ରିତୁ, ଚିନୁ ଆଉ ବୈଶାଳୀ ଭିତରେ ସବୁଠୁ ନିରୀହ ଆଉ ଭଲ ଲାଗେ ବୈଶାଳୀ ତାକୁ ହିଁ ପଚାରିଲେ ଏଇ ଗୁଢ଼ରହସ୍ୟର ପର୍ଦ୍ଦାଫାଶ ହୋଇପାରିବ ବୋଲି ମନେ କରି ମୁଁ ବୈଶାଳୀଙ୍କୁ ଦିନବେଳେ ଘରକୁ ଡାକିଲି ଆଚାର ଶୁଖାଇଛି ଚାଲ ଦେଖିବ କହି ଡାଇଲି ଆଚାର ଖୁଆଇବା ବାହାନାରେ ଏଣୁତେଣୁ ଗପୁ ଗପୁ କହିଲି ମୋ ସାଙ୍ଗ ବିମଳା ଭୁବନେଶ୍ବରରେ ରହୁଛି, ବହୁତ ଭଲ ସୋସାଇଟି ଏଇଠି ସୋସାଇଟିରେ କିଛି ଫଙ୍କସନ୍ କରୁନାହାନ୍ତି ସେଇଠି କ୍ଲବ୍ ହାଉସ୍ ବି ଅଛି ମାସରେ ଦୁଇ ତିନିଟା ହାଇ ପ୍ରୋଫାଇଲ୍ ପାର୍ଟି ବି ହେଉଛି ଏବେ ନୂଆବର୍ଷ ପାଇଁ ସେଇଠି ପାର୍ଟି ହେବ ବୋଲି ସେ କହୁଛି ଭାବୁଛି ଭୁବନେଶ୍ବର ଯାଇ ଜିରୋ ନାଇଟ୍ ପାଳିବୁ
ମୋ କଥା ଶୁଣୁ ଶୁଣୁ ସେ ତରବର ହୋଇ କହିଲା, ଆଉ ଦାରିଙ୍ଗିବାଡ଼ି?
ମୁଁ କହିଲି, ଆଉ କେବେ ଯିବୁ ଏବେ ତ ଭୁବନେଶ୍ବର ଯିବା ପାଇଁ ମନ ହେଉଛି ଯେ ତମେ ଏମିତି ଚମକି ପଡୁଛ କାହିଁକି? ତମେ ଯାଉନ ବୁଲି ଆସିବ ବୈଶାଳୀ କହୁ କହୁ କହିଦେଲା ନାଇଁ ଆମେ ସବୁ ଯିବାପାଇଁ ଯୋଜନା କରୁଥିଲୁ ଯେ ମୁଁ କହିଲି, କିଏ ସବୁ? ସେ ଆଉ ଉପାୟ ନ ପାଇ କହିଲା, ରିତୁ, ଚିନୁ ଆଉ ଆମ ଫ୍ୟାମିଲି
ମୁଁ କହିଲି ବହୁତ ବଢ଼ିଆ ଯୋଜନା ମିଶିକି ଗଲେ ମଜା ଏକା ଏକା ଗଲେ ବୋର୍ ଲାଗିବ ସେଇଠି ରାତିରେ ରହିବ, ବରଫ ପଡ଼ୁଛି ବୋଲି ଶୁଣିଛି ଦେଖିବ
ସେ ଆଂବିଳିଆ ହସଟେ ଦେଲା
ମୁଁ କହିଲି, ଯେ ତମେ ସବୁ ଯିବାକୁ ପ୍ଲାନ୍ କରୁଛ ମୋତେ ହିଁ କହୁନ ନାଇଁକି? ହଉ ହଉ ଏମିତି ସାଙ୍ଗ ସବୁ ହେଇଛ?
ସେ କହିଲା ନାଇଁ ନାଇଁ ତମେ ଖରାପ୍ ଭାବନି କଥା କଣ କି ତମ ସ୍ବାମୀ କେବେ ମିଶନ୍ତି ନାଃଇଁ ଆମେ ସବୁ ପରିବାର ଏକାଠି ଯାଉଛୁ, କାଳେ ତମେ ଆସିବନି ବୋଲି କହୁନଥ୍ଲିଲୁ
ମୁଁ କହିଲି, ହଉ ଯାଅ ତମେ ଏଞ୍ଜୟ୍ କର ମୁଁ ଭୁବନେଶ୍ବର ଯିବି
ଏହାପରେ ଏମିତି ଏଣୁତେଣୁ କଥା ହେଉ ହେଉ କହିଲି, ଶୁଣିଲଣି ନ୍ୟୁଜ୍? କଟକର କିଏ ଗୋଟେ ବିଜିନେସ୍ମେନ୍ ନିଜ ସ୍ତ୍ରୀକୁ ସ୍ବାପିଂକରୁଥିଲା ବୋଲି ସ୍ତ୍ରୀ କେସ୍ କରିଛି ଏଇ ସ୍ବାପିଂ କଣ କେଜାଣି ବିକାଶଙ୍କୁ ପଚାରିଲେ କହିଲେ ତମେ ଜାଣିବନି ତମେ ଜାଣିଛ କି?
ବୈଶଳୀ କହିଲା, ହଁ କିଛି ଲୋକ ନିଜ ସ୍ତ୍ରୀ ଆଉ ସ୍ବାମୀଙ୍କ ଅଦଳବଦଳ କରନ୍ତି ବାହାହେବାପରେ ଆଉ ମଜା ନ ଲାଗିଲେ ଏମିତି କରୁଛନ୍ତି ଆଜିକାଲି ତ ସବୁଆଡେ ହେଲାଣି ସେ ଉତ୍ସାହିତ ହୋଇ କହିଚାଲିଥିଲା, ମୁଁ ପଚାରିଲି, ତମେ କରିଛ କି? ସେ କହୁ କହୁ କହିଦେଲା ହଁ ମୋ ସନ୍ଦେହ ସତ ହେଇଗଲା ତାପରେ ପଚାରିଲି, କା ସହିତ କରିଛ? ସେ ଚୁପ୍ ହେଇଅଲା ମୁଁ କହିଲି କେମିତି ଲାଗୁଥିଲା କେବେ କଲ? କେମିତି ଲକ? ମୋ ପ୍ରଶ୍ନ ଶୁଣି ସେ ଚୁପ୍ ହେଇଗଲା କଣ ଭାବିଲା କେଜାଣୀ କହିଲା, ସଞ୍ଜବେଳେ କଥା ହେବା ଡେରି ହେଲାଣି ଯାଉଛି, ପିଲାମାନଙ୍କ ପାଇଁ ଜଳଖିଆ କରିବି
ବୈଶାଳୀ ଚାଲିଗଲା ସନ୍ଧ୍ୟାରେ ୱାକ୍ ପାଇଁ ଗଲାବେଳକୁ ସେ ତିନିଜଣ ଏକାଠି ଠିଆ ହୋଇଥିଲେ ଆମେ ୱାକ୍ କରିଲୁ ମୁଁ କିଛି କହୁନଥାଏ ମନେ ମନେ ଭାବୁଥିଲି କଥା କେମିତ୍ ଆରମ୍ଭ ହେବ ଏତିକି ବେଳେ ରିତୁ କହିଲା, କଣ କଟକ ନ୍ୟୁଜ୍ ଆସିଛି ରମା? ମୁଁ କହିଲି, ୱାଇଫ୍ ସ୍ବାପିଂ ମୋ କଥା ଶୁଣି ଚିନୁ କହିଲା, ଧିରେ କୁହ ଏମିତି ଚିଲ୍ଲେଇକି କାହିଁକି କହ୍ଛ? ମୁଁ କହିଲି କାହିଁ କଣ ପ୍ରବ୍ଲମ୍? ବୈଶାଳୀ ତ କହୁଥିଲା ସେ କରିଛି ବୋଲି ରିତୁ କହିଲା, ହଁ ସବୁ କରୁଛନ୍ତି ବାହା ହେଇ ପାଞ୍ଚ ଦଶ ବର୍ଷପରେ ଆଉ ସବୁବେଳେ ସେକ୍ସ୍ କରିବାକୁ ମନ ହୁଏନି, ତେଣୁ ଲୋକମାନେ ନୁଆ ନୁଆ ଏକ୍ସ୍ପଏରିମେଣ୍ଟ୍ କରନ୍ତି ହେଲେ ଏ ସବୁ ସିକ୍ରେଟ୍ ରେ ହୁଏ ସମସ୍ତଙ୍କ ଆଗରେ କହିଲେ ଲୋକ ତମକୁ ଖରାପ ବୋଲି ଭାବିବେ ମୁଁ ପଚାରିଲି, ତମେ ବି କରିଛ? ସେ ମୁଣ୍ଡ ହଲେଇ ହଁ କହିବା ସହ କହିଲା ବୈଶାଳୀ, ମୁଁ ଚିନୁ ସବୁ କରୁଛି ମୁଁ କହିଲି ଆଊ ମୁଁ ଏତେଦିନ ହେଲା ତମମାନଙ୍କ ସହ ସାଙ୍ଗ ହେଉଛି ମୋତେ କିଛି କହିନ?
ରିତୁ କହିଲା, ଆରେ ତୁ ଉଲିଟା କାହାକୁ କୋଉଠି କଣ କହିଦେବୁ ବୁଝୁନୁ ଅସୁବିଧା ହେବ ବଲି କହୁନଥିଉଲୁ ଆଉ ତମେ ହେଲ ଡାକ୍ତର ଘର ସବୁବେଳେ ତମ ବାଉ ବିଜି ତେଣୁ ତମକୁ ଏ ସବୁ ବିଷୟରେ କହିଲିଏ କିଛି ଲାଭ ନାହିଁ ବୋଲି କହୁନଥିଲୁ
ମୁଁ କହିଲି, ହେଲେ ଏ ସବୁ କେମିତି ଆରମ୍ଭ ହେଲା ମୋତେ କୁହନା? ଶୁଣିବାକୁ ଇଚ୍ଛା ହେଉଛି ଚିନୁ ହସିଦେଇ କହିଲା, ଥରେ କରିକିଦେଖ ମଜା ଆସିଯିବ ମୁଁ କହିଲି, ଜାଣିନି କିଛି କରିବି କଣ?
ରିତୁ କହିଲା, ଦୁଇବର୍ଷ ତଳେ ଯେତେବେଳେ ଆମେ ଏଇ ଫ୍ଲାଟକୁ ଆସିଲୁ ସେତେବେଳେ ଏଠରେ କେବଳ ବୈଶାଳୀର ପରିବାର ଥିଲା, ଚିନୁ ଘର ପରେ ଆସିଲେ ମୁଁ ଆଉ ବୈଶାଳୀ ଶୀଘ୍ର ସାଙ୍ଗ ହୋଇଗଲୁ ଆଉ ସେଇ ସମୟରେ ଏଇ ସ୍ବାପିଂ ବିଷୟରେ ଶୁଣିଲୁ ଘରେ ଏ କଥା କହିବାପରେ ରବି ଆଉ ହର ବି ରାଜି ହେଇଗଲେ ବାସ ତାପରେ ଏ ସବୁ ହେଲା ପରେ ଚିନୁ ଆସିଲା ଚିନୁ ଆମ ସହ ୱାକ୍ କରୁ କରୁ ଏ ବିଷୟରେ କଥା ହେଉ ହେଉ କହିଲା ସେ ଇଚ୍ଛା କରୁଛି, ତାକୁ ଆମ ଟିମ୍ରେ ମିଶେଇ ଦେଲୁ ଦିବର୍ଷ ହେଇଗଲାଣି ଏ ସବୁ ଚାଲିଛି ମାସରେ ଦୁଇ ତିନିଥର ଏଇଟା କରିବାଫଳରେ ଆମ ପରିବାରରେ ଖୁସି ରହୁଛି ତମେ କରିବ କି? ମୁଁ କହିଲି ବିକାଶ ଏ କଥା ଶୁଣିଲେ ରାଜି ହେବେନି
ରିତୁ ହସିଦେଇ କହିଲା, କୋଉ ପୁରୁଷ ଅଛି ଦୁନିଆରେ କହିଲ ଯିଏ ଦ୍ବିତିୟ ସ୍ତ୍ରୀ ସହ ସେକ୍ସ୍ କରିବାକୁ ମନା କରିବ? ବୁଝେଇ ପାରିଲେ ସବୁ ରାଜି ହେବେ ମୁଁ ମନେ ମନେ ଭାବୁଥିଲି କେମିତି ରାଜି କରେଇବି

Comments
Post a Comment