First night with Bini Khudi

ବିନୀ ଖୁଡିଙ୍କ ପ୍ରଥମ ରାତିର ରତି -୧
ଖୁଡି ବନାନୀ ଓ ପୁତୁରା ଦୀପକର ପ୍ରଥମ ଯୌନସଂଗମ ର ଇରୋଟିକ କାହାଣୀ ପରେ " ନବ ବିବାହିତା ବିନି ଖୁଡିଙ୍କ ରତି ନିବେଦନ " ଆଜି ତାର ପରବର୍ତୀ ଭାଗ ଆପଣଙ୍କ ଘରବନ୍ଦୀ ସମୟକୁ କାମରସରେ ଭରିବାର ପ୍ରୟାସରେ। ପୂର୍ବଥରର ନାୟକ ଦିପୁ ଠାରୁ ଶୁଣିଥିଲେ, ଏବେ ଆସନ୍ତୁ ପୂର୍ଣ୍ଣ ନାରୀତ୍ବର ସ୍ବାମୀନି ବିନି ଖୁଡିଙ୍କୁ ଜାଣିବା। ଦିପୁ ଗଲାପରେ ଶାଶୁ ଶ୍ବଶୁରକୁ ଚା ପିଆଇ ସାରି ଆସି ରତିକ୍ଳାନ୍ତା ବିନି ସେଇ ଶେଯରେ ଶୋଇ ଆଖିବୁଜି ଭାବୁଥାଏ ଏଇ ଘଡିଏ ତଳର କଥା କେମିତି ଦୀର୍ଘଦିନର ଯୌନଆକାଂକ୍ଷାକୁ ପୂରଣ କରିବା ପାଇଁ ସମସ୍ତ ଦ୍ବିଧା,ଦ୍ବନ୍ଦ ଓ ଲଜ୍ଜ୍ୟା ର ବଂଧ ଭାଙ୍ଗି ପରପୁରୁଷ ସାଥିରେ ପ୍ରାଣଭରି ଦୈହିକ ସୁଖ ଆସ୍ବାଦନ କରି ତୃପ୍ତ ହେଲା ମନପ୍ରାଣ। ପୁରୁଷ ଓ ସ୍ତ୍ରୀ ଯୌନାଙ୍ଗ ଘର୍ଷଣରେ ଏତେ ରୋମାଂଚ ଥାଏ। କେମିତି ନିଜର ଉପାସୀ ଯୋନିର ଗଭୀରତା ଭିତରେ ପ୍ରେମିକର ବୀର୍ଯପତନର ସୁଖଦ ଅନୁଭବରେ ଶରୀରର ପ୍ରତ୍ୟେକ ତନ୍ତ୍ରୀ ଝଙ୍କୃତ ହୋଇ ଉଠେ । ତାର ବିବାହିତ ପୁରୁଷଟି ପ୍ରଥମ ରାତିରେ ତାର ଯୋନିଭେଦ କରିବାର ବିଫଳ ପ୍ରୟାସ କରି ବି ତାର କୁମାରୀତ୍ବ ଭଙ୍ଗ କରିପାରିନଥିଲେ । ପରିଣତ ବୟସରେ ବିବାହ କରିଥିବା ଯୋଗୁଁ ତାର ସତୀଚ୍ଛଦ ଛିଣ୍ଡି ଯାଇଥିଲେ ବି ସିଏ ଥିଲା ଅକ୍ଷତଯୋନି। ଆଜି ଦିପୁ ନାରୀଦେହ ସଂଭୋଗର ସେଭଳି ଅଭିଜ୍ଞତା ନଥାଇ ବି ତାର ପୁରୁଷାଙ୍ଗ ଦ୍ବାରା ନାରୀଯୋନିର ଜ୍ବାଳା ଶାନ୍ତ କରିଦେଇଚି। ବିନି ମନେ ପକେଇଲା ବୀର୍ଯପତନର ପରେ ପରେ ସ୍ବାଭାବିକ ନିୟମରେ ଦିପକର ଲିଙ୍ଗଟି ଶିଥିଳ ହୋଇ ଆସିଲା। ଆଉ ବିନି ହାତ ଲଗେଇ ତାକୁ ତାର ଯୋନିରୁ ବାହାର କରିଦେଲା। ଯୌନାଙ୍ଗର ଦ୍ବାର ଫିଟିଗଲା କ୍ଷଣି ଦିପୁ ସିଞ୍ଚି ଦେଇଥିବା କାମରସରୁ କିଛି ବୋହି ପଡିଲା ତାର ଜଙ୍ଘସନ୍ଧିକୁ। ସେ ରସକୁ ଆଙ୍ଗୁଳିରେ ନେଇ ତାକୁ ଆଘ୍ରାଣ କରିବାକୁ ନାକ ପାଖକୁ ନେଇଥିଲା। ଏହି ସେଇ ଶୁକ୍ରାଣୁ ଯାହା ଗୋଟିଏ ନାରୀକୁ ମା ବନେଇ ପାରେ।  ସଂଗମ ପରର କ୍ଳାନ୍ତି ମେଣ୍ଟେଇବା ପାଇଁ ନିଜ ପ୍ରିୟ ପୁରୁଷର ଲୋମଶ ଛାତିରେ ମୁଣ୍ଡ ରଖି ଶୋଇଗଲା। ଦିପୁ ତାର ଉଲଗ୍ନ ଦେହର ସବୁ ସୁଗ୍ରାହୀ ଜାଗା ଗୁଡିକରେ ହାତ ବୁଲଉଥିଲା। ବିନି ଏବେ ଦିପୁର  ପୁରୁଷାଙ୍ଗଟିକୁ ହାତରେ ନେଇ ଅନୁଭବ କଲା ଶିଥିଳ ଅବସ୍ଥାରେ ବି ବେଶ୍ ବଡଆକୃତିର। ପୂରା ଶକ୍ତ ଓ ବର୍ଦ୍ଧିତ ହୋଇ ଯୋନିର ଗଭୀରତାକୁ ଅନୁଭବ କରାଉ ଥିଲାବେଳେ ବିନି ଏହି କାମଦଣ୍ଡକୁ ଏକ ସୁପୁରୁଷର ସନ୍ତକ ବୋଲି ମାନିନେଇଛି। ଯୋନିରସ ଓ ବୀର୍ଯର ମିଶ୍ରିତ ତରଳ ପଦାର୍ଥରେ ଲାଳୁଆ ହେଇ ରହିଥିବା ପୁରୁଷାଙ୍ଗଟିର ମୁଣ୍ଡିରୁ ଏବେ ବି ଟୋପା ଟୋପା ରସ ବାହାରୁଥିବା ଦେଖି ତାକୁ ବିନି ଦୂରରେ ପଡିଥିବା ଶାଢୀ କାନିରେ ପୋଛିଦେଲା। ସେଇ ଶାଢୀ କାନିଟା ଦେହ ଉପରେ  ଶାନ୍ତିରେ ଶୋଇ ପଡିଲା। ଏ ପଟେ ଦିପୁର ହାତ ବି ସ୍ଥିର ନ ଥାଏ, ବିନିର ମାଂସଳ ମସୃଣ ଗାଣ୍ଡିରେ ହାତ ବୁଲଉ ବୁଲଉ ସିଏ ହଠାତ୍ ତାର ସନ୍ଧି ଭିତରେ ଅଣ୍ଡାଳି ତାର ପୃଥୁଳ ନିତମ୍ବ ତଳେ  ପାୟୂଦ୍ବାରର ସନ୍ଧାନ ପାଇଯାଏ। ଛିଦ୍ରଟା ବହୁତ ଛୋଟ ଓ ବୁଜି ହେଇ ଥିଲେ ବି ଦିପୁ ଜୋରରେ ତାର  ମଝି ଆଙ୍ଗୁଳି ଭିତରକୁ ପୂରେଇ ଦେଇଥାଏ। ବିନି କପଟ ରାଗ ଦେଖେଇ କହେ  - " ଏଇ ଦୁଷ୍ଟ! ୟେ କି ନୁଙ୍ଗୁରାମି। ଝିଅପିଲାଙ୍କ ଯୋଉଠି ପାରି ସେଇଠି ହାତ ମାରିବା ବହୁତ ଖରାପ କଥା ଜାଣିନ କି।" ଦିପୁ କିନ୍ତୁ ହସି ହସି କହିଲା - " ଜାଣିଛି । ହେଲେ ତୁମେ ଜାଣିଛ କି ନାହିଁ। ଝିଅ ମାନଙ୍କ ଦୁଇଟି କଣାରେ ପୁରୁଷ ତାର ଯୌନାଙ୍ଗ ପୂରେଇଲେ ସବୁଠୁ ବେଶୀ ଯୌନସୁଖ ମିଳେ। ଗୋଟିଏ ତ ତାଙ୍କର ପିଲାଜନ୍ମ କରିବା ବାଟ , ଆଉ ଗୋଟେ ଏଇଟା ଯୋଉଠି ମୁଁ ଏବେ ତୁମ ଦୁଷ୍ଟ ପୁତୁରା ଆଙ୍ଗୁଳିଚୋଦା ର ପ୍ରଦର୍ଶନ କରୁଚି। ଆଉ କେବେ ନା କେବେ ଏଠି ମୋର ଏଇ ତୁମେ ଖେଳୁଥିବା ଖେଳନାଟା ବି ପଶିବ। ବିନି ସତରେ ପୂରା ଡରିଗଲା ପରି କହିଲା - " ନାଇଁ ବାବା ନାଇଁ ମୋତେ ବହୁତ ଡର ଲାଗେ। ମୁଁ ଶୁଣିଛି ବ୍ଳୁ ଫିଲ୍ମ ରେ ବିଦେଶୀ ଲୋକେ ସେ ସବୁ କରନ୍ତି । ଆଉ ସେଥିରେ ବହୁତ କଷ୍ଟ ହୁଏ। " ଦିପୁ ଆଉ କିଛି ନ କହି ଆଙ୍ଗୁଠି ଦୁଇଟି ବାହାର କରିନେଲା। ବିନିର ଏବେ ମନେ ପଡିଗଲା ତା ବଡ ଭଉଣୀ ମିନିକଥା। ଭିଣେଇ ତାର ଏତେ ରସିକ ଯେ ଯୌନକଳାର ବହି ଦେଖି ନୂଆ ନୂଆ ପଦ୍ଧତିରେ ପୋଜ୍ ବଦଳେଇ ଗେହୁଥିଲେ। ସିଏ ଆଗପଛ ସବୁଆଡୁ ତାକୁ ଅଲଗା ଅଲଗା ଆସନରେ ରତିକ୍ରୀଡାର କୌଶଳ ପ୍ରୟୋଗ କରି ଦିଦିକୁ ବିବଶ କରି ପକାଉଥିଲେ। ଦିଦିଠୁ ସେ ବହିର ଛବି ଦେଖି ଦେଖି ସିଏ ପୂରା ପାଚି ଯାଇଥାଏ ବିନି । ଏକ ସୁଖମୟ ଯୌନଜୀବନର ସ୍ବପ୍ନ ରେ ତା ଯୌନାଙ୍ଗ ଓ ଗୋପନ ଅଙ୍ଗ ଗୁଡିକୁ ଲୁଚେଇ ଦେଖୁଥିଲା ଆଇନାରେ। ହଁ ସେ ବି ତାର ସୁଗଠିତ ଦେହ ଓ ସାଇତି ରଖିଥିବା ଯୌବନ କୁ  ସ୍ବାମୀକୁ ଉପହାର ଦେବ। କିନ୍ତୁ ବିବାହ ପରେ ମଧୁଶଯ୍ୟା ରାତିରେ  ସ୍ବାମୀଙ୍କ ଠାରୁ ଯୋଉ ପ୍ରତ୍ୟାଶା ରହିଥିଲା ସବୁ ପାଣିଫୋଟକା ପରି ମିଳେଇଗଲା।ତାଙ୍କପାଖରେ ନା ଥିଲା ନାରୀକୁ ଚୁମ୍ବନ,ଲେହନ,ଉଚ୍ଚାଟନରେ ମୋହିତ କରିବାର କଳା ନା ଥିଲା ପୁରୁଷ ସିଂହର ଉଦ୍ଦାମ ଯୌନକ୍ଷମତା। ବହୁତ କମ୍ ସମୟ ଭିତରେ ଏକ ହତାଶ ଯୋଦ୍ଧା ପରି ପଡିଆ ଛାଡି ପଳାୟନ କଲେ। ସାରାରାତି ବିନି ନିଜର ଭାଗ୍ୟକୁ ନିନ୍ଦିଚି। ଆଉ ପରଦିନଠାରୁ ସ୍ବାମୀ ନିଜେ ହିଁ ତାଙ୍କର ଅପାରଗତା ସ୍ବୀକାର କରି ବିନିକୁ କ୍ଷମା ମାଗିନେଇଚନ୍ତି। ତାଙ୍କର ଅସହାୟ ପଣ ଦେଖି ବିନିର ଦୟା ଆସିଚି ତାଙ୍କପାଇଁ।ଆଉ ଶେଷରେ ସିଏ ପରପୁରୁଷ ସହ ଅନୈତିକ କାମ କରି ଦୈହିକ କ୍ଷୁଧା ମେଣ୍ଟେଇବାକୁ ଅନୁମତି ମଧ୍ୟ ପାଇସାରିଚି ନିଜ ସ୍ବାମୀଙ୍କଠାରୁ। ପୁରୁଷଟିଏ ଯେମିତି ନାରୀଦେହର ଉପଭୋଗ କରିବା କାମନା କରେ ସ୍ତ୍ରୀ ଟିଏ ବି ଠିକ୍ ସେମିତି ଯୌନସୁଖ ପାଇଁ ଏକ ସବଳ ପୁଷ୍ଟ ପୁରୁଷାଙ୍ଗର ପ୍ରୟୋଜନ ଅନୁଭବ କରେ। କେବେ ବନାନୀକୁ ପାଇବା ପାଇଁ ବ୍ୟାକୁଳ ହେଉଥିବା ଦୀପକକୁ କେବଳ ତାର ସେଇ ଅମୂଲ୍ୟ ସଂପଦ ଫୁଲ  ପରି ସତେଜ ଅକ୍ଷତଯୋନିକୁ ଇଚ୍ଛାମତେ ସମ୍ଭୋଗ କରିବାକୁ ମିଳିଛି ତା ନୁହେଁ ବିନି ର ସଂପୂର୍ଣ୍ଣ ଦେହକୁ ଭୋଗ କରିବାର ଅଧିକାର ପ୍ରାପ୍ତ ହୋଇଛି।ତେଣୁ ଦିପୁ ତା ଖୁସି ପାଇଁ ଯାହା କରିବାକୁ ଚାହିଁବ, ଯେମିତି ତାର ଶୁନ୍ୟ ଜୀବନକୁ ପରିପୂର୍ଣ୍ଣ କରିବ ସେଥିରେ କେବେ ବି ବାଧା ଦେବନି ବନାନୀ।
ଆଜିର ସ୍ବଳ୍ପ ସମୟର ଦେହ ମିଳନରେ ପରିପୂର୍ଣ୍ଣ ତୃପ୍ତି ହୋଇନି ଦୁହିଁଙ୍କର। ଆଉ ଆଜିହିଁ ଦିପୁ ସହ ସାରାରାତି ବିତେଇବାକୁ ମନ ଉଚ୍ଛନ୍ନ ହେଉଚି ବନାନୀର। ସଂଜ ନଇଁ ଆସିବା ଉପରେ। ତରତର ହୋଇ ବାଡି ଆଡେ ଗାଧୁଆଘରକୁ ଗୋଧୋଇବାକୁ ଗଲା ବିନି। ଆଉ ଦିପୁଘର ଝରକା ପାଖଦେଇ ଗଲାବେଳେ ବଡପାଟିରେ ଶାଶୁକୁ କହିବାର ଶୁଣାଗଲା - " ମା ! ମୁଁ ଗାଧୋଇବାକୁ ଯାଉଛି!  " ଇଚ୍ଛାଥିଲେ ଉପାୟ ଆପେ ଆପେ ଆସେ। ଦିପୁ ବି ହୁଏତ ଘରେ ଏଇ ଚିନ୍ତାରେ ଥିଲା ଆଉ ଇସାରା ପାଇ ବାଡିଆଡେ ଆସିଲା। ବାଡିକୂଅର ଅଧା ଏପଟ ଅଗଣାରେ ଓ ଅଧା ସେପଟେ । ଦୁହେଁ ସମସ୍ତଙ୍କ ଅଜାଣତରେ ଠିକ୍ କଲେ ସବୁ ବିପଦକୁ ତୁଚ୍ଛ କରି ରାତିରେ ଦିପୁ ଆସିବ ତାର ଯୌନଦେବୀଙ୍କୁ ପୂଜା କରିବାକୁ। ଦିପୁ ସେଇଥିପାଇଁ ଆଜି ଗରମ ଲାଗୁଚି ବୋଲି ବାହାର ବାରଣ୍ଡାରେ ବିଛଣା ପାରିଛି।
ଗାଁରେ ରାତି ୧୧ ଟା ପରେ ଦୁଇପଟେ ସମସ୍ତେ ନିଘୋଡ ନିଦରେ, ବାଡିପଟ କବାଟ ମେଲା କରି ଜଗିଚି ବିନି।
ଆଜି ସଂଜବେଳୁ ତାର ପ୍ରସାଧନ ଓ ବେଶ୍ ପରିପାଟୀ ଆଇନାରେ ଦେଖି ନିଜକୁ ବାରମ୍ବାର ସଜାଡି ନେଇଚି ବନାନୀ । ଛାତିର ସ୍ତନାଗ୍ର ଓ ଦୁଇ ଉରୁସନ୍ଧିରେ ଏବେ ବି ତା ପ୍ରିୟ ପୁରୁଷର କାଉଁରୀ ସ୍ପର୍ଶ ଅନୁଭୂତ ହେଉଚି, ଶେଷରେ ବହୁତ ସତର୍କତା ସହ ବାଡିପଟ ଦେଇ ଆସି ତା ନିଜ ବାହୁପାଶରେ ଆସି ଧରାଦେଲେ ସେ। ବନ୍ଦ ଝରକା କବାଟ ଭିତରେ ଗୋଟିଏ କୋଣରେ ଖଟ ଉହାଡରେ ତଳେ ପାରିଥିବା ବିଛଣାରେ ହିଁ କେବଳ ବ୍ୟାଡ୍ ଲ୍ୟାମ୍ପଟିର ଆଲୁଅ ପଡୁଥିଲା। ସେ ଆଲୁଅ ଭିତରେ ବିଛଣାକୁ ଆଲୋକିତ କରୁଥିଲେ ହେଁ,ବାହାରୁ ଦେଖିଲେ ସଂପୂର୍ଣ୍ଣ ଅନ୍ଧାର ଥିଲା କୋଠରୀଟି। ବାସର ରାତିର ଫୁଲଶଯ୍ୟା ନ ଥିଲେ ବି ପ୍ରିୟାର ପରିଧାନ ଓ ଶୃଙ୍ଗାର ମନ ମୁଗ୍ଧକର ।ଗାଢ ନାଲିରଂଗରଶାଢୀ , ସୁନା ଗହଣା , ଦାମୀ ଅତରର ସୁବାସ, ମୁଣ୍ଡରେ ସିନ୍ଥିଲି, ପାଦରେ ପାଉଜି ପିନ୍ଧି ନୂଆ ବୋହୂବେଶରେ ବନାନୀକୁ ଦେଖି ଦୀପକ ତା ସୌନ୍ଦର୍ଯ୍ୟ ରେ ଆତ୍ମହରା ହୋଇଗଲା।  ପ୍ରଥମେ ନିଜ କୋଳରେ  ବସାଇ ମୃଦୁ ଚୁମ୍ବନ ଦେଲା । ମହମ ପିତୁଳାଟିଏ ପରି ତରଳି ବିନି ତା ପ୍ରେମିକର କୋଳରେ ଢଳି ପଡିଥିଲା। ତା ମୁଣ୍ଡର ଓଢଣା ଓ ସବୁ ପରିପାଟୀ ଗୋଟି ଗୋଟି କରି କାଢିବା ଦେଖି ବିନି କୌତୁକ କରିବା ପାଇଁ ପଚାରିଲା - "  କଅଣ ଏ ସବୁ ପିନ୍ଧିଲେ ମୁଁ ଭଲ ଦିଶୁନି କି ମୋ ବାବୁଙ୍କୁ।"  ଆଉ ଦିପୁ ବି ଶାଢୀଟା ଫିଟଉ ଫିଟଉ ହସିଦେଇ କହିଲା - ",ହଁ। ମୁଁ ତ ତୁମକୁ କିଛି ନ ପିନ୍ଧିଥିବା ଅବସ୍ଥାରେ ହିଁ ଦେଖିବାକୁ ଭଲପାଏ।"  ଶାୟା ଓ ସୁନ୍ଦର ବୁଟିକାମବାଲା ବ୍ଳାଉଜ୍ ପିନ୍ଧିଥିବା ଅବସ୍ଥାରେ ତାର ଉଷ୍ଣ ଶରୀରକୁ ଆଲିଙ୍ଗନରେ ଆବଦ୍ଧ କରି ପୁଣି ପ୍ରଗାଢ ଚୁମ୍ବନ ଦେବାକୁ ଲାଗିଲା ଦୀପକ । ଆଉ ତାର ଭରାଟ ନିତମ୍ବ ଓ ଉନ୍ନତ ବକ୍ଷୋଜରେ ବି ହସ୍ତ ସଂଚାଳନ କରୁଥିଲା । ଏ ପଟେ ଖାଲି ସର୍ଟପ୍ୟାଣ୍ଟ ଓ ବ୍ୟାନିଅନରେ ଦୀପକର ବ୍ୟାୟାମ କରୁଥିବା ବଳିଷ୍ଠ ମାଂସପେଶୀବହୁଳ ସୁଗଠିତ ଶରୀର ଦ୍ବାରା ଆକୃଷ୍ଟ ବନାନୀ କାମାର୍ତ ହୋଇ ଉଠୁଥିଲା। ଅତ୍ୟଧିକ ଆନନ୍ଦ ଓ ଉତ୍ତେଜନାରେ ତା ଛାତରି ଧଡକନ୍ ବଢିଯାଉଥିଲା। ଉତ୍କଣ୍ଠିତ ହୋଇ ସେ ଫିସ୍ ଫିସ୍ କରି "Oh Dipu ! Love, me dear " ବୋଲି ନିବେଦନ ଜଣେଇଲା। ଗୋଟିଏ ପରେ ଗୋଟିଏ ସୋପାନ ଆଗକୁ ଯାଉଥିଲା ଯୌନ ସଂଭୋଗର ପ୍ରସ୍ତୁତି । କିଛି ମୂହୁର୍ତ୍ତ ଅତିକ୍ରମ ପରେ ବିନି ତାର ସବୁ ବସ୍ତ୍ରରୁ ମୁକ୍ତ ହୋଇ ଉଲଗ୍ନ ହୋଇ ଉଭାହେଲା ତାର ପ୍ରିୟ ପୁରୁଷର ସାମନାରେ। ଅପୂର୍ବ ରୂପସୀ ଓଡିଆ ଘରର ବୋହୁ , ଅଳ୍ପମେଦଯୁକ୍ତ ଶ୍ୟାମଳୀ , ଲହୁଣୀ ପରି ମସୃଣ ତ୍ବଚା। ମୁଣ୍ଡରେ ଘନକୃଷ୍ଣ ଲମ୍ବାବାଳକୁ ଖୋଷାଟିଏ ହୋଇ ତାର ଶୋଭା ବଢଉଚି। ହାତରେ ଅଳ୍ପ କିଛି ସୁନାରଗହଣା ଗୁଡିକ ସହ ରଂଗ ବେରଙ୍ଗ କାଚ। ସୀମନ୍ତରେ ଫିକାନାଲି ଦିଶୁଥିବା ସିନ୍ଦୁର।ଏ ସବୁ ଦେଖି ଦିପୁ ପରସ୍ତ୍ରୀକୁ ସମ୍ଭୋଗ କରିବାର ନିଷିଦ୍ଧ ଆନନ୍ଦରେ ବିଭୋର। ପ୍ରିୟାର ଅନାବୃତ ସୁଢୋଳ ସ୍ତନ,ବାଦାମି ସ୍ତନବୃ୍ନ୍ତ , ତୋଫା ମଇଦା ପରି ପେଟ ଉପରେ ଛୋଟ ଗଭୀର ନାଭି ସବୁକିଛି ଅସାଧାରଣ ସୁନ୍ଦର। କମରର ଟିକେ ତଳଠୁ ଆରମ୍ଭ କୁଞ୍ଚୁକୁଞ୍ଚିଆ ଯୌନକେଶର ପତଳା ଗାଲିଚା। ହାତକୁ ବହୁତ ନରମ ଲାଗୁଚି। ଆଉ ତାରି ମଝିରେ ଉରୁସନ୍ଧିରେ ଆବଦ୍ଧ କମଳାର କୋଲା ପରି ଦୁଇ ଯୋନିଓଠ ଘୋଡେଇ ରଖିଛି ତାର ସ୍ତ୍ରୀର ଶ୍ରେଷ୍ଠ ଅମୂଲ୍ୟନିଧି। ଦିନରେ ପ୍ରଥମ ଅବସରରେ ମାନସିକ ଅସ୍ଥିରତା ଭିତରେ ଏଇ ସୁନ୍ଦରତା ସବୁ ଦେଖିଥିଲେ ବି ଏଇ ଅନୌପଚାରିକ ବାସରରାତିର ନିସ୍ତବ୍ଧ ପ୍ରହରରେ ସେଇ ନାରୀଦେହର ନଗ୍ନତା ଓ ତା ଉପରେ ତାଙ୍କର ସଂପୂର୍ଣ୍ଣ ଅଧିକାର ଦିପକଙ୍କ ମନକୁ ଉତ୍ଫୁଲ୍ଲିତ ଓ ଉନ୍ମତ୍ତ କରିଦେଲା। କାମାତୁର ହୋଇ ସିଏ ତାଙ୍କର କାମନାର ବସ୍ତୁକୁ କରାୟତ୍ତ କରିବାକୁ ଡେଇଁ ପଡିଲେ। ପ୍ରଥମେ ଜଙ୍ଘ ଦୁଇଟି ଧରି ନିତମ୍ବକୁ ନିଜ କୋଳକୁ ଟାଣିନେଲେ ଓ ପ୍ରତିରୋଧ ନ ମାନି ଦୁଇ ଯୋନିଓଠକୁ ଚୁମିବା ସହ ଯୋନି ଭିତରେ ଜିଭ ପୂରେଇ ଚୋଷିଲେ ଓ ଉପରେ ଥିବା ତାଙ୍କର ଭଗାଙ୍କୁର(କ୍ଳିଟୋରିସ୍) କୁ ମଧ୍ୟ ଦୁଇ ଓଠରେ ମଝିରେ ରଖି ଯତ୍ନରେ କାମୁଡିଲେ। ବିନିକୁ ଏଇ କ୍ରିୟାରୁ ଏତେ ଶୃଙ୍ଗାରିକ ଆନନ୍ଦ ମିଳିଲା ଯେ ସେ ମୁଣ୍ଡ ଏପଟ ସେପଟ ହଲେଇ ହିସ୍.... ହିସ୍.... ଶବ୍ଦ ସହ ଜଙ୍ଘ ଓ ନିତମ୍ବ କୁ ଉଠେଇ ଦିପୁର ମୁଣ୍ଡକୁ ତାର ଯୋନିରେ ଜାକି ଧରିଲା। ଉତ୍ସାହ ଓ ଉତ୍ତେଜନା ରେ ଦିପୁ ଲଗାତାର କିଛି ସମୟ ଯୋନିଚୋଷିବା ଓ ବିନିର ନିତମ୍ବ ସଂଚାଳନ କରିବା ଫଳରେ ରଜସ୍ଖଳନ ସହ ଲଘୁତର ଚରମଆନନ୍ଦ ଅନୁଭୂତ ହେଲା। ଏଥର  ଦିପୁ ମୁହଁ ଉଠେଇବା କ୍ଷଣି ବିନି ତାକୁ ତା ଛାତି ଉପର କୁ ଟାଣି ନେଲା। ତା ବାମଦୁଧକୁ ପାଟିରେ ଚୋଷିବାକୁ ଧରେଇ ଦେଇ ପଚାରିଲା - " ଦିପୁ, ମୁଁ କଅଣ ତୁମକୁ ସେଇ ସୁଖ ଦେଇ ପାରିବିନି ଯାହା ତୁମେ ମୋତେ ଦେଲ। ମୁଁ ମୋ ଭଉଣୀ ଠାରୁ ଶୁଣିଛି ଯେ ମୋ ଭିଣେଇ ସବୁଦିନ ଯୌନସଂଗମ ପୂର୍ବରୁ ତାଙ୍କ ପୁରୁଷାଙ୍ଗକୁ ଚୋଷିବାକୁ କହୁଥିଲେ।"  ଦିପୁ ଟିକେ ରହିଯାଇ ତାକୁ କହିଲା - " ଦେଖ , ମୁଁ ତୁମକୁ ଜମା ବାଧ୍ୟ କରିବିନି। ତମକୁ ଯଦି ଭଲ ଲାଗୁଚି କର। ନ ହେଲେ...... "  ଦିପୁକୁ ଆଉ କିଛି କହିବାକୁ ନ ଦେଇ ବିନି ତାକୁ ବିଛଣାରେ ଶୁଆଇ ଦେଇ ତା ଦୁଇଗୋଡ ମଝିରେ ମୁଣ୍ଡ ନୁଆଁଇଁଲା। ତାର ଶକ୍ତ ହୋଇ ଆସୁଥିବା ବାଣ୍ଡକୁ ହାତରେ ଧରି ତାରମୁଣ୍ଡିର ବାହାର ଚମଡାକୁ ଟିକେ ତଳକୁ ଟାଣି ତୁରନ୍ତ ପାଟିରେ ପୂରେଇ ଭିତର ବାହାର କରିବାକୁ ଲାଗିଲା ବନାନୀ।  ପ୍ରଥମଥର, ପୁଣି ତାର ବାଞ୍ଛିତ ନାରୀ ଓଠର ସ୍ପର୍ଶର ଯାଦୁ  ଦୀପକର ଶିରା ପ୍ରଶିରାକୁ ସକ୍ରିୟ କଲା। ସିଏ ଉତ୍ତେଜନାରେ ବିନିର ମୁଣ୍ଡକୁ ଧରି ତାକୁ ବାଣ୍ଡକୁ ଭଲଭାବେ ପାଟି ଭିତରକୁ ନେବା ଓ କାଢିବାରେ ସାହାଯ୍ୟ କଲା । ଆଉ ପ୍ରତିକ୍ରିୟା ସ୍ବରୁପ ମଝିରେ ମଝିରେ ତାର ବିଶାଳ ଦୁଧଦୁଇଟିକୁ ବି ମନ୍ଥିବାକୁ ଲାଗିଲା । କିଛି ସମୟପରେ ଦିପୁର ପୁରୁଷାଙ୍ଗ ଶକ୍ତ ଓ ସିଧା ଠିଆ ହେବା ସଂଗେ ସଂଗେ ଅସଲ ମୈଥୁନର ଅପେକ୍ଷାରେ ଅସ୍ଥିର ହେଲା। ଯୌନସଂଭୋଗ ର ପୂର୍ବ କ୍ରୀଡା ବହୁତ ହେଇଗଲା । ଏଥର ଲୌହ କଠିନ କାମଦଣ୍ଡଟିକୁ ନିଜର ଉତ୍ତପ୍ତ ଯୋନିଭିତରେ ନେବାର ସମୟ ଆସିଯାଇଛି, ଦୁହିଁଙ୍କର ପ୍ରବଳ କାମେଚ୍ଛାକୁ ପୂରଣ କରିବାକୁ ଏକ ଭିନ୍ନ ଆସନରେ ପଛଆଡୁ ପ୍ରବେଶ କରାଇ ରତିସୁଖ ପାଇବା କାମନା କଲେ ଦୁଇ ପ୍ରେମୀ।ସେଇ ଅନୁସାରେ ଦିପୁ ଆଡକୁ ପଛକରି ତକିଆ ଉପରେ ମୁଣ୍ଡ ଥୋଇ ତାର ସୁଗୋଲ ନିତମ୍ବକୁ ତା ଆଖି ସାମନାରେ ଉଠେଇ ରଖିଲା ବନାନୀ। ଲ୍ୟାମ୍ପ ଆଲୁଅରେ  ସଂପୂର୍ଣ୍ଣ ପୂର୍ଣ୍ଣଚନ୍ଦ୍ର ପରି ଗୋରା ତକ୍ ତକ୍ ନିତମ୍ବଟି ବଡ ଆକର୍ଷକ ଲାଗୁଥାଏ। ତାର ଠିକ୍ ମଝିରୁ ଏକ ଅଗଭୀର ବିଭାଜିକା ଦ୍ବାରା ଦୁଇ ସୁନ୍ଦର ମାଂସଳ ଅର୍ଦ୍ଧବୃତ୍ତ ରେ ବିଭକ୍ତ ନିତମ୍ବଟି। ବିଭାଜିକାର ନିମ୍ନଭାଗ ପୁଣି ପ୍ରସାରିତ ହୋଇଛି ତରଳ ରସରେ ଭିଜା ମୁଦିହୋଇ ରହିଥିବା ଯୋନିଓଠକୁ ଯାହାର ଶୋଭା ଜଣେ ପୁରୁଷ ଅଣଦେଖା କରିପାରିବନି। ମନ୍ତ୍ରମୁଗ୍ଧ ପରି ଆଗେଇଗଲା ସେ ଆଉ ତାର ନିତମ୍ବ ପଛରେ ଆଣ୍ଠୁ ମାଡିବସି ନିଜର ପୁରୁଷାଙ୍ଗକୁ ଯୋନିର ଦ୍ବାରଦେଶରେ ସଂଯୋଗ କଲା। ଇଷ୍ତ ମେଲା ହୋଇ ଯୋନିଗହ୍ବର ବି ସେଇ ମୋଟା ଅଗ୍ରଭାଗର ପ୍ରବେଶକୁ ସ୍ବାଗତ କଲା । ଏ ଥର ବିନିର ଦୁଇ ପିଚାର ଦୁଇ ପାଖେ ଦୁଇ ହାତ ଦେଇ ଗୋଟେ ସଜୋର ଧକ୍କା ମାରି ଦେଖିଲା ବେଳକୁ ସଂପୂର୍ଣ୍ଣ ଲିଙ୍ଗଟି ଯୋନିଗହ୍ବରରେ ବୁଡି ଯାଇଛି। ସ୍ତ୍ରୀ ଯୋନିରେ ସଂପୂର୍ଣ୍ଣ ଅନ୍ତଃପ୍ରବେଶ କରିବା ପାଇଁ ଏହି ପଛଆଡୁ ପଶେଇବା ସବୁଠୁ ସହଜ ଓ ସୁଖକର ମଧ୍ୟ। ତେଣୁ ଏ ଆସନ ବହୁତ ଯୋଡିଙ୍କ ପସନ୍ଦଯୋଗ୍ୟ।ଫୁଲ ପରି କୋମଳ ଓ ମୁଲାୟମ୍ ଯୋନି ମଧ୍ୟରେ ଏକ ଲୌହ କଠିନ ପୁରୁଷାଙ୍ଗର ଉପଯୁକ୍ତ ସେବା ପାଇ ଯୌନ ଆନନ୍ଦରେ ବିନି ଆଖିରୁ ଲୁହ ଆସିଗଲା। ତା ଜୀବନରେ ଏମିତି ପୁରୁଷସଂସର୍ଗ ଆସିବ ମନରେ ଆଶା ନଥିଲା। ଦୀପକ ଏବେ ଟିକିଏ ଆଗକୁ ଝୁଙ୍କି ନିଜ ଦେହର ଭାର କିଛିଟା ବନାନୀ ଉପରେ ଲଦି ତା କାଖତଳେ ହାତ ପୂରେଇଲା। ତାର ଝୁଲନ୍ତ ସ୍ତନଦୁଇକୁ ମୁଠେଇ ଧରି ଭାରସାମ୍ୟ ରକ୍ଷାକରି ଯୌନକ୍ରିୟାର ପ୍ରବେଶ ଓ ନିସ୍କ୍ରମଣ କାମ କରିବାରେ ଲାଗିଲା। ସ୍ତନ ଓ ସ୍ତନାଗ୍ରରେ ପୁରୁଷସ୍ପର୍ଶ ସହ ଉଦ୍ଦାମ ରତିକ୍ରୀଡା ଜନିତ ଅତିଶୟ ଆନନ୍ଦର ସୂଚନା ବିନିର ମୁହଁରୁ ଅତି ଉତ୍ତେଜକ ଶୀତ୍କାର ରୂପେ ଶୁଣାଯାଉଥିଲା। ସତର୍କତା ଦୃଷ୍ଟିରୁ ସ୍ବରକୁ ଯଥାସମ୍ଭବ ନିମ୍ନ ରଖିଲେ ବି ନିଜକୁ ନିୟନ୍ତ୍ରଣରେ ରଖିପାରୁନଥିଲା ସେ। ଦୁଇଜଣଙ୍କ ଖର ନିଶ୍ବାସ ଓ କ୍ଷୀଣ ଶୀତ୍କାର ରୁମ୍ ଭିତରଟାକୁ ଉତ୍ତପ୍ତ କରି ରଖିଥାଏ। ପ୍ରଥମ ଥର ଅପେକ୍ଷା ଏଥର ଦୁହିଁଙ୍କର ସଂଭୋଗର ନିଶା ଓ ତୀବ୍ରତା ଅଧିକରୁ ଅଧିକ ବଢିଚାଲି ଥିଲା। 
ପ୍ରାୟ ୧୦ ମିନିଟର ସଂଗମ ପରେ ପ୍ରଥମେ ଯୋନିରୁ ରସରବନ୍ୟା ଛୁଟାଇ ବନାନୀ କ୍ଳାନ୍ତ ହୋଇ ବିଛଣାରେ ଗଡିପଡିଲା। ଆଉ ପରବର୍ତୀ ୫ ମିନିଟ ଦୀପକ ଟିକିଏ ସ୍ଥାନ ପରିବର୍ତନ କରି ତାର ଚରମ ମୂହୁର୍ତରେ ବୀର୍ଯପାତ କରି ଶାନ୍ତ ହେଲା। ଗୋଟିଏ ଦିନରେ ଦୁଇଥର ଜଣେ ସୁପୁରୁଷର ବୀର୍ଯ ନିଜ ଗର୍ଭରେ ଧାରଣ କରି ବନାନୀ ନାରୀ ଜୀବନର ପୂର୍ଣ୍ଣତା ପାଇଲା। ନିଜର ନାରୀ ଦେହର ସମସ୍ତ ଗୋପନ ଅଂଗ ଆଜି ତାର ପ୍ରିୟ ପୁରୁଷ ପାଇଁ ଉନ୍ମୁକ୍ତ। ଦୁଇଆଖି ବୁଜି ତାଙ୍କ ଛାତିରେ ମୁହଁ ମାଡି ତାଙ୍କ ହାତର ସ୍ପର୍ଶ ସବୁ ସମ୍ବେଦନଶୀଳ ଅଂଗ ଯଥା ନିତମ୍ବ , ସ୍ତନ ଓ ଜଙ୍ଘ ଓ ଉରୁସନ୍ଧି ଆଦିରେ ଅନୁଭବ କରୁ କରୁ ଶୋଇପଡିଲା ସୁକୁମାରୀ ପ୍ରେମପ୍ରତିମା।ଆଉ ଜଣେ ଦାୟିତ୍ବବାନ୍ ପୁରୁଷଭଳି ଚୌକନ୍ନା ହୋଇ ଦୀପକ ଶଯ୍ୟାସଂଗିନୀର ଦେହର ପ୍ରତ୍ୟେକ ବିନ୍ଦୁରେ ତାର ସୋହାଗଭରା ଛୁଆଁ ଦେଇ ଚାଲିଥିଲା। ଘଡିରେ ଏଲାରାମ୍ ଦେଇ ଦୁହେଁ ଛନ୍ଦାଛନ୍ଦି ହୋଇ ନିଦ୍ରା ଦେବୀକୁ  ସ୍ବାଗତ କଲେ।ରାତିର ଶେଷ ପ୍ରହରରେ ସେଦିନ ପୁଣି ଥରେ ଦୁଇ ବିହଙ୍ଗ ଯୋଡି ମୈଥୁନର ଶେଷ ଅବସରକୁ କାମରେ ଲଗେଇଲେ। ଆଉ ସେଇ ତୃତୀୟ ଅଧିବେଶନ ଥିଲା ବନାନୀ ପାଇଁ ଆଉ ଏକ ନୂତନ ଅଭିଜ୍ଞତା ଯାହାର ବର୍ଣ୍ଣନା ପରବର୍ତୀ ଭାଗରେ।

Comments