ପୁରୀରେ ରଜନୀ, ବିଜୟ ଆଉ ସୀମା-୨

ସାଢ଼େ ସାତଟା ବେଳକୁ ଆମେ କୋଣାର୍କ ଯିବାକୁ ବାହାରି ପଡ଼ିଲୁ୤ ସେଇଠି ଦିନ ଦୁଇଟା ପର୍ଯ୍ୟନ୍ତ ବୁଲିଲୁ ଆଉ ମନ୍ଦିର କାନ୍ଥରେ ଥିବା ବିଭିନ୍ନ ଯୌନଉତ୍ତେଜକ ଚିତ୍ର ଓ କାରୁକାର୍ଯ୍ୟ ଦେଖିଲୁ୤ ସୀମା ଓ ରଜନୀ ଅଲଗା ବୁଲୁଥିଲେ, ମୁଁ ବିଜୟ ଏକାଠି ବୁଲିବା ସମୟରେ ମୁଁ ଫୋଟୋ ନେଉଥିଲି, ବିଜୟ କହିଲା, ‘ଭାଇ ଏଇ ଫୋଟୋ ନେଇ କଣ କରିବ୤ ମୁଁ କହିଲି, ଏକ୍ସପେରିମେଣ୍ଟ୍୤ସେ କହିଲା, ହାତୀ ଘୋଡ଼ାର ମୂର୍ତ୍ତି ବି ଅଛି, ସେ ସବୁ ବି କରିବ ନା କଣ? ମୁଁ ହସିଦେଇ କହିଲି, ମଉକା ମିଳିଲେ ସେ ସବୁ ବି କରିବି୤ ସେ ହସିଲା୤ ଗୋଟିଏ ସ୍ଥାନରେ ଗ୍ରୁପ୍ ସେକ୍ସ୍ ଫୋଟୋ ଦେଖି କହିଲା,

-ସେ ଯୁଗରେ ଲୋକମାନେ ଏତେ ବ୍ରଡ଼ମାଇଣ୍ଡେଡ୍ ଥିଲେ ?

ମୁଁ କହିଲି ଏବେ ବି ଅଛନ୍ତି ୤

-ହେଲେ ଏମିତି ଗ୍ରୁପ୍ ସେକ୍ସ୍ କଣ କରନ୍ତି କେହି ?

ମୁଁ ହସିଲି ଆଉ କହିଲି, କେହି ? ଆରେ ସମସ୍ତେ କରନ୍ତି୤ ଏକାଠି କଲେ ଯେଉଁ ମଜା ସେଇଟା ଦେଖୁନ ଚିତ୍ରକୁ ଲାଗୁନି ?

ସେ ନିରିଖେଇ ଦେଖିଲା, ଆଉ ସାମାନ୍ୟ ହସିଦେଇ କହିଲା, ଲାଜ ଲାଗିବନି୤

-ଲାଗିବ ନିଶ୍ଚୟ, ହେଲେ କିଛି ସମୟ ପାଇଁ, ଥରେ କପଡ଼ା ଖୋଲିଗଲେ ଆଉ କି ଲାଜ ?

ସେ ନିରବ ଥିଲା୤

ଆମେ ସବୁ ଏକାଠି ଗୋଟିଏ ବଡ଼ ଗଛ ତଳେ ବସିଥିଲୁ, ମୁଁ ଥଟାରେ ପଚାରିଲି, ରଜନୀ କଣ ଦେଖିଲ ? ସେ ବି ଚିଡ଼େଇ ଦେଇ କହିଲା, ତୁମେ ଯାହା ଦେଖୁଥିଲ୤ ମୁଁ କହିଲି ମୁଁ ତ କାରୁକାର୍ଯ୍ୟ ଦେଖୁଥିଲି, ସେ ବି କହିଲା, ମୁଁ ବି ସେଇୟା ହିଁ ଦେଖୁଥିଲି୤ ମୁଁ ପଚାରିଲି, କୋଉ କାରୁକାର୍ଯ୍ୟଟା ଭଲ ଲାଗିଲା୤ ସେ ଲାଜେଇ ଯାଇ ଚୁପ୍ ହେଇଗଲା ଆଉ କହିଲା, ତୁମେ ଆଗ କହୁନ, ଆଗରେ ଆଗରେ ବୁଲୁଥିଲ୤ ୟାଙ୍କୁ କଣ ସବୁ ଦେଖେଇ ଦେଖେଇ କହୁଥିଲ୤ କଣ ଜ୍ଞାନ ବାଣ୍ଟୁଥିଲ ? ମୁଁ କହିଲି ନାଇଁ, ବିଜୟଙ୍କୁ ଜ୍ଞାନ ଦେବା ଦର୍କାର ନାହିଁ, ସେ ତ ମାଷ୍ଟ୍ର ଲୋକ୤ ତାଙ୍କଠୁ କିଛି ଶିଖିବି ବୋଲି ହାତଧରି ଚାଳୁଥିଲି ନା୤ ଉଁ, ମାଷ୍ଟ୍ର ଲୋକ ! ସେ ଏମିତି କହିବା ବେଳେ ସୀମା କହିଲା, ଏମିତି କଣ କହୁଛୁ୤ ରଜନୀ କିଛି ନିରବ ହେଇ କହିଲା, ‘ତୁ ଭାଗ୍ୟ କରିଛୁ, ଜ୍ବାଇଁଙ୍କ ଭଳି ଲୋକଟେ ପାଇଛୁ୤ ତୋତେ କଣ ଦିନରାତି ଛାଡୁଥିବେ ? ହେ ହେ ହେ’ ସୀମା କହିଲା, ‘କେଡ଼େ ନିର୍ଲଜଟା୤’ ତଥାପି ରଜନୀ ନିରବ ରହିନଥିଲା ଆଉ କହିଲା, ‘ଆଉ ଆମର ଇୟେ, ମାସରେ ଥରେ ଅଧେ ଛୁଇଁଦେଲେ ନିଜ କର୍ତ୍ତବ୍ୟ ସରିଲା ବୋଲି ଭାବୁଚନ୍ତି୤’

ମୁଁ କହିଲି, ନାଇଁ ନାଇଁ ସେଇମିତି କୁହନି୤ ବିଜୟ ଚାହିଁଲେ ତୁମ ଅବସ୍ଥା କଣ ହେବ ତୁମେ ଭାବିପାରିବନି, ତୁମକୁ ଭଲ ପାଉଛନ୍ତି ବୋଲି ନା ଟିକେ ଧିରେ ଗେହ୍ଲାରେ କରୁଚନ୍ତି୤ ତୁମ ନାନୀ ବି ତ ସେଇ କ୍ୟାଟେଗୋରୀର୤ ତାକୁ ବି ସବୁ ଧିରେ ସୁସ୍ଥେ ଲୋଡ଼ା୤ ସୀମା ମୋ ଆଡ଼କୁ ଚାହିଁଲା୤ ଆମେ ଏମିତି କଥା ହେଉଥିଲା ବେଳେ ଗୋଟେ ବହି ବିକାଳି କୋଣାର୍କର କାରୁକାର୍ଯ୍ୟର ବହି ନେଇ ଆସିଲା୤ ୧୨ଟା ସେକ୍ସ୍ ଫୋଟୋ ଥିବା ବହି ଦଶ ଟଙ୍କା୤ ମୁଁ ସାଙ୍ଗେ ସାଙ୍ଗେ ଦୁଇଟା କିଣିନେଲି ଆଉ ଗୋଟିଏ ବିଜୟକୁ ଦେଇ କହିଲି, ଆଜି ରାତିରେ ରଜନୀର ଅବସ୍ଥା ଢିଲା କରିଦିଅ୤ ସମସ୍ତେ ହସିଲେ୤

କୋଣାର୍କରୁ ବାହାରି ଆମେ ଚନ୍ଦ୍ରଭାଗା ଆସିଲୁ, ସେଇଠି ବାଲିରେ ଛାଇ ଯାଗା ଖୋଜୁ ଖୋଜୁ ଅନେକ ବାଟ ଚାଲିଆସିବା ପରେ ଝାଉଁବଣ ସେପାଖରେ ଗୋରା ଲୋକମାନଙ୍କୁ ସେକ୍ସ୍ କରୁଥିବାର ଦେଖିଲି୤ ଏହା ଦେଖି ସାଙ୍ଗେ ସାଙ୍ଗେ ମୁଁ ବିଜୟକୁ ଡାକିଲି୤ ସେ ବି ଆସିଲା, ଆମେ ଦିଜଣ ଏମିତି ଦେଖୁଥିବା ବେଳେ ରଜନୀ ଆଉ ସୀମା ବି ଆସିଲେ୤ ସେମାନେ ବି ଦେଖିଲେ୤ ବିଚ୍ ଉପରେ ଦୁଇହଳ ଫରେନର୍ ସେକ୍ସ୍ କରୁଥିଲେ, ମୁଁ କହିଲି, ଦେଖ ବିଜୟ ଗ୍ରୁପ୍ ସେକ୍ସ୍ ଦେଖିନଥିଲ ପରା, ହେଇ ଦେଖ କେମିତି ହଉଛି୤ ସେ ବି ପୁରା ଧ୍ୟାନରେ ଦେଖୁଥିଲା୤ ଏଇମିତି ଦେଖୁଥିବାବେଳେ ସେଇ ଗୋରା ହଳ ପରସ୍ପରର ସ୍ତ୍ରୀ ସହ ସେକ୍ସ୍ କରିବା ଆରମ୍ଭ କରିଦେଲେ୤ ବିଜୟର ପାଟି ଆଁ ହୋଇ ରହିଗଲା୤ ରଜନୀ ଆନନ୍ଦରେ ଦେଖୁଥିଲା, ସୀମା ସେଇଠୁ ପଳାଇଯାଉଥିଲା୤ ମୁଁ ହାତଧରି କହିଲି, ରୁହ ଦେଖ, ଆଜି ଭାଗ୍ୟ କରିଛ ଲାଇଭ୍ ଟେଲେକାଷ୍ଟ୍ ଦେଖୁଛ୤


Comments