ବାହାଘର ପାଞ୍ଚବର୍ଷ ବିତିଯିବାପରେ ସେକ୍ସ୍ ଆଉ ସେମିତି ମଜା ଦେଉନଥିଲା ଯେମିତି ନୂଆ ନୂଆ ଦେଉଥିଲା ପୁଅକୁ ବି ସାଢ଼େ ତିନିବର୍ଷ ହୋଇଯାଇଥିଲା ତେଣୁ ପୁଅକୁ ତା ଅଜାଘରେ ଛାଡ଼ିଦେଇ ଆମେ ଦୁଇଜଣ ଦିନରେ ଟିଭିରେ ବ୍ଲୁ ଫିଲ୍ମ୍ ଦେଖି ଦେଖି ସେକ୍ସ୍ କରିବାକୁ ଚେଷ୍ଟା କରୁଥିଲୁ, କିନ୍ତୁ ଥରେ କରିବାପରେ ଆଉ ଥରେ କରିବାକୁ ମନ ହେଉନଥିଲା ଏମିତି ଦିନେ ବ୍ଲୁ ଫିଲ୍ମରେ ଗ୍ରୁପ୍ ସେକ୍ସ୍ ଦେଖି ଆମକୁ ବି ଗ୍ରୁପ୍ ସେକ୍ସ୍ କରିବାକୁ ମନ ହେଲା ମୋ ସ୍ତ୍ରୀ ରିନା ଏ ସବୁକୁ ଶୁଣିବା ପରେ ସିଧା ମନା କରିଦେବ ବୋଲି ଜାଣିଥିଲି, ହେଲେ ବି ସାହାସ କରି କହିଲି, ଯଦି ଆମକୁ ସେକ୍ସକୁ ଏକ୍ସାଇଟେଡ୍ କରିବାର ଅଛି ତ ଚାଲ ନୂଆ ପରୀକ୍ଷା କରିବା ଗ୍ରୁପ୍ ସେକ୍ସ୍ କରିବା ରିନା ମୋତେ ପ୍ରଶ୍ନ କରିଲା ପରି ଚାହିଁଥିଲା ମାନେ ଗୋଟିଏ ରୁମରେ ଅନେକ ସ୍ବାମୀ ସ୍ତ୍ରୀ ଏକାଠି ସେକ୍ସ୍ କରିବେ ମୋ ସ୍ତ୍ରୀ ହସିଦେଇ କହିଲା, ସେ ସବୁ ଆମ ଦେଶରେ ହୁଏନି ମୁଁ କହିଲି, ଚେଷ୍ଟା କରିବା କିଏ ନା କିଏ ତ କରୁଥିବ ରିନା କହିଲା, ହଉ ଯଦି କେହି ମିଳିବେ ଆମେ ବି କରିବା ରିନାର କଥା ଶୁଣି ମୁଁ ଖୁସି ହୋଇଗଲି, ଅବଶ୍ୟ ସେ ଥଟା କରୁଛି ବୋଲି ଜାଣିଥିଲି, ତଥାପି କହିଲି, ମନେ ରଖିଥାଅ ସେ ହସିଦେଇ କହିଲା ନିଶ୍ଚୟ
ଏହାପରେ କମ୍ପ୍ୟୁଟରରେ ବସି ଗ୍ରୁପ୍ ସେକ୍ସ୍ କେଉଁଠି ହେଉଛି ଖୋଜୁ ଖୋଜୁ ଗୋଟିଏ ୱେବ୍ସାଇଟ୍ ପାଇଲି ସେଇଠି ସ୍ବାପିଂ ବିଷୟରେ ଲେଖାଥିଲା, ତାହାକୁ ପଢ଼ିବା ପରେ ମୋ ଦେହରେ କଣ ହୋଇଗଲା ମନେ ମନେ ଭାବିଲି ଏହା କଣ ହୁଏ ସତରେ ? ସେ ସବୁକୁ ମୋ ସ୍ତ୍ରୀକୁ ପଢ଼ାଇଲି, ସେ କହିଲା ସେ ସବୁ ବିଦେଶରେ ହୁଏ, ଆମ ଦେଶରେ କିଏ କାହିଁକି ଏ ସବୁ କରିବ ? ରିନା ଯିବାପରେ ଆହୁରି ଅଧିକ ରିସର୍ଚ୍ଚ କରି ଜାଣିବାକୁ ପାଇଲି ଯେ ଆମ ଦେଶ କଣ ଆମରାଜ୍ୟ ଆଉ ଆମ ସହରର ଅନେକ ଲୋକ ଏହା କରୁଛନ୍ତି ମୁଁ ବି ସେଇ ସାଇଟର ସଦସ୍ୟ ହୋଇଗଲି ସପ୍ତାହକ ଯାଏଁ ଓଡ଼ିଶାରୁ ଯାହାକୁ ଦେଖିଲି ଲାଇକ୍ ମାରିଲି ଆଉ ମେସେଜ୍ ଦେଲି କିଛି ଉତ୍ତର ପାଇଲିନି କିନ୍ତୁ ଏହି ଉତ୍ସାହରେ ପ୍ରତିଦିନ ରିନାକୁ ଭଲକରି ଗେହୁଥିଲି ସେ ବି ଆଶ୍ଚର୍ଯ୍ୟ ହେଉଥିଲା ମୁଁ କହୁଥିଲି, ଅପେକ୍ଷା କର ଆହୁରି ଅଧିକ ଏକ୍ସାଇଟେଡ୍ କରିବି ଦିନେ
ଦିନେ ମୋ ପାଖକୁ ମେସେଜ୍ ଆସିଲା ଭୁବନେଶ୍ବରର ଗୋଟିଏ ଦମ୍ପତ୍ତିଙ୍କ ମୋବାଇଲ୍ ନମ୍ବର ଥିଲା ଫୋନ୍ କରିବି ନା ନାହିଁ ଭାବୁ ଭାବୁ ଚାରିଦିନ ଚାଲିଗଲା ଏଣେ ସେ ଦ୍ବିତୀୟ ଥର ମେସେଜ୍ ଦେଲେ ଆଉ କହିଲେ, ଆମେ ଜାଣିଛୁ ଆପଣ ଚିନ୍ତା କରୁଥିବେ କଲ୍ କରିବି କି ନାହିଁ ବୋଲି, କିନ୍ତୁ ଚିନ୍ତା କରନ୍ତୁ ନାହିଁ ଥରେ ଅନ୍ତତଃ କଥା ହୁଅନ୍ତୁ ତା ପରେ ଯଦି ଭଲ ନ ଲାଗେ ଆଉ କଲ୍ କରିବେନି ଏହାପରେ ଦିନେ ମୁଁ କଲ୍ କରିଲି ସେତେବେଳକୁ ଦ୍ବିପହର ହୋଇଥିଲା ଫୋନ ଧରିଥିଲେ ରମେଶ (ଛଦ୍ମନାମ) ଅଫିସରେ ଥିଲେ ସେ ଆମେ ପ୍ରାୟ ଦଶ ମିନିଟ୍ କଥା ହେଲୁ ସେ ସବୁ କଥା ଫୋନରେ କହିବାକୁ ଚାହୁଁନଥିଲେ, ତେଣୁ ସନ୍ଧାରେ ଦେଖା କରନ୍ତୁ ବୋଲି କହିଲେ କଥାବାର୍ତ୍ତା ଭଲ ଲାଗିଲା ଆଉ ସେଇଥି ପାଇଁ ସନ୍ଧ୍ୟାରେ ଦେଖା କରିବାକୁ ରାଜି ହୋଇଗଲି ଅଫିସ ସରିବାପରେ ସେ ଫୋନ୍ କରି ଗୋଟିଏ ସ୍ଥାନକୁ ଆସିବା ପାଇଁ କହିଲେ ଜନବହୁଳ ଅଞ୍ଚଳ ତେଣୁ ଦେଖା କରିବାରେ କୌଣସି ଆପତ୍ତି ନାହିଁ ମୁଁ ବି ଦେଖା କରିବାକୁ ଗଲି
ମୋତେ ଦେଖି ସେ ହ୍ୟାଣ୍ଡସେକ୍ କରିଲେ ଛଅଫୁଟ ଉଚ୍ଚ, ଗୋରା ହ୍ୟାଣ୍ଡସମ ଲୋକଜଣେ ବୟସ ଚାଳିଶି ପଇଁଚାଳିଶି ଭିତରେ ହେବ ଆମେ ସେଇଠି ବସିଲୁ କଫି ପିଉ ପିଉ ସେ କହିଲେ ଯାହା ପଚାରିବାକୁ ଚାହୁଁଛନ୍ତି ପଚାରନ୍ତୁ ମୁଁ ତାଙ୍କୁ ସ୍ବାପିଂ ବିଷୟରେ କହିଲି, ସେ କହିଲେ, ପ୍ରଥମେ ଦେଖାସାକ୍ଷାତ ହେବ, ତା ପରେ ସ୍ବାପିଂ କଥା ଚିନ୍ତା କରିବେ ଏମିତି କାହାକୁ ନ ଜାଣି କେହି ବି ସ୍ବାପିଂ କରିବେନି ଓହ୍, ମନରୁ ଗୋଟିଏ ଚିନ୍ତା ଗଲା ସେ ନିଜ ପର୍ସ୍ ଖୋଲି ତାଙ୍କ ସ୍ତ୍ରୀ ବିନ୍ଦୁଙ୍କ ଫୋଟୋ ଦେଖାଇଲେ ସେ ବି ଦେଖିବାକୁ ସୁନ୍ଦରୀ କିନ୍ତୁ ଟିକେ ପାତଳୀ ମୁଁ ମୋ ସ୍ତ୍ରୀଙ୍କ ଫୋଟୋ ଦେଖାଇଲି କଫି ସରିଆସୁଥିଲା ସେ କହିଲେ, ଠିକ୍ ଅଛି ଆସନ୍ତା ରବିବାର ଦିନ ନନ୍ଦନ କାନନ ଯିବା ପ୍ରୋଗ୍ରାମ୍ କରନ୍ତୁ, ସେଇଠି ସମସ୍ତେ ଏକାଠି ହେବା ଯଦି କାହାର କିଛି ଆପତ୍ତି ନଥାଏ, ତେବେ ଆଗକୁ ବଢ଼ିବା ହଁ କରିଦେଇ ଚାଳି ଆସିଲି
ସେ ଦିନ ରାତିରେ ରିନାକୁ କହିଲି ରବିବାର ଦିନ ନନ୍ଦନକାନନ ଯିବା ସେ ବି ହଁ କହିଲା, ମୁଁ କହିଲି ମୋର ଜଣେ ସାଙ୍ଗ ଆସୁଛନ୍ତି, ତେଣୁ ପୁଅକୁ ଘରେ ଛାଡ଼ିଦେଇ ଯିବା ସେ କିଛି କହିଳାନି ରବିବାର ଦିନ ନନ୍ଦନ କାନନ ଗେଟ ପାଖରେ ରମେଶ ସହ ଦେଖା ହେଲା ତାଙ୍କ ସହିତ ତାଙ୍କ ସ୍ତ୍ରୀ ବିନ୍ଦୁ ବି ଥିଲେ ଦୁଇଜଣ ଦେଖିବାକୁ ବହୁତ ସୁନ୍ଦର ଦମ୍ପତ୍ତି ଥିଲେ ଆମେ ପରସ୍ପର ପରିଚୟ ଆଦାନ ପ୍ରଦାନ ପରେ ଭିତରକୁ ଗଲୁ କିଛି ସମୟ ଏକାଠି ବୁଲୁଥିବା ବେଳେ ବିନ୍ଦୁ ଆଉ ରିନା ଅଲଗା ଚାଲିଗଲେ ରମେଶ ଆଉ ମୁଁ ଗୋଟିଏ ଗଛ ପାଖରେ ବସିଥିବା ବେଳେ, ସେ କହିଲେ, ଆପଣଙ୍କୁ ଦେଖି ବିନ୍ଦୁ ବହୁତ୍ ଏକ୍ସାଇଟେଡ୍, ତେଣୁ ସେ ରିନାଙ୍କୁ ବୁଝେଇବାପାଇଁ ନେଇ ଯାଈଛି ଆଶା କରୁଛି ସେ ବୁଝିଯିବେ ଆପଣ ରିନାଙ୍କୁ ଆଗରୁ କିଛି କହିଛନ୍ତି କି ? ମୁଁ ମୁଣ୍ଡ ହଲେଇ ନାଁ ବୋଲି କହିଲି, ସେ କହିଲେ ଭଲ କଥା ଲେଡ଼ିଜ୍ ମାନେ ନିଜେ ନିଜେ କଥା ହୁଅନ୍ତୁ କିଛି ସମୟପରେ ସେମାନେ ଫେରି ଆସିଲେ
ଆମେ ପୁଣି ବୁଲି ଭାରିଲୁ ଲଞ୍ଚ ଟାଇମରେ ଏକାଠି ଖାଇବା ପରେ ସେମାନେ ଚାଲିଗଲେ ଆମେ ନନ୍ଦନକାନନରେ ଏକା ରହିଲୁ ଆମେ କିଛି ସମୟ ଗଛ ଛାଇରେ ବସିବା ପରେ ପଚାରିଲି ସେମାନେ କେମିତି ଲାଗିଲେ ? ରିନା କହିଲେ, ବିନ୍ଦୁ ବହୁତ୍ ସ୍ମାର୍ଟ ତାଙ୍କ ହଜବ୍ୟାଣ୍ଡ ବହୁତ ହ୍ୟାଣ୍ଡସମ୍ ହ୍ଁ ମୁଁ କହିଲି ଗୋଟିଏ କଥା କହିବି, ଯଦି ବିରକ୍ତ ହେବନି ତ ? ରିନା କହିଲା କହୁନ? ମୁଁ କହିଲି ସେମାନେ ଗ୍ରୁପ୍ ସେକ୍ସ୍ କରନ୍ତି ରିନା ଚମକି ପଡ଼ିଲା ପରି କହିଲା, କଣ? ଗ୍ରୁପ୍ ସେକ୍ସ୍? ମୁଁ ମୁଣ୍ଡ ହଲେଇ ହଁ କହିଲି ତୁମେ କହୁଥିଲ ନା ଯେ ଏ ସବୁ ଆମ ଦେଶରେ ହୁଏନି ବୋଲି ତେଣୁ ତୁମକୁ ଦେଖାଇବାକୁ ଆଣିଥିଲି ରିନା ସାଙ୍ଗେ ସାଙ୍ଗେ ପ୍ରଶ୍ନ କଲା ତୁମେ କେମିତି ଜାଣିଲ? ମୁଁ କହିଲି ମୁଁ ଇଣ୍ଟରନେଟରେ ସେମାନଙ୍କ ବିଷୟରେ ଜାଣିଲି ଆଉ ଦେଖାକଲି ଏବେ ସେମାନେ ଆମକୁ ଦେଖିବାକୁ ଆସିଥିଲେ ରିନା ଚୁପ୍ ଥିଲା, ମୁଁ କହିଲି ଏବେ ଆମେ ବି ଗ୍ରୁପ୍ ସେକ୍ସ୍ କରିବା ରିନା କହିଲା ହେ ମୋତେ ଲାଜ ଲାଗିବ ମୁଁ କହିଲି, ସେ କଥା ମୁଁ ଜାଣୀନି, ତମେ କହିଥିଲ ମାନେ କରିବା
ନନ୍ଦନ କାନନରୁ ଫେରିବା ବେଳେ ରିନା ପଚାରିଥିଲା, ଗ୍ରୁପ୍ ସେକ୍ସରେ ହୁଏ କଣ ? ମୁଁ କହିଲି ଘରକୁ ଚାଲ ଦେଖିବ ଘରକୁ ଫେରିବାପରେ କମ୍ପ୍ୟୁଟରରେ ଗ୍ରୁପ୍ ସେକ୍ସ୍, ସ୍ବାପିଂ ବିଷୟରେ କହିଲି ସେ ଆହୁରି ଆଶ୍ଚର୍ଯ୍ୟ ହୋଇ କହିଲା, ମାନେ ଅଦଳ ବଦଳ? ତମକୁ ଖରାପ ଲାଗିବନି ତମ ସ୍ତ୍ରୀ ସହ ଆଉଜଣେ କେହି ଥିବ ? ମୁଁ କହିଲି, ବୁଝାମଣାରେ ହେବ ତୁମେ ଆଉ ଜଣେ ପୁରୁଷ ସହିତ ଥିବ ଆଉ ମୁଁ ଅନ୍ୟଜଣେ ସ୍ତ୍ରୀ ସହିତ ଅସୁବିଧା କେଉଁଠି? ଆଗକାଳରେ ଲୋକମାନେ ବେଶ୍ୟାପାଖକୁ ଯାଉଥିଲେ ଏବେ ଆଉ ସେ ସବୁ ଅସୁବିଧା ନାହିଁ ଦେଖ ରମେଶ ଭଳି ହ୍ୟାଣ୍ଡସମ୍ ଲୋକ ମିଳିବ ଯଦି ଇଚ୍ଛା ହଉଛି ହଁ କୁହ ରିନା କିଛି ଚିନ୍ତା କରିବାପରେ କହିଲା, ଆମକୁ କିଛି ଅସୁବିଧା ହେବନି ତ ? ଆମ ସମ୍ପର୍କ ଏମିତି ସବୁବେଳେ ରହିବ ତ ? ମୁଁ କହିଲି ଆମ ସମ୍ପର୍କ ଆହୁରି ଦୃଢ ହେବ ବିଶ୍ବାସର ସହିତ ଏକାଠି ସବୁ କରିଲେ ଆଉ ଅବିଶ୍ବାସ କରିବାର ସ୍ଥାନ ନାହିଁ ଏଠି ଆମେ ଲୁଚା ଚୋରାରେ ତ କିଛି କରିବାନି ? ରିନା କହିଲା, ଠିକ୍ ଅଛି, ତୁମେ ଯଦି ଠିକ୍ ଭାବୁଛ ସେଇୟା କର
Send your comments to sayyes69@gmail.com
Comments
Post a Comment