନୁ ଆପଣ? ମୁଁ ବିକାଶ ସେ ମୋତେ ଟିକେ ଚାହିଁ କହିଲା, ଆପଣଙ୍କ ସ୍ତ୍ରୀ କେଉଁଠି ଦେଖାଯାଉ ନାହାନ୍ତି? ମୁଁ ଆଶ୍ଚର୍ଯ୍ୟ ହୋଇଗଲି ତାଙ୍କୁ ଚାହିଁବା ପରେ ସେ କହିଲେ, ନା ଆପଣଙ୍କ ବ୍ୟବହାରକୁ ଦେଖି ଲାଗିଲା ଆପଣ ନିଶ୍ଚୟ ବିବାହିତ ଓଃ ମୁଁ ହସିଦେଇ କହିଲି, ସେ ଟିକେ ହାଲିଆ ହୋଇଗଲା ତ ରୁମରେ ଶୋଇଗଲା ସେ ପୁଣି କହିଲା, ଆଉ ଆପଣ ହାଲିଆ ହୋଇନାହାନ୍ତି? ମୁଁ କହିଲି, ମୋତେ ଅଭ୍ୟାସ ଅଛି ଲଙ୍ଗ୍ ଡ୍ରାଈଭରେ ଯିବାର ସେ ଜର୍ନି କଲେ ହାଲିଆ ହେଇଯାଏ ଆଜି ଦିନବେଳେ ଆମେ ପ୍ରାୟ ତିନିଶହ କିଲୋମିଟର ଜର୍ନି କରିଲୁ, ସେଇଥି ପାଇଁ ସେ ଶୋଇଗଲା
ଆପଣ ତିନିଶହ କିଲୋମିଟର ନିଜେ ଡ୍ରାଇଭିଂ କରି ଆସିଲେ? ମୁଁ କହିଲି, ହଁ ମୋତେ ଡ୍ରାଇଭ୍ବିଁ କରିବାକୁ ଭଲ ଲାଗେ ସେ ଆଶ୍ଚର୍ଯ୍ୟ ହୋଇ କହିଲା ଆପଣଙ୍କ ସାହାସ ଆଉ ଷ୍ଟାମିନା ବହୁତ ମୁଁ କହିଲି, ହଁ ବହୁତ ସେ ଟିକେ ମୁରୁକି ହସିଦେଇ କହିଲା, ସାହାସ ନା ଷ୍ଟାମିନା? ମୁଁ କହିଲି, ବୋଥ୍
ସେଇ ସମୟରେ କେହିଜଣେ ମ୍ୟୁଜିକ୍ ଲଗାଇଦେଲା ପରେ ସମସ୍ତେ ସେଇଆଡ଼େ ଚାହିଁଲେ ମୁଁ ବି ସେଇଆଡ଼କୁ ଚାହିଁଥିଲି କିନ୍ତୁ ଲକ୍ଷ୍ୟ କରିଥିଲି ମିନୁ ମୋତେ ହିଁ ଆଡ଼େ ଆଡ଼େଇ ହୋଇ ଚାହୁଁଛି ପଚାରିଲି,
- ଆପଣ କୋଉଠି ରହନ୍ତି?
- ମୁଁ ଭୁବନେଶ୍ବରରେ ରହେ ଟିସିଏସ୍ରେ ଜବ୍ ଏବେ ଦୁଇଦିନ ଛୁଟି ମିଳିଲା ତ ପୁରୀ ଚାଲି ଆସିଲି ରିଲାକ୍ସ୍ କରିବାକୁ
- ଏକା ?
- ହଁ, ମୋତେ ଏକା ବୁଲାବୁଲି କରିବାକୁ ଭଲଲାଗେ?
- ଆଚ୍ଛା, ଭଲ କଥା ଆଉ କଣ ସବୁ ଭଲ ଲାଗେ?
ସେ ମୋତେ ନିରେଖି ଚାହିଁ କହିଲା, ବର୍ତ୍ତମାନ ତ ମୋତେ ଆପଣ ବହୁତ ଭଲ ଲାଗୁଛନ୍ତି, ମୋତେ ଏତେ ସମ୍ମାନ ଦେଇ କଥା ହେଉଛନ୍ତି ନହେଲେ ଏକୁଟିଆ ଝିଅ ଦେଖି ଲୋକ କଣ କଣ ଭାବିଯାଆନ୍ତି
- ଓଃ ଧନ୍ୟବାଦ ଆଇ ହୋପ୍ ମୁଁ ଆପଣଙ୍କୁ ଡିଷ୍ଟର୍ବ କରୁନି
- ଆରେ ନା ୟୁ ଆର୍ ଏ ଜେଣ୍ଟଲମେନ୍
ମୋତେ ଖୁସି ଲାଗୁଥିଲା କିନ୍ତୁ ତାର ଗୋଟିଏ କଥା ମୋ ମନକୁ ସେତେବେଳେ ଆସିଲା ଯେ ସତେ ତ ଝିଅଟି ଏକୁଟିଆ ୟାକୁ ଦେଖି ଲୋକଙ୍କ ମନରେ ଅନେକ କଥା ଆସୁଥିବ ସେତେବେଳେ ମୁଁ ତାକୁ ଟିକେ ଭଲ ଭାବରେ ଦେଖିବାକୁ ଚାହିଁଲି
- ମୁଁ ସଫ୍ଟ୍ ଡ୍ରିଙ୍କ୍ ଆଣିବାକୁ ଯାଉଛି, ତମ ପାଇଁ କିଛି ଆଣିଦେବି?
ସେ ମୋତେ ଚାହିଁ କହିଲା, ଆପଣ ଯାହା ଆଣିବେ ମୋ ପାଇଁ ବି ଆଣି ଦେଇ ପାରିବେ
ମୁଁ ସେଇ ଟେବୁଲରୁ ଉଠି ଡ୍ରିଙ୍କ୍ କର୍ଣ୍ଣରକୁ ଯାଇ ଦୁଇଟା ମକ୍ଟେଲ୍ ପାଇଁ ଅର୍ଡର ଦେଇ ସେଇଠି ଠିଆ ହୋଇ ମିନୁକୁ ଦେଖୁଥିଲି ବୟସ ଅତି ବେଶୀରେ ଚବିଶି ପଚିଶି ବର୍ଷ ହେବ ଉଚ୍ଚତା ସାଢ଼େ ପାଞ୍ଚ ଫୁଟ୍ ପତଳା ଶରୀର, କିନ୍ତୁ ଛାତିଟି ଟିକେ ଅଧିକ ସୁନ୍ଦର ଆଖିରେ ଚଷମା ପିନ୍ଧିଛି, ଜାହା ତାକୁ ଆହୁରି ଅଧିକ ସେକ୍ସି କରି ଦେଉଛି ସର୍ଟ୍ ଡ୍ରେସ୍ ଟିଏ ପିନ୍ଧିଛି ଜଙ୍ଘତଳକୁ ପୁଙ୍ଗୁଳା ଓଃ ଗୋଡ଼ ଦୁଇଟାକୁ ଦେଖିଲେ ଚାଟିଯିବାକୁ ମନ ହେଉଛି ଭାରି ସେକ୍ସି ସେକ୍ସି ଝିଅଟେ ଏବେ ମୋ ମନରେ ତା ଶରୀରକୁ ନେଇ ଅନେକ ଭାବନା ସୃଷ୍ଟି ହେବାକୁ ଲାଗିଲା
ଟେବୁଲ୍ ପାଖକୁ ଫେରି ଡ୍ରିଙ୍କ୍ ଶେୟାର୍ କରିବାପରେ ବସି ମ୍ୟୁଜିକ୍ ଶୁଣିଲୁ ସେତେବେଳକୁ ରାତି ଦଶଟା ହେଇଥିବ କିଛି କିଛି କପଲ୍ ସମୁଦ୍ର କୂଳ ଆଡ଼କୁ ହାତଧରାଧରି ହେଇ ଚାଲିଲେଣି ମୁଁ ସେ ଆଡ଼କୁ ଚାହିଁବା ପରେ ମିନୁ କହିଲା, ଆପଣଙ୍କୁ ଏଠି ଗୀତ ଶୁଣିବା ଭଲ ଲାଗୁନି କି? ମୁଁ କହିଲି, ଚଳିବ, ଏତେ ଖାସ୍ ନାହିଁ ସେତେବେଳେ ସେ କହିଲା, ବିଚରେ ଚାଲିବେ କି ମୋ ସାଙ୍ଗରେ?
ଆମେ ଡ୍ରିଙ୍କ୍ ଫିନିସ୍ କରି ବିଚ୍ ଆଡ଼କୁ ଚାଲିଲୁ
Comments
Post a Comment